Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ମୁକାବିଲା: ଭାରତକୁ ୧୩୫ କୋଟି ଦେବ ଗୁଗୁଲ୍‌

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିଥିବା ବେଳେ ଗୁଗୁଲ୍‌ ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଣ ତଥା ସାଧାରଣତ ସମ୍ପ୍ରଦାୟକୁ ସହାୟତା କରିବା ପାଇଁ ୧୩୫ କୋଟି ଟଙ୍କା ଅର୍ଥ ପ୍ରଦାନ କରିବ ବୋଲି ସୋମବାର ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଛନ୍ତି। ଗୁଗୁଲ୍‌ ଏବଂ…

ୱଣ୍ଡର ଅଫ ଦି ସିଜର ପ୍ରଥମ ଯାତ୍ରା ପାଇଁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ବଡ ଜାହାଜ ମାନ୍ୟତା ପାଇଥିବା ୱଣ୍ଡର ଅଫ ଦି ସିଜ ମାର୍ଚ୍ଚ ୨୨ରୁ ଶାଂଘାଇରୁ ପ୍ରଥମ ଯାତ୍ରା ଆରମ୍ଭ କରିବ । ଏଥିପାଇଁ ବୁକିଂ ଆରମ୍ଭ ହୋଇ ସାରିଛି । ରୟାଲ କ୍ୟାରିବିୟାନ ଇଂଟରନ୍ୟାଶନାଲ ଏହାର ପ୍ରଥମ ଫଟୋ ସୋସିଆଲ ସାଇଟରେ ଶେୟାର କରିଛି । ୨ ହଜାରରୁ ଅଧିକ ରୁମ୍…

ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହେଲା ବୁର୍ଜ ଖଲିଫା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅବସ୍ଥିତ ବିଶ୍ବର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫାକୁ ରବିବାର ଦିନ ଭାରତର ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଥିଲା। ଭାରତରେ ବ୍ୟାପକ ମାତ୍ରାରେ କରୋନା ସଂକ୍ରମଣର ବୃଦ୍ଧି ଘଟୁଛି। ଦୁବାଇର ବୁର୍ଜ ଖଲିଫା ଏବଂ ଆବୁଧାବିରେ ଥିବା ଆଡନୋକ…

ଦିଲ୍ଲୀରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୧.୩୪ କୋଟି ଡୋଜର ଆଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଘୋଷଣା କରିଛନ୍ତି। ସମସ୍ତ ବୟସ୍କଙ୍କ ପାଇଁ କୋଭିଡ୍-୧୯ ଟିକାକରଣ ମେ ୧ ରୁ…

ଶ୍ରୀଲଙ୍କାରେ କରୋନାର ସବୁଠାରୁ ମାରାତ୍ମକ ଭୂତାଣୁ ଚିହ୍ନଟ

କଲମ୍ବୋ: ବର୍ତମାନ କରୋନାର ଦ୍ୱିତୀୟ ଷ୍ଟ୍ରେନ ହାହାକାର ସୃଷ୍ଟି କରିଛି । ଏହି ଚିନ୍ତାଜନକ ପରିସ୍ଥିତି ବେଳେ ଶ୍ରୀଲଙ୍କାରେ କରୋନାର ଆଉ ଏକ ଷ୍ଟ୍ରେନ ଦେଖିବାକୁ ମିଳିଛି । ଏହା ସବୁଠାରୁ ମାରାତ୍ମକ ବୋଲି ଗବେଷକ ମାନେ କହିଛନ୍ତି । ଖୁବ୍ ଶୀଘ୍ର ବାୟୁ ମାଧ୍ୟମରେ ଏହା ଜଣକ ଶରୀରରୁ ଅନ୍ୟକୁ…

ଗଣତନ୍ତ୍ର ଦିବସ ହିଂସା; ଦୀପ୍‌ ସିଦ୍ଧୁଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ହିଂସା ସହ ଜଡିତ ଦ୍ୱିତୀୟ ମାମଲାରେ ସୋମବାର ଦିନ ଦିଲ୍ଲୀ କୋର୍ଟ ପଞ୍ଜାବୀ ଅଭିନେତା ତଥା କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାନୁଆରୀ ୨୬ ହିଂସା ସହ ଜଡିତ ପ୍ରଥମ ମାମଲାରେ ଜାମିନ ପାଇବା ପରେ ପୁଣି ଥରେ ଗିରଫ ହୋଇଥିଲେ ଦୀପ୍‌…

କରୋନାରେ ଶାସ୍ତ୍ରୀୟ ଗାୟକ ପଣ୍ଡିତ ରାଜନ ମିଶ୍ରାଙ୍କ ପରଲୋକ

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀରେ କରୋନା ସଂକ୍ରମିତ ହୋଇ ଶାସ୍ତ୍ରୀୟ ଗାୟକ ରାଜନ ମିଶ୍ରାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଦିଲ୍ଲୀର ସେଣ୍ଟ ଷ୍ଟିଫେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ରବିବାର ଦିନ ହୃଦଘାତରେ ପରଲୋକ…

ଭାରତରେ କୋଭିଡ୍ ସ୍ଥିତିକୁ ନେଇ ଗଭୀର ମର୍ମାହତ ମାଇକ୍ରୋସଫ୍ଟ ସିଇଓ, ବଢ଼ାଇଲେ ସହାୟତାର ହାତ

ନୂଆଦିଲ୍ଲୀ: ଭାରତରେ କରୋନାର ସେକେଣ୍ଡ ଓ୍ୱେଭ୍ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ଟପିଥିବା ବେଳେ ଅକ୍ସିଜେନ୍ ସଂକଟକୁ ନେଇ ହାହାକାର ପରିସ୍ଥିତି । ଭାରତର ଏଭଳି ସ୍ଥିତି ମାଇକ୍ରୋସଫ୍ଟ ସିଇଓ ତଥା ଭାରତରେ ଜନ୍ମିତ ସତ୍ୟ ନାଦେଲାଙ୍କୁ ମର୍ମାହତ କରିଛି…

ଭାରତରୁ ନେଦରଲ୍ୟାଣ୍ଡ୍‌କୁ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡ କହିଛି ଯେ ଭାରତରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ସୋମବାର ଠାରୁ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନକୁ ଆସନ୍ତା ମେ ୧ ତାରିଖ ଯାଏ ସ୍ଥଗିତ ରଖିଛି। ସ୍ପୁଟ୍ନିକ୍ ଡଚ୍ ବିମାନ ଚଳାଚଳ ମନ୍ତ୍ରଣାଳୟର ବିବୃତ୍ତିରେ କହିଛନ୍ତି ଯେ, ଏପ୍ରିଲ୍ ୨୬…

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ରେଳ ଲାଇନ ଉଡ଼ାଇଲେ ମାଓବାଦୀ

ରାଉରକେଲା: ମାତିଲେ ମାଓବାଦୀ । ରାତି ଅଧରେ ବିସ୍ଫୋରଣ କରି ରେଳ ଲାଇନ୍ ଉଡ଼ାଇ ଦେଇଛନ୍ତି ଲାଲବାହିନୀ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ ଓ ଚକ୍ରଧରପୁର ମଝିରେ ଲୋଟା ପାହାଡ଼ ନିକଟରେ ଏହି ଘଟଣା ଘଟାଇଛନ୍ତି ମାଓବାଦୀ । ଗତକାଲି ରାତି ପ୍ରାୟ ୨-୩ଟା ଭିତରେ ବିସ୍ଫୋରଣ କରି ରେଳ ଲାଇନ୍…