Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗଙ୍ଗାରେ ଭାସୁଥିଲା ୨୧ ଦିନର ଶିଶୁ କନ୍ୟା

ଗାଜିପୁର- ଗଙ୍ଗା ନଦୀରେ ଭାସୁଥିଲା ୨୧ ଦିନର ଶିଶୁ କନ୍ୟା । ଏକ କାଠ ବାକ୍ସରେ ରଖି କେହି ନିର୍ଦ୍ଦୟ ଗଙ୍ଗାରେ ଭସାଇଦେଇଥିଲା । ଗଙ୍ଗାର ଦାଦ୍ରୀ ଘାଟ ନିକଟରେ ଏହି ବାକ୍ସଟି ଭାସୁଥିବା ବେଳେ ଏହାକୁ ଜଣେ ନାଉରିଆ ଦେଖିବାକୁ ପାଇଥିଲା । ସେ ଏହି ବାକ୍ସ ଖୋଲିବା ମାତ୍ରେ ଜୀଅନ୍ତା ଛୁଆକୁ ଦେଖି…

ପ୍ରଶାନ୍ତ କିଶୋରଙ୍କ ନାଁରେ ୫ କୋଟି ଲୁଟିଲେ : ଠକାମୀର ଶିକାର ହେଲେ ପଞ୍ଜାବ କଂଗ୍ରେସ ନେତା

ଲୁଧିଆନା- ଆସନ୍ତାବର୍ଷ ପଞ୍ଜାବ ନିର୍ବାଚନ ଥିବା ବେଳେ କଂଗ୍ରେସର ଅନ୍ତଃକନ୍ଦଳକୁ ନେଇ ଜୋରଦାର ଚର୍ଚ୍ଚା। ଠିକ୍ ଏହି ସମୟରେ ପ୍ରଶାନ୍ତ କିଶୋରଙ୍କ ନାଁ କହି କଂଗ୍ରେସ ନେତାଙ୍କଠାରୁ ୫ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ଆସିଛି। ପୁଲିସ ଏହି ଠକ ଗ୍ୟାଙ୍ଗର ଏକାଧିକ ସଦସ୍ୟଙ୍କୁ ଗିରଫ କରିଛି।…

ସୁପ୍ରିମକୋର୍ଟଙ୍କୁ CBSE କହିଲା କେମିତି ହେବ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ, ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ

ନୂଆଦିଲ୍ଲୀ: କେମିତି ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ । ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ । ୧୩ ଜଣିଆ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛି ସିବିଏସଇ ବୋର୍ଡ । ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ପରୀକ୍ଷାର…

ଆଫ୍ରିକାରେ ମିଳିଲା ଦୁନିଆର ତୃତୀୟ ସର୍ବବୃହତମ ହୀରା !

ନୂଆଦିଲ୍ଲୀ: ଆଫ୍ରିକାର ବୋତ୍ସାନାରେ ଦୁନିଆର ତୃତୀୟ ସର୍ବବୃହତମ ହୀରା ମିଳିଛି । ବୁଧବାର ଦେବସ୍ୱାନା ଡାଇମଣ୍ଡ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଲାଇନେଟ ଆର୍ମଷ୍ଟ୍ରଙ୍ଗ ଏହି ସୂଚନା ଦେଇଥିଲେ । ୧୦୯୮ କ୍ୟାରେଟର ଏକ ମୂଲ୍ୟବାନ ପଥର ଏଠାରେ ଖେଳାଯିବା ବେଳେ ମିଳିଥିଲା । ସଫା କରାଯିବା ପରେ…

ବିବାଦୀୟ ଟୁଇଟ ନେଇ ସ୍ୱରା ଭାସ୍କର, ଟ୍ୱିଟର ଇଣ୍ଡିଆ ମୂଖ୍ୟଙ୍କ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ:ଗାଜିଆବାଦରେ ଏକ ମାରପିଟ ଘଟଣାକୁ ବିବାଦୀୟ କରି ସାମ୍ପ୍ରଦାୟିକ ରୂପ ଦେଉଥିବା ଅଭିଯୋଗରେ ଅଭିନେତ୍ରୀ ସ୍ୱରା ଭାସ୍କର ଏବଂ ଟ୍ୱିଟର ଇଣ୍ଡିଆ ମୂଖ୍ୟ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ତିଳକମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି । ଏହି ଦୁଇ ଜଣଙ୍କ ବ୍ୟତୀତ ସାମ୍ବାଦିକ ଆରଫା…

ମାଆର କରୁଣ ଡାକରେ ମୃତ ଘୋଷିତ ପୁଅ ବଂଚି ଉଠିଲା !

ବାହାଦୂରଗଡ: ହରିୟାଣାର ବାହାଦୂରଗଡରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ପ୍ରମାଣ କରିଛି ମାଆର ସ୍ନେହ ଡାକରେ ଚମତ୍କାରିତା ଥାଏ । ଏହାକୁ ଯମ ବି ଅଣଦେଖା କରିପାରିବ ନାହିଁ । ବାହାଦୂରଗଡର ହିତେଶ ଏବଂ ତାଙ୍କ ପତ୍ନୀ ଜାହ୍ନବୀଙ୍କ ପୁଅକୁ ଟାଇଫାଇଡ ହୋଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ…

ଦେଶରୁ ୬୨ ହଜାର କରୋନା ପଜିଟିଭ୍, ୭୧ ଦିନରେ ସର୍ବନିମ୍ନ ସ୍ତରକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏବେ ୭୦ ହଜାର ତଳରେ ରହିଛି । ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍ । ଗତ ୨୪ ଘଣ୍ଟାରେ ଦେଶରୁ ୬୨ହଜାର ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ କରୋନା ନେଇଛି ଆଉ ୨ହଜାର ୩୩୦ ଜୀବନ । ଦେଶରେ…

ସିବିଏସଇ ଦ୍ୱାଦଶ ମୂଲ୍ୟାୟନ ମାନଦଣ୍ଡ: ଆଜି ସୁପ୍ରମକୋର୍ଟରେ ଜବାବ ରଖିବ ସିବିଏସଇ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କେମିତି ହେବ ମୂଲ୍ୟାୟନ ? କଣ ରହିବ ମାନଦଣ୍ଡ ? ଆଜି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ସିବିଏସଇ କର୍ତ୍ତୃପକ୍ଷ । ଆଜି ଏସମ୍ପର୍କିତ ମାମଲାର ଶୁଣାଣି ରହିଛି । ଜଷ୍ଟିସ ଏ. ଏମ୍. ଖନଓ୍ୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କ…

ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତା ୧୮ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୬ଟି ରାଜ୍ୟରେ ଥିବା ୧୧୧ଟି ପ୍ରଶିକ୍ଷଣ କେନ୍ଦ୍ରରେ ଏହି…

ଗଭୀର ମହାସାଗର ଅଭିଯାନକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଗଭୀର ମହାସାଗର ଅଭିଯାନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଗଭୀର ସମୁଦ୍ରରେ ଥିବା ସମ୍ପଦର ଅନୁସନ୍ଧାନ କରିବା ଓ ମହାସାଗରୀୟ ସମ୍ପଦର ସ୍ଥାୟୀ ଉପଯୋଗ କରିବାରେ ଏହା ବେଶ ସହଯୋଗ କରିବ । ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ସୂଚନା ଦେଇଛନ୍ତି । ଏହି…