Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରେ ୮୩ କରୋନା ପଜିଟିଭ୍

ହରିଦ୍ବାର : ସାରା ଦେଶରେ ଉତ୍ପାତ୍ତ ରଚୁଛି କରୋନା ମହାମାରୀ । ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ, ଲକ୍ଷାଧିକ ଲୋକ ସଂକ୍ରମିତ ହେଲେଣି । ଏସବୁ ଭିତରେ ଏବେ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରେ ପପ୍ରବେଶ କରିଛି ଭୂତାଣୁ । ହରିଦ୍ବାରରେ ଥିବା ପତଞ୍ଜଳି ଯୋଗପୀଠରେ ୮୩ ଜଣ…

କରୋନାକୁ ନେଇ ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ, ବାତିଲ କଲେ ନିର୍ବାଚନ ରାଲି

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ସ୍ଥିତି ସାଂଘାତିକ ରୂପ ନେଉଥିବା ବେଳେ ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଆସନ୍ତାକାଲି ନିଜର ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନ ରାଲିକୁ ବାତିଲ କରିଛନ୍ତି ମୋଦି । ଆଜି ପଶ୍ଚିମବଙ୍ଗରେ…

ଦାୟିତ୍ୱହୀନତାର ନଗ୍ନ ନମୂନା: କରୋନା ଯାଂଚ ନ କରାଇ ଖସିଗଲେ ୩୦୦ ଯାତ୍ରୀ !

ସିଲଚର: କରୋନା ସଂକ୍ରମଣଙ୍କ ସଂଖ୍ୟା ପୁନର୍ବାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଥିନେଇ ଦାୟିତ୍ୱବାନ୍ ହେବା ପରିବର୍ତେ ଦାୟିତ୍ୱହୀନତାର ଏକ ନଗ୍ନ ନମୂନା ସମ୍ମୁଖକୁ ଆସିଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ସିଲଚର ବିମାନବନ୍ଦରରେ ବୁଧବାର ୩୦୦ ଯାତ୍ରୀ କରୋନା ଯାଂଚ ନ…

କେନ୍ଦ୍ରର ନିର୍ଦ୍ଦେଶ, ଅକ୍ସିଜେନ ନେଇ ଯାଉଥିବା କୌଣସି ଗାଡିକୁ ଅଟକାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ଅକ୍ସିଜେନ ପରିବହନରେ ଲାଗିବନି ପ୍ରତିବନ୍ଧକ । ଅକ୍ସିଜେନ ପରିବହନକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ରର ନିର୍ଦ୍ଦେଶ ।  ଅକ୍ସିଜେନ ନେଇ ଯାଉଥିବା କୌଣସି ଗାଡିକୁ ଅଟକାଯାଇ ପାରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଲାଗି ନିର୍ଦ୍ଦେଶ ଜାରି…

ଡ୍ରାଗନର ଚାଲାକି ଧରା ପଡିଲା, ଶ୍ରୀଲଙ୍କାରେ ଅଟକିଥିବା ଚୀନ ଜାହଜରୁ ମିଳିଲା ପରମାଣୁ ପଦାର୍ଥ !

କଲମ୍ବୋ: ଚୀନର ଆଉ ଏକ ମାରାତ୍ମକ ଷଡଯନ୍ତ୍ର ପଦାରେ ପଡିଛି । ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ଅଟକି ରହିଥିବା ଏକ ଚୀନ ଜାହାଜରୁ ପରମାଣୁ ପଦାର୍ଥ ମିଳିଛି । ଶ୍ରୀଲଙ୍କା ସରକାର ଏ ନେଇ କଡା ପଦକ୍ଷେପ ଗ୍ରହଣ କରି ଜାହାଜକୁ ତୁରନ୍ତ ବନ୍ଦର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାହଜଟି…

ଦିଲ୍ଲୀକୁ ଅକ୍ସିଜେନ୍ ଦେବ ଓଡ଼ିଶା: ବିମାନ ଯୋଗେ ଯିବ ଅକ୍ସେଜନ୍

ନୂଆଦିଲ୍ଲୀ: କରୋନା ଦେଶର ରାଜଧାନୀରେ ଭୟଙ୍କର ରୂପ ଧାରଣ କରିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅକ୍ସିଜେନ ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଦିଲ୍ଲୀକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଇବ ଓଡ଼ିଶା । ବିମାନ ଯୋଗେ ପହଞ୍ଚିବ । ଆଜି…

କରୋନାରେ କଂଗ୍ରେସର ବରିଷ୍ଠ ନେତାଙ୍କ ଦେହାନ୍ତ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଏ.କେ ୱାଲିଆଙ୍କର ଗୁରୁବାର ସକାଳେ ଆପୋଲୋ ହସ୍ପିଟାଲରେ ଦେହାନ୍ତ ଘଟିଛି। ସେ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ବୃତ୍ତିରେ ସେ ଜଣେ ଡାକ୍ତର ହୋଇଥିଲା ବେଳେ ଚାରିଥର (୧୯୯୩-୨୦୧୩) ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାବ୍ୟତୀତ ଶୀଲା…

ସୁପ୍ରିମକୋର୍ଟରେ ୪ ଜଣ ବିଚାରପତି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପଶିଛି କରୋନା । ପୂର୍ବରୁ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଏବେ ୪ ଜଣ ବିଚାରପତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବିଚାରପତି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ସଂକ୍ରମିତ ହୋଇଥିବା ୪…

ଦୈନିକ ସଂକ୍ରମଣରେ ରେକର୍ଡ: ଦିନକରେ ଦେଶରୁ ୩ଲକ୍ଷ ୧୪ ହଜାର ପଜିଟିଭ୍, ସାରା ବିଶ୍ୱରେ ସର୍ବାଧିକ

ନୂଆଦିଲ୍ଲୀ: ଏପ୍ରିଲରେ କରୋନା ଦେଶରେ ସୁନାମୀ ଆଣିଛି । ପ୍ରତିଦିନ ମାରୁଛି ଲମ୍ବା ଡିଆଁ ମାରୁଛି ମହାମାରୀ । ପ୍ରଥମେ ଲକ୍ଷେ, ପରେ ପରେ ଦୁଇ ଲକ୍ଷ ଡେଇଁଥିଲା ଦୈନିକ ସଂକ୍ରମଣ । ଆଜି ସବୁ ରେକର୍ଡ ପାର କରିଛି । ଦିନକରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୧୪ ହଜାର ୮୩୫ ନୂଆ ଆକ୍ରାନ୍ତ ।…

ପଶ୍ଚିମବଙ୍ଗରେ ଜାରି ରହିଛି ୬ଷ୍ଠ ପର୍ଯ୍ୟାୟ ମତଦାନ

କୋଲକାତା: କଡା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟରେ ୪୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଜାରି ହୋଇଛି। ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ଉତ୍ତର ଦିନାଜପୁର ଏବଂ ନାଦିଆ ଜିଲ୍ଲାର ପ୍ରତ୍ୟେକ ନଅଟି ନିର୍ବାଚନମଣ୍ଡଳୀରେ, ନର୍ଥ ୨୪ ପରଗାନରେ ୧୭ ଟି ଏବଂ ଇଷ୍ଟ…