Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ରେଳ ଲାଇନ ଉଡ଼ାଇଲେ ମାଓବାଦୀ

ରାଉରକେଲା: ମାତିଲେ ମାଓବାଦୀ । ରାତି ଅଧରେ ବିସ୍ଫୋରଣ କରି ରେଳ ଲାଇନ୍ ଉଡ଼ାଇ ଦେଇଛନ୍ତି ଲାଲବାହିନୀ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ ଓ ଚକ୍ରଧରପୁର ମଝିରେ ଲୋଟା ପାହାଡ଼ ନିକଟରେ ଏହି ଘଟଣା ଘଟାଇଛନ୍ତି ମାଓବାଦୀ । ଗତକାଲି ରାତି ପ୍ରାୟ ୨-୩ଟା ଭିତରେ ବିସ୍ଫୋରଣ କରି ରେଳ ଲାଇନ୍…

ଭାରତକୁ ଅକ୍ସିଜେନ ପଠାଇବ ଜର୍ମାନୀ

ନୂଆଦିଲ୍ଲୀ: ଏହାର କୋଭିଡ୍‌-୧୯ ସଙ୍କଟର ମୁକାବିଲା ପାଇଁ ଜର୍ମାନୀ ଆଗାମୀ ଦିନରେ ଭାରତକୁ ଅମ୍ଳଜାନ ଏବଂ ଚିକିତ୍ସା ସହାୟତା ପଠାଇବ ବୋଲି ବୈଦେଶିକ ମନ୍ତ୍ରୀ ହେକୋ ମା ସୋମବାର କହିଛନ୍ତି। ଭାରତ କରୋନାଭାଇରସ୍ ସଂକ୍ରମଣରେ ଶୀର୍ଷରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୪୯,୬୯୧ ସଂଖ୍ୟା…

ବେକାବୁ କରୋନା: ଦେଶରୁ ଦିନକରେ ୨୮୧୨ ମୃତ, ୩ଲକ୍ଷ ୫୨ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ମାଡ଼ି ମାଡ଼ି ଚାଲିଛି । ପ୍ରତିଦିନ ମହାରୂପ ଦେଖାଉଛି ମହାମାରୀ । ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି । ଦିନକରେ ସାଢ଼େ ୩ ଲକ୍ଷ ପାର କରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୫୨ହଜାର ୯୯୧ ନୂଆ ଆକ୍ରାନ୍ତ ।…

କରୋନା କାଳରେ ପଶ୍ଚିମବଙ୍ଗରେ ୭ମ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ସୋମବାର ଦିନ ଆରମ୍ଭ ହୋଇଛି। କରୋନା କଟକଣା ମଧ୍ୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୩୪ଟି ଆସନରେ ଭୋଟିଂ ଚାଲିଛି। ସୂଚନା ଅନୁଯାୟୀ, ଏହି ପର୍ଯ୍ୟାୟରେ କୋଲକାତା, ଦକ୍ଷିଣ ଦିନାଜପୁର, ମାଲଦା,…

ଅକ୍ସିଜେନ୍ ଅଭାବରୁ ପୁଣି ଚାଲିଗଲା ୪ ଜଣଙ୍କ ଜୀବନ

ଗୁରୁଗ୍ରାମ : ମହାମାରୀ କରୋନାକୁ ନେଇ ଏବେ ସାରା ଦେଶରେ ଆତଙ୍କ ଆଉ ଆତଙ୍କ । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଭୟଭୀତ ହେଲେଣି ଲୋକେ । ଏହାରି ଭିତରେ ଲୋକଙ୍କୁ ଆହୁରି ଭୟଭୀତ କରି ପକାଇଛି ଅକ୍ସିଜେନ୍ ଅଭାବ । ହସପିଟାଲରେ ଅକ୍ସିଜେନ୍ ଲଗାତର ଭାବେ ରୋଗୀଙ୍କ ମୃତ୍ୟୁ ହେଉଥିବା…

