Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଅକୁ ବଞ୍ଚାଇବା ଲାଗି ରେମଡେସିଭିର ପାଇଁ ଅଫିସରଙ୍କ ପାଦ ଧରିଲେ ମାଆ, ତଥାପି ବଞ୍ଚିଲାନି ଜୀବନ

ନୋଏଡା: କାନ୍ଦି କାନ୍ଦି ପୁଅର ଜୀବନ ବଞ୍ଚାଇବାକୁ ଅଫିସରଙ୍କ ପାଦ ଧରିଲେ ମାଆ । ଆଶା ପୁଅର ଜୀବନ ପାଇଁ ଅଫିସର ଦେବେ ରେମଡେସିଭିର । କରୋନା କାଳରେ ଦେଶର ସ୍ୱାସ୍ଥ୍ୟସେବା କେତେ ମଜଭୁତ୍ ତାହା ପଦାରେ ପଡ଼ିଛି । ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାର କହୁଛନ୍ତି । ହେଲେ ବାସ୍ତବତା ଢେର୍ ଭିନ୍ନ…

ଦେଶରେ ୩ ଲକ୍ଷ ୭୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୩ ହଜାର ୬୪୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ବିସ୍ଫୋଟକ ଭଳି ଫୁଟି ଚାଲିଛି । ସପ୍ତାହେ ହେଲା ଲଗାତାର ୩ ଲକ୍ଷରୁ ଅଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ବିଗତ ୨୪ ଘଣ୍ଟାରେ ୩ ଲକ୍ଷ ୭୯ ହଜାର ୨୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ମତଦାନ, ୩୫ ଆସନ ପାଇଁ ଚାଲିଛି ଭୋଟିଂ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ଭିତରେ ଆଜି ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ମତଦାନ ହେଉଛି । ୩୫ଟି ଆସନରେ ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮୪ ଲକ୍ଷରୁ ଅଧିକ ଭୋଟର । ପ୍ରାୟ ୧୧ ହଜାର ୮୬୦ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ…

କରୋନା ପାଇଁ ପୁରୁଷୋତ୍ତମ ଏକ୍ସପ୍ରେସରେ ବନ୍ଦ ହେଲା ପ୍ୟାଣ୍ଟ୍ରି କାର୍ ସେବା

ଭୁବନେଶ୍ବର : ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ବନ୍ଦ ହେଲା ପ୍ୟାଣ୍ଟ୍ରି କାର୍ ସେବା । ଆଜିଠାରୁ ପୁରୀରୁ ଛାଡ଼ିବାକୁ ଥିବା ୦୨୮୦୧/୦୨୮୦୨ ପୁରୁଷୋତ୍ତମ ଏକ୍ସପ୍ରେସରେ ବନ୍ଦ ହୋଇଛି ପ୍ୟାଣ୍ଟ୍ରି କାର୍ ସେବା । ସେହିପରି ଦିଲ୍ଲୀରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ…

ଟାଇମସ୍ ପତ୍ରିକାର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ଜିଓ ପ୍ଲାଟଫର୍ମସ୍

ଭୁବନେଶ୍ବର : ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ “ଟାଇମସ୍ ପତ୍ରିକା’ର ସବୁଠୁ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସ୍ଥାନ ପାଇଛି । ଭାରତରେ ଡିଜିଟାଲ୍ ପରିବର୍ତ୍ତନ ଆଣିଥିବାରୁ ଏହି ତାଲିକାରେ ଜିଓ ପ୍ଲାଟଫର୍ମସ୍‌ର ନାଁ ସାମିଲ ହୋଇଛି । ଟାଇମସ୍ ପତ୍ରିକା ପକ୍ଷରୁ କୁହାଯାଇଛି…

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନାଓ୍ବାଲାଙ୍କୁ ଓ୍ବାଇ କ୍ୟାଟେଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ବଢ଼ିଲା ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନାଓ୍ବାଲାଙ୍କ ସୁରକ୍ଷା । ତାଙ୍କୁ ଓ୍ବାଇ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ, ଆଦାର ପୁନାଓ୍ବାଲାଙ୍କୁ…

ପାଇଥନ-୫ ମିସାଇଲର ସଫଳ ପରୀକ୍ଷଣ କଲା ଡିଆରଡିଓ

ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ସଫଳତା । ସ୍ବଦେଶୀ ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସର ବାୟୁରେ ଟାର୍ଗେଟ କରିବାର ଅସ୍ତ୍ର କ୍ଷମତାରେ ଯୋଡି ହୋଇଛି ପଞ୍ଚମ ପୀଢିର ପାଇଥନ-୫ ମିସାଇଲ । ଆକାଶରୁ ଆକାଶରେ ଲକ୍ଷ୍ୟଭେଦ କରି ପାରୁଥିବା ପଞ୍ଚମ ପୀଢିର ପାଇଥନ-୫…

ସବୁ ସୁଖ ସ୍ୱାଛନ୍ଦ୍ୟ ପରିତ୍ୟାଗ କରି ଜୈନ ଧର୍ମ ଦୀକ୍ଷା ଗ୍ରହଣ କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ବତନ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ବତନ ଉପାଧ୍ୟକ୍ଷ ପ୍ରକାଶ ଶାହା ଆଜି ସମସ୍ତ ସୁଖ ସ୍ୱାଛନ୍ଦ୍ୟ ପରିତ୍ୟାଗ କରି ଜୈନ ଧର୍ମୀ ଦୀକ୍ଷା ଗ୍ରହଣ କରିଛନ୍ତି । ଧଳା ପୋଷାକ ପରିଧାନ କରି ପ୍ରକାଶ ଏବଂ ତାଙ୍କ ପତ୍ନୀ ନୈନା ଶାହା ମୁମ୍ବାଇର ବୋରିଭାଲିରେ ଆୟୋଜିତ ଏକ ସମାରୋହରେ ଏହି ଦୀକ୍ଷା…

କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ କାଉଣ୍ଟିଂ ସେଣ୍ଟର ମନା

ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ମେ‘ ୨ ତାରିଖରେ ହେବ । ଗଣତି ସମୟରେ କାଉଣ୍ଟିଂ ସେଣ୍ଟରରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବା ନେଇ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଟି ଗଣତି କେନ୍ଦ୍ର ପାଇଁ…

ଅଭିନେତା ଜିମି ଶେରଗିଲଙ୍କ ସମେତ ୩୫ଜଣଙ୍କ ଉପରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ ତଥା ପଞ୍ଜାବୀ ଅଭିନେତା ଜିମି ଶେରଗିଲଙ୍କ ସମେତ ୩୫ଜଣଙ୍କ ଉପରେ ପଞ୍ଜାବ ପୋଲିସ ମାମଲା ରୁଜୁ କରିଛି । ଏମାନେ ସମେସ୍ତ କୋଭିଡ ଲକଡାଉନ ନିୟମ ଭାଙ୍ଗିଥିଲେ । ଲକଡାଉନ ଲାଗିବା ୨ ଘଂଟା ପରେ ମଧ୍ୟ ପାଖାପାଖି ୨୦୦ ଲୋକଙ୍କ ସହ ଜିମି ଲୁଧିୟାନାରେ ୟୋର ଅନର ୱେବ ସିରିଜର ଶୁଟିଂ…