Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମନ୍ତ୍ରୀଙ୍କ ନୂଆ ଘୋଷଣା; ଅଧିକ ସନ୍ତାନ ଥିଲେ ମିଳିବ ଲକ୍ଷେ ଟଙ୍କା

ଆଇଜଲ୍: ସର୍ବାଧିକ ପିଲା ଥିବା ପିତାମାତାଙ୍କୁ ୧ ଲକ୍ଷ ଟଙ୍କା ନଗଦ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମିଜୋରାମ ମନ୍ତ୍ରୀ। ବିଭିନ୍ନ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଶିଶୁ ପଲିସି କରାଯାଉଥିବା ବେଳେ ମିଜୋରାମର ଜଣେ ମନ୍ତ୍ରୀଙ୍କର ଏହି ପଦକ୍ଷେପର ଚର୍ଚ୍ଚାରେ ରହିଛି। କ୍ରୀଡା…

‘ଯୋଗ’ ଭାରତର ନୁହେଁ ନେପାଳର; ପିଏମ୍‌ କେ.ପି ଓଲି

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଦାବି କରିଛନ୍ତି ଯେ ଯୋଗ ଭାରତରେ ନୁହେଁ ବରଂ ନେପାଳରୁ ଆସିଛି। ସେ କହିଥିଲେ ଯେ ଭାରତ ପୂର୍ବରୁ ତାଙ୍କ ଦେଶରେ ପ୍ରଥମେ ଯୋଗ ଅଭ୍ୟାସ ଆରମ୍ଭ କରାଯାଇଥିଲା। ଏହାପୂର୍ବରୁ ସେ ଏହାପୂର୍ବରୁ ପିଏମ୍‌ ଅଲି କହିଥିଲେ ଯେ ହିନ୍ଦୁ ଦେବତା ରାମ…

ଚିନ୍ତା ବଢାଉଛି କରୋନାର ନୂଆ ରୂପ ; ଏହି ରାଜ୍ୟରୁ ଆସିଲା ଡେଲ୍‌ଟା ପ୍ଲସ୍‌ର ନୂଆ ମାମଲା

ନୂଆଦିଲ୍ଲୀ: ଦେଶ କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ସହିତ ଲଢେଇ ଜାରି ରହିଥିବା ବେଳେ ଆଉ ଏକ ଭାରିଆଣ୍ଟ ଏବେ ଚିନ୍ତା ବଢାଇଲାଣି। ଡେଲଟା ଭାରିଆଣ୍ଟର ବିସ୍ତାର ହ୍ରାସ ପାଉଥିବା ବେଳେ ଡେଲଟା ପ୍ଲସ୍ ନାମକ ଅନ୍ୟ ଏକ ଷ୍ଟ୍ରେନ୍‌ ଦେଶରେ କାୟା ବିସ୍ତାର କଲାଣି। ଏହି ଡେଲ୍‌ଟା ପ୍ଲସ୍‌…

ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଦୈନିକ ସୁସ୍ଥତା ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୨ ହଜାର ୬୪୦ ନୂଆ ଆକ୍ରାନ୍ତ। ଦୀର୍ଘ ୯୧ ଦିନ ପରେ ଦେଶରେ ଦୈନିକ ଆକ୍ରାନ୍ତ ମାମଲା ୪୨ ହଜାରକୁ ହ୍ରାସ ପାଇଛି। ଦିନକରେ ୧ ହଜାର ୧୬୭ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୯…

ଡେଲଟା ପ୍ଲସ୍ ଭାରିଆଣ୍ଟ ଉପରେ କାମ ଦେବନି ଭ୍ୟାକସିନ୍ କି ଆଣ୍ଟିବଡି !

