Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ କରୋନା ସ୍ଥିତି ହୃଦୟ ବିଦାରକ: WHO ମୁଖ୍ୟ

ଜେନେଭା: ଭାରତରେ ବଢୁଥିବା କରୋନା ସଂକ୍ରମଣ ମାମଲା ଏବଂ ମୃତ୍ୟୁହାର ଉଦବେଗ ହେଉଥିବା ନେଇ ସୋମବାର ଦିନ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍। ଗଣମାଧ୍ୟମକୁ ସେ ସୂଚନା ଦେଇ କହିଛନ୍ତି ଯେ ଭାରତରେ କରୋନା ସ୍ଥିତି ଅତ୍ୟନ୍ତ ହୃଦୟ…

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା କବଳରେ ଭିଭିଆଇପି । ବହୁ ରାଜନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ସଂକ୍ରମିତ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ରାଜେଶ ଭୂଷଣ କିମ୍ବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବରେ କୌଣସି…

କରୋନା ପାଇଁ କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏଭଳିସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ କଟକଣାକୁ ଜୋରଦାର କରିବାକୁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଗତ ସପ୍ତାହେ ହେବ ଦେଶରେ ପଜିଟିଭ୍ ହାର ୧୦…

ଟିକା ଦର ହ୍ରାସ କରିବାକୁ ନିର୍ମାତା କମ୍ପାନୀଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । କିନ୍ତୁ ଏହା ପୂର୍ବରୁ ଚାଲିଥିବା ଭ୍ୟାକ୍ସିନ ଦରକୁ ନେଇ ବିବାଦ ପରେ ଟିକା ଦର କମାଇବାକୁ ନିର୍ମାତା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଟିକା ଦରକୁ ନେଇ ସରକାରଙ୍କୁ ସମାଲୋଚନା…

ପଞ୍ଜାବରେ ଲାଗୁ ହେଲା ଲକଡାଉନ୍

ପଞ୍ଜାବ : ଦେଶରେ ସାଂଘାତିକ ସ୍ଥିତିକୁ ଗଲାଣି କରୋନା ମହାମାରୀ । ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଲୋକେ ବି ଭୟଭୀତ ହେଲେଣି । ଖାସକରି ଚିକିତ୍ସାରେ ଅକ୍ସିଜେନ୍ ଅଭାବ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଏପରିସ୍ଥିତିରେ ଦେଶର ଅନେକ ସ୍ଥାନରେ ଲାଗୁ ହେଲାଣି କଟକଣା । କର୍ଣ୍ଣାଟକରେ…

ଘରେ ଥିଲେ ବି ମାସ୍କ ପିନ୍ଧନ୍ତୁ

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚିନ୍ତା ବଢାଇଛି ମହାମାରୀ କରୋନା । ପ୍ରତିଦିନ ଲକ୍ଷାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ, ଅନେକ ଲୋକଙ୍କ ଜୀବନ ବି ଗଲାଣି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଆଜି କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଉପରେ ପୁଣି ଗୁରୁତ୍ୱ ଦେଇଛନ୍ତି । ଏବେ…

ନ୍ୟୁୟର୍କରୁ ଦିଲ୍ଲୀ ଆସିଲା ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ସୋମବାର ଦିନ ଆମେରିକାରୁ ଭାରତକୁ ୩୧୮ଟି ଅମ୍ଳଜାନ ଉତ୍ପାଦନ ଉପକରଣ  ଆଣିଛି। ଆଜି ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟରସ୍‌ ନ୍ୟୁୟର୍କରୁ ଦିଲ୍ଲୀ ପହଞ୍ଚିଛି। ଆଗାମୀ ଦିନରେ ଆଉ ୬୦୦ଟି ଉପକରଣ ଆସିବ ବୋଲି କୁହାଯାଇଛି। ଏହାଦ୍ବାରା ଭାରତରେ ଦେଖାଦେଇଥିବା ଅମ୍ଳଜାନର…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ମାଡ୍ରାସ ହାଇକୋର୍ଟ; କହିଲେ କରୋନାର ଦ୍ୱିତୀୟ ତରଙ୍ଗ ପାଇଁ ଦାୟୀ ହେଉଛି ଇସି

ଚେନ୍ନାଇ: ସୋମବାର ଦିନ ମାଡ୍ରାସ ହାଇକୋର୍ଟ କୋଭିଡ-୧୯ ର ମାରାତ୍ମକ ଦ୍ୱିତୀୟ ତରଙ୍ଗ ମଧ୍ୟରେ ରାଜନୈତିକ ସମାବେଶକୁ ଅନୁମତି ଦେଇଥିବାରୁ ଭାରତର ନିର୍ବାଚନ ଆୟୋଗଙ୍କୁ କଡ଼ା ନିନ୍ଦା କରିଛନ୍ତି। କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ପାଇଁ ଇସି ଏକକ ଭାବରେ ଦାୟୀ ବୋଲି କହିଛନ୍ତି କୋର୍ଟ।…

ଭାରତୀୟ ପର୍ଯ୍ୟଟକଙ୍କୁୁ ମାଲଦ୍ୱୀପ ମନା

ମୁମ୍ବାଇ: କୋଭିଡ-୧୯ ମହାମାରୀର ଭାରତ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। କାରଣ ଦେଶରେ ପ୍ରତିଦିନ ତିନି ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହେଉଛି। ଜର୍ମାନୀ, ଇଟାଲୀ, ଇରାନ, ସିଙ୍ଗାପୁର ଏବଂ ବାଂଲାଦେଶ ସମେତ ଅନେକ ଦେଶ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତରୁ ଯାତ୍ରୀମାନଙ୍କ…

ଆସନ୍ତାକାଲିଠୁ କର୍ଣ୍ଣାଟକ ୧୪ ଦିନ ପାଇଁ ଲକ୍‌ଡାଉନ୍‌

କର୍ଣ୍ଣାଟକ:କର୍ଣ୍ଣାଟକ ସରକାର ରାଜ୍ୟରେ ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଅର୍ଥାତ୍‌ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଗତ କିଛି ମାସ ମଧ୍ୟରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା…