Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କର ଶୁକ୍ରବାର ସକାଳେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ନିକଟରେ ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

କାନପୁରରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ; ୧ ମୃତ ୨ ଆହତ

କାନପୁର: ଶୁକ୍ରବାର ଦିନ କାନପୁରର ପାନକି ଗ୍ୟାସ କାରଖାନାରେ ରିଫିଲିଂ ସମୟରେ ଅମ୍ଳଜାନ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସକାଳ ୪.୩୦ ସମୟରେ ରୟାଲ ଶିଶୁ ଡାକ୍ତରଖାନାର ସିଲିଣ୍ଡର ରିଫିଲ କରାଯାଉଥିବା ବେଳେ ଏହି ଘଟଣା…

ଦେଶରୁ ଦିନକରେ ୩୪୯୮ ମୃତ, ୩ଲକ୍ଷ ୮୬ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା ସଂକ୍ରମଣ। ଏମିତିକି ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୮୬ ହଜାର ୪୫୨ ନୂଆ ଆକ୍ରାନ୍ତ । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ସଂକ୍ରମଣ ସହ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ବି…

ଅକ୍ସିଜେନ୍ ଅଭିଯାନରେ ୧ କୋଟି ଟଙ୍କା ଦେବେ ସଚିନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଦେଶରେ ଅକ୍ସିଜେନ୍ ସଙ୍କଟ ଦେଖାଯାଇଛି। ଏଭଳି ସମୟରେ ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ସହାୟତାର ହାତ ବଢାଇଛନ୍ତି। ଅକ୍ସିଜେନ୍ ଯୋଗାଣ ପାଇଁ ସଚିନ ୧ କୋଟି ଟଙ୍କା ଦାନ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ…

ଆସିଲା ଏକଜିଟ ପୋଲ୍ ଫଳାଫଳ, କେଉଁଠି କିଏ କରିବ ସରକାର ?

ନୂଆଦିଲ୍ଲୀ : ସରିଲା ପଶ୍ଚିମବଙ୍ଗର ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଏଥିସହ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନର ପ୍ରକାଶ ପାଇଛି ଏକଜିଟ୍ ପୋଲ ରେଜଲ୍ଟ । ତେବେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ଉପରେ । ତେବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ…

ସ୍ଥଗିତ ହେଲା ଚାର ଧାମ ଯାତ୍ରା…

ନୈନିତାଲ: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଚଳିତ ବର୍ଷ ଚାର ଧାମ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କହିଛନ୍ତି ଯେ ଚାରି ମନ୍ଦିରରେ କେବଳ ପୁରୋହିତମାନେ ରୀତିନୀତି ଅନୁସାରେ ପୂଜା କରିବେ। ଏହି…

କମିଲା କୋଭାକ୍ସିନ୍ ଦର

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ସାରା ଦେଶର ଲୋକଙ୍କ ପାଇଁ ଖୁସି ଖବର । ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ପରେ କମିଲା ଭାରତ ବାୟୋଟେକର କୋଭାକ୍ସିନ ଟିକା ଦର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭାରତ ବାୟୋଟେକ୍ । କୋଭାକ୍ସିନ ଟିକାର ଡୋଜ୍‌ ପିଛା ଦର ୪୦୦ ଟଙ୍କାକୁ କମାଇଛି…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ୍

ଜୟପୁର : ଦେଶରେ ଜାରି ରହିଛି କରୋନା ସଂକ୍ରମଣ । ପ୍ରତିଦିନି ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଏହିକ୍ରମରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଅଶୋକ ଗେହଲଟ୍ । ଟେଷ୍ଟ ରିପୋର୍ଟରେ ସେ ପଜିଟିଭ୍…

ଜାମ୍‌ନଗରରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରିବ ରିଲାଏନ୍ସ ଫାଉଣ୍ଡେସନ୍‌

ମୁମ୍ବାଇ : ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜାମନଗରରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରାଯାଉଛି । ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ । ଏହି କୋଭିଡ୍ ଚିକିତ୍ସାଳୟ ସ୍ଥାପନ ସହ ଏହାର…

[ଭିଡିଓ] ପ୍ରଶଂସା ସାଉଣ୍ଟୁଛି କେରଳ ପୋଲିସର ସଚେତନତା ଭିଡିଓ

କେରଳ: କରୋନା ସଚେତନତା ପାଇଁ କେରଳ ପୋଲିସ ଆପଣେଇଛି ନିଆରା ଉପାୟ । ଏକ ସୁପରହିଟ୍ ତାମିଲ ଗୀତରେ ୯ଜଣ ପୋଲିସ କର୍ମୀଙ୍କୁ ଡାନ୍ସ କରିବାରେ ଦେଖିବାକୁ ମିଳିଛି । ଏହି ଗୀତର ଲିରିକ୍ସରେ ମାସ୍କ ପିନ୍ଧିବାଠାରୁ ଆରମ୍ଭ କରି ସାମାଜିକ ଦୂରତ୍ୱ ଅବଲମ୍ବନ ଓ ସାନିଟାଇଜର ବ୍ୟବହାର କରିବା ପର୍ଯ୍ୟନ୍ତ…