ନୂଆଦିଲ୍ଲୀ: ରୂପ ବଦଳାଉଛି କରୋନା । ଚିନ୍ତା ବଢ଼ାଇଲାଣି କରୋନାର ଡେଲଟା ଭାରିଆଣ୍ଟ । ସେକେଣ୍ଡ ଓ୍ୱେଭରେ ଡେଲଟା ଭାରିଆଣ୍ଟ୍ (B.1.617.2) ମାରାତ୍ମକ ହୋଇଥିଲା । ଏବେ ଡେଲଟା ପ୍ଲସ ଭାରିଆଣ୍ଟ(AY.01.) ବଡ଼ ଟେନସନ୍ ଆଣିଛି । ନୂଆ ନୂଆ ତଥ୍ୟ ଦେଉଛନ୍ତି ବିଶେଷଜ୍ଞ । ଏବେ ଚାଞ୍ଚଲ୍ୟକର ଓ…

ଦିଲ୍ଲୀ ଗସ୍ତରେ ଯିବେ ନୀତୀଶ କୁମାର

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିନ ଦିଲ୍ଲୀ ଗସ୍ତ କରିବେ। ଏସମ୍ପର୍କରେ ଲୋକସଭାର ଜେଡି (ୟୁ) ସଂସଦୀୟ ଦଳର ନେତା ତଥା ମୁଙ୍ଗେର ସାଂସଦ ଲଲନ ସିଂ କହିଛନ୍ତି ଯେ ନୀତୀଶ କୁମାରଙ୍କ ଏହି ପ୍ରସ୍ତାବିତ ଦିଲ୍ଲୀ ଗସ୍ତର କ୍ୟାବିନେଟ ବିସ୍ତାର ସହିତ କୌଣସି ସମ୍ପର୍କ ନାହିଁ।…

ମହାରାଷ୍ଟ୍ରରେ ୨୧ଟି ଡେଲଟା ପ୍ଲସ୍ କୋଭିଡ୍ ଭାରିଆଣ୍ଟ କେସ୍ ଚିହ୍ନଟ

ମୁମ୍ବାଇ: ସେକେଣ୍ଡ ଓ୍ୱେଭ ଟେନସନ୍ ସରିନି । ତୃତୀୟ ଲହର ନେଇ ଆକଳନ ଭିତରେ ଛାନିଆ କଲାଣି ନୂଆ କରୋନାର ନୂଆ ଡେଲଟା ପ୍ଲସ୍ ଭାରିଆଣ୍ଟ । ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭାରିଆଣ୍ଟର ୨୧ଟି କୋଭିଟ୍ କେସ୍ ଚିହ୍ନଟ ହୋଇଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏହି ସୂଚନା ଦେଇଛନ୍ତି ।…

ସାରା ବିଶ୍ୱରେ ୫.୫ କୋଟି ଟିକା ଆବଣ୍ଟନ ପ୍ଲାନ୍ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ସାରା ବିଶ୍ୱକୁ ସହଯୋଗର ହାତ ବଢ଼ାଇଛି ଆମେରିକା । ମୋଟ୍ ୮ କୋଟି ଡୋଜ୍ ଟିକା ବାଣ୍ଟିବ ବୋଲି ନିକଟରେ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏବେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଟିକା ଆବଣ୍ଟନ ପ୍ଲାନ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ…

ରେକର୍ଡ ଟିକାକରଣ: ଦିନକରେ ଦେଶରେ ଦିଆଗଲା ୮୩ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: ଦେଶରେ ଟିକାକରଣରେ ନୂଆ ମାଇଲଖୁଣ୍ଟ । ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାଦାନ ହୋଇଛି । ଦିନକରେ ଦିଆଯାଇଛି ୮୩ ଲକ୍ଷ ଡୋଜ୍ କୋଭିଡ୍ ଟିକା । ନୂଆ ଟିକା ନୀତି ପରେ ଗତକାଲିଠାରୁ ଆରମ୍ଭ ହୋଇଛି ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣା ଟିକାକରଣ । ପ୍ରଥମ ଥର ପାଇଁ ଦିନକରେ…

ଶିଶୁମାନଙ୍କ ଦ୍ୱାରା ଉପସ୍ଥାପିତ ହେଲା ଓଡ଼ିଶା ପାଇଁ ଦେଖିଥିବା ସ୍ୱପ୍ନ

ଭୁବନେଶ୍ୱର : ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବିଙ୍କ ଅନୁଷ୍ଠାନ 'ଓଡିଶା ପଜିଟିଭ୍' ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ବିଶ୍ୱର ବିଭିନ୍ନ ଦେଶର ୭ ରୁ ୧୪ ବର୍ଷ ବୟସର ୧୫ ଜଣ ଶିଶୁ ଭାଗ ନେଇ ନିଜ ସ୍ୱପ୍ନର ଓଡିଶା ବିଷୟରେ ବକ୍ତବ୍ୟ ପ୍ରଦାନ…