ଦେଶର ୪ ବରିଷ୍ଠ ଡାକ୍ତର ଦେଲେ ପରାମର୍ଶ, ୯୨ରୁ ତଳକୁ ଖସିଲେ ଦରକାର ଅକ୍ସିଜେନ୍

ନୂଆଦିଲ୍ଲୀ : ସାରା ଦେଶରେ ମହାମାରୀ କରୋନାକୁ ନେଇ ଆତଙ୍କ । ଏଭଳି ସ୍ଥିତିରେ ଦେଶର ଖ୍ୟାତନାମା ଡାକ୍ତର ପୁଣି ଏହି ପ୍ରସଙ୍ଗରେ କରିଛନ୍ତି ଆଲୋଚନା । ଭର୍ଚୁଆଲରେ ହୋଇଥିବା ବୈଠକରେ ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ସମେତ ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍ ଡ. ନରେଶ…

କୋଭିଡ୍‌ ୱାର୍ଡରେ ହେଲା ବିବାହ‌; ପିପିଇ କିଟ୍‌ ପିନ୍ଧି ବିବାହ ବେଦୀକୁ ଆସିଲା କନ୍ୟା

କେରଳ: କେରଳର ଜଣେ ଦମ୍ପତି ନିକଟରେ କେରଳର ଆଲାପୁଜା ମିଡିଆ କଲେଜରେ ଥିବା ଏକ କୋଭିଡ୍ ୱାର୍ଡ ଭିତରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବରର କିଛି ଦିନ ପୂର୍ବରୁ କୋଭିଡ୍‌ ରିପୋର୍ଟ ପଜିଟିଭ ଆସିବା ପରେ କୋଭିଡ୍‌ ୱାର୍ଡ ଭିତରେ ଉଭୟ ବର ଏବଂ କନ୍ୟାଙ୍କର ବିବାହ ହୋଇଥିଲା। ସବୁଠୁ…

ମହାରାଷ୍ଟ୍ରରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା

ମୁମ୍ବାଇ: ମହାରାଷ୍ଟ୍ରରେ ୧୮-୪୫ ବର୍ଷ ବୟସ ବର୍ଗର ଲୋକଙ୍କୁ ମାଗଣାରେ କୋଭିଡ-୧୯ ଟିକା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ନୱାବ ମଲିକ ରବିବାର କହିଛନ୍ତି। ଟିକାକରଣ ଅଭିଯାନ ଲାଗୁ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି ନୱାବ ମଲିକ କହିଛନ୍ତି। କୋଭିଡ-୧୯ ଦ୍ୱାରା ସବୁଠାରୁ ଅଧିକ…

ଦେଶରେ ହେବ ୫୫୧ ମେଡିକାଲ ଅକ୍ସିଜେନ ଉତ୍ପାଦନ କେନ୍ଦ୍ର

ନୂଆଦିଲ୍ଲୀ: ଭାରତରେ କରୋନା ପୀଡିତ ଗୁରୁତର ରୋଗୀଙ୍କୁ ପର୍ଯ୍ୟାପ୍ତ ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସରକାର ଉତ୍ସର୍ଗୀକୃତ Pressure Swing Adsorption (PSA) ମେଡିକାଲ ଅକ୍ସିଜେନ ଜେନେରେସନ୍ ପ୍ଲାଣ୍ଟକୁ ଅନୁମୋଦନ କରାଯାଇଛି। PM…

ମୁଖ୍‌ତର୍‌ ଅନସାରୀ କରୋନା ପଜିଟିଭ

ଉତ୍ତରପ୍ରଦେଶ: ଦୁଇ ସପ୍ତାହ ପୂର୍ବେ ଉତ୍ତରପ୍ରଦେଶର ବାନ୍ଦା ଜେଲକୁ ଅଣାଯାଇଥିବା ଗ୍ୟାଙ୍ଗଷ୍ଟର ତଥା ରାଜନେତା ମୁଖତର୍‌ ଅନସାରୀଙ୍କୁ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶନିବାର ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ମୁଖତର୍‌ ଏବଂ ଅନ୍ୟ କଏଦୀମାନଙ୍କର କୋଭିଡ୍ ପରୀକ୍ଷା…