Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାରେ ଆଖି ବୁଜିଲେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ

ନୂଆଦିଲ୍ଲୀ: ଘାତକ ହେଉଛି କରୋନା । ମହାମାରୀ ନେଇଛି ସିପିଆଇଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅଙ୍କ ଜୀବନ । ଆଜି ସକାଳୁ ତାଙ୍କ ପୁଅ ଆଶିଷ ୟେଚୁରୀ କରୋନା ସଂକ୍ରମିତ ହୋଇ ଆଖି ବୁଜିଛନ୍ତି । ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୀତାରାମ ୟେଚୁରୀ । ମୃତ୍ୟୁ ବେଳକୁ ଆଶିଷଙ୍କୁ…

ଇଣ୍ଡିଆନ ଆଇଡଲ୍ ସୋ’ର ଆଗାମୀ ଏପିସୋଡରେ ନଜର ଆସିବେନି ନେହା, ପ୍ରଶଂସକ ନିରାଶ 

ମୁମ୍ବାଇ: ପପୁଲାର ରିଆଲିଟି ସୋ’ ଇଣ୍ଡିଆନ ଆଇଡଲ୍ ର ଆଗାମୀ ଏପିସୋଡରେ ନଜର ଆସିବେନି ନେହା କକ୍କର । ଇଣ୍ଡିଆନ ଆଇଡଲ୍ ସିଜିନ ୧୨ର ଗାୟିକା ନେହା କକ୍କର, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିୟା ଏହି ସୋ’ରେ ଜଜ୍ ଅଛନ୍ତି । ଏମାନଙ୍କ ମଧ୍ୟରୁ ଆଗାମୀ ଏପିସୋଡରେ ଜଜ୍ ନେହାଙ୍କୁ ଦେଖିବାକୁ ମିଳିବନି…

ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କରୋନା ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ମହାମାରୀ କରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ, ଅନେକ ଏହି ଭୂତାଣୁରେ ସଂକ୍ରମିତ ହେଲେଣି । ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । ଟେଷ୍ଟ ରିପୋର୍ଟରେ କରୋନା ପଜିଟିଭ୍ ଥିବା…

ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଗୌତମ ଗମ୍ଭୀର । ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇ ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି । ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ନିଜ ସଂସଦୀୟ କ୍ଷେତ୍ରରେ ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଔଷଧ ଯୋଗାଇ ଦେବାକୁ ନିଷ୍ପତ୍ତି…

ଦେଶବାସୀଙ୍କୁ ୩ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ, ପଜିଟିଭ୍ ହେଲେ ଭୟଭୀତ ହୁଅ ନାହିଁ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ସାରା ଦେଶ ଚିନ୍ତାରେ ଥିବା ବେଳେ, ଆଜି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ଦେଶର ୩ ଜଣ ବରିଷ୍ଠ ଡାକ୍ତର । ଦିଲ୍ଲୀ ଏମସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ନାରାୟଣ ହେଲଥ ଅଧ୍ୟକ୍ଷର ଡକ୍ଟର ଦେବୀ ସେଟ୍ଟୀ ଓ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ ତ୍ରେହାନ…

କେଦାରନାଥ ସମେତ ଅନ୍ୟ ପର୍ଯ୍ୟଟନସ୍ଥଳୀର ୧୦ ଲକ୍ଷରୁ ଅଧିକ ବୁକିଙ୍ଗ୍ ରଦ୍ଦ, ଫିକା ପଡିଲା ବ୍ୟବସାୟୀଙ୍କ ଆଶା

ନୂଆଦିଲ୍ଲୀ : ଭାରତରେ ଅଣାୟତ ହେଲାଣି କରୋନା ମହାମାରୀ । ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ହୋମ ଷ୍ଟେ, ହଟ, କଟେଜ, ହୋଟେଲ, ରେଷ୍ଟୁରାଣ୍ଟ ସହ ଜଡିତ ସମସ୍ତ ବୁକିଂ କ୍ୟାନ୍ସଲ ହେବାରେ ଲାଗିଛି । ଗଲା ଗୋଟିଏ ସପ୍ତାହରେ କେଦାରନାଥ ସମେତ ଅନ୍ୟ ପର୍ଯ୍ୟଟନ ସ୍ଥଳୀର ୧୦ ଲକ୍ଷରୁ ଅଧିକ ବୁକିଙ୍ଗ୍…

ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହେଲେ ସାଂସଦ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ବିଜେପି ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବରେ ମନୋନୀତ କରାଯାଇଛି। ବୈଷ୍ଣବଙ୍କ ବ୍ୟତୀତ ରାଜ୍ୟସଭା ଅଧ୍ୟକ୍ଷ ଡ. କେଶଭ ରାଓଙ୍କୁ ପରିଷଦର ସଦସ୍ୟ ଭାବରେ ମନୋନୀତ କରଯୋଇଛି ବୋଲି…

ପାରା ନାଁରେ ଏଫ୍ଆଇଆର୍‌

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ସୀମା ନିକଟରୁ ଏକ ପାରା ଧରାପଡ଼ିଛି। ଯାହା ନାଁରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ରୋରାନୱାଲାରେ ଡ୍ୟୁଟିରେ ଥିବା ଜଣେ କନେଷ୍ଟବଳଙ୍କ ନିକଟକୁ ପାରାଟି ଉଡିଆସି ତାଙ୍କ କାନ୍ଧ ଉପରେ ବସିଥିଲା। ଏହାସହ ପାରାଟିର ଗୋଡରେ ଏକ କାଗଜ ଖଣ୍ଡ ବନ୍ଧା ହୋଇଥିବା ମଧ୍ୟ…

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୁଧବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ସେ ଟ୍ୱିଟରରେ ଲେଖିଛନ୍ତି ଯେ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ଏହାସହ ସେ ଆହୁରି କହିଛନ୍ତି ଯେ, ମୁଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରୁଛି ଏବଂ…

ଅମ୍ଳଜାନ ଟ୍ୟାଙ୍କ୍‌ ଲିକ୍ ପରେ ବନ୍ଦ ହେଲା ଯୋଗାଣ; ୨୨ କରୋନା ରୋଗୀଙ୍କ ମୃତ୍ୟୁ

ମହାରାଷ୍ଟ୍ର: ନାସିକ ସହରର ଏକ ହସ୍ପିଟାଲ ବାହାରେ ଏକ ଅମ୍ଳଜାନ ଟ୍ୟାଙ୍କର୍ ଲିକ୍ ହେବା ପରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଯିବା ପରେ ହସ୍ପିଟାଲ୍‌ରେ ଅମ୍ଳଜାନ ଅଭାବ ହେତୁ ୨୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଜିଲ୍ଲା ପ୍ରଶାସନ କହିଛି। ଜିଲ୍ଲା…