Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାରେ ବଙ୍ଗୀୟ କବି ଶଙ୍ଖ ଘୋଷଙ୍କ ପରଲୋକ

କୋଲକାତା: ବିଶିଷ୍ଟ ବଙ୍ଗୀୟ କବି ଶଙ୍ଖ ଘୋଷଙ୍କର ବୁଧବାର ସକାଳେ ପରଲୋକ ହୋଇଛି। ସେ କରୋନା ସଂକ୍ରମିତ ହୋଇଥିଲେ। ମୃତ୍ୟୁ ବେଳକୁ ଘୋଷଙ୍କୁ ୮୯ ବର୍ଷ ହୋଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପରଲୋକରେ ସମବେଦନା ଜଣାଇ କହିଛନ୍ତି ଯେ ତାଙ୍କ ମୃତ୍ୟୁ ସମାଜରେ ଏକ…

ଭଲ ଖବର: କରୋନାର ଭିନ୍ନ ଭିନ୍ନ ଷ୍ଟ୍ରେନ୍ ଉପରେ ସଫଳ ହେଉଛି କୋଭାକ୍ସିନ୍ ଟିକା

ନୂଆଦିଲ୍ଲୀ: କରୋନାରେ ସେକେଣ୍ଡ ଓ୍ୱେଭକୁ ନେଇ ଏବେ ଦେଶରେ ହାହାକାର ପରିସ୍ଥିତି । ସଂକ୍ରମଣ ୩ଲକ୍ଷ ମୁହାଁ ହୋଇଛି । ତାସହ ମୃତ୍ୟୁସଂଖ୍ୟା ବି ଉପରମୁହାଁ ହୋଇଛି । ଏଭଳି ସ୍ଥିତିରେ ଆଶ୍ୱସ୍ତିକର ଖବର ଦେଇଛି ଆଇସିଏମଆର୍ । ଟିକାକରଣ ଅଭିଯାନ ଭିତରେ ସ୍ୱଦେଶୀ ଟିକା କୋଭାକ୍ସିନ୍ ସଫଳତା ଉପରେ ଭଲ…

ଏହି ସପ୍ତାହାନ୍ତ ପୁଡୁଚେରୀ ସମ୍ପୁର୍ଣ୍ଣ ଲକ୍‌ଡାଉନ୍‌

ପୁଡୁଚେରୀ: କରୋନା ମାମଲାରେ ବୃଦ୍ଧି ଘଟିଥିବା ବେଳେ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡ. ତାମିଲାଇସାଇ ସୌନ୍ଦରାଜନ ଏପ୍ରିଲ୍ ୨୩ (ଶୁକ୍ରବାର) ରାତିରୁ ଏପ୍ରିଲ୍ ୨୬ (ସୋମବାର) ସକାଳ ପର୍ଯ୍ୟନ୍ତ ପୁଡୁଚେରୀକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ପୁଡୁଚେରୀରେ ରାତ୍ରି କର୍ଫ୍ୟୁ…

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନକାଂଉଟର କେସରେ ୟୁପି ପୋଲିସକୁ କ୍ଲିନ ଚିଟ୍‌

କାନପୁର: ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନକାଂଉଟର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଉତରପ୍ରଦେଶ ପୋଲିସକୁ କ୍ଲିନ ଚିଟ ଦେଇଛନ୍ତି । ୟୁପି ପୋଲିସ ବିପକ୍ଷରେ କୌଣସି ପ୍ରମାଣ ମିଳି ନ ଥିଲା । ଅବସରପ୍ରାପ୍ତ ବିଚାରପତି ବିଏସ ଚୌହ୍ୱାନଙ୍କ ଦ୍ୱାରା ଗଠିତ ୩ଜଣିଆ କମିଟିଙ୍କ ଦ୍ୱାରା…

ଲୋକଙ୍କୁ କାନ୍ଦି କାନ୍ଦି ମାସ୍କ ପିନ୍ଧିବାକୁ ନିବେଦନ କଲେ ମହିଳା ଡାକ୍ତର

ନୂଆଦିଲ୍ଲୀ: ଏହି ଅନିଶ୍ଚିତ ସମୟ ମଧ୍ୟରେ ସତର୍କତା ଅବଲମ୍ବନ କରିବାକୁ କହିଥିବା ମୁମ୍ବାଇର ଜଣେ ଡାକ୍ତରଙ୍କ ଭାବପ୍ରବଣ ଭିଡ଼ିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ମୁମ୍ବାଇର ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ତ୍ରୁପ୍ତି ଗିଲାଡା ନାମକ ଏହି ଡାକ୍ତର କରୋନାର ଦ୍ବିତୀୟ ତରଙ୍ଗ ଏବଂ ଦେଶରେ…

କୋଭିସିଲ୍ଡ ଟିକା ଦାମ୍ ଘୋଷଣା କଲା ସେରମ୍, ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ଦେବେ ଏତିକି ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ରାଜ୍ୟଗୁଡ଼ିକ ଟିକା ନିର୍ମାତା କମ୍ପାନୀଠାରୁ ସିଧାସଳଖ ଟିକା କିଣିପାରିବେ । ଏହାସହ ଖୋଲା ବଜାରରେ ବି ଟିକା ମିଳିବ । ଘରୋଇ ହସ୍ପିଟାଲ ବି ଟିକା କିଣିପାରିବେ । ଏଥିପାଇଁ ଦର ଧାର୍ଯ୍ୟ କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ । ଘରୋଇ…

ଚୀନକୁ ଚେତାଇଲା ଫିଲପାଇନ୍ସ, ଯୁଦ୍ଧ ବ୍ୟତୀତ ବିକଳ୍ପ ନାହିଁ

ମାନିଲା: କରୋନା ମହାମାରୀ ସମୟରେ ବି ଚୀନ ତାର ବିସ୍ତାରବାଦୀ ଓ ଅଶାନ୍ତି ନୀତିରୁ ଓହରି ପାରୁନି । ପ୍ରାୟ ସମସ୍ତ ପଡୋଶୀ ଦେଶ ବିବାଦ ସୃଷ୍ଟି କରିଥିବା ଚୀନକୁ କିନ୍ତୁ ଆଜି ଅପମାନର ସମ୍ମୁଖୀନ ହେବାକୁ ପଡିଛି । ଛୋଟ ଦେଶ ଫିଲପାଇନ୍ସ ଖୋଲାଖୋଲି ଭାବେ ଚୀନକୁ ଧମକ ଦେଇଛି । ଦକ୍ଷିଣ ଚୀନ ସାଗରରେ…

ଆସାମରେ ୩ ଓଏନଜିସି କର୍ମଚାରୀଙ୍କୁ ଅପହରଣ

ଗୌହାଟୀ: ଆସାମରେ ୩ଜଣ ଓଏନଜିସି କର୍ମଚାରୀଙ୍କ ଅପହରଣ ହୋଇଛି । ନାଗାଲାଣ୍ଡ ବର୍ଡର ନିକଟରେ ସେମାନଙ୍କ ଗାଡି ପୋଲିସ ପାଇଛି । ତେବେ କେଉଁ ଗୋଷ୍ଠୀ ଏହି କାଣ୍ଡ ଘଟାଇଛି ସେ ନେଇ ପୋଲିସ ପାଖରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଶିବସାଗର ଜିଲ୍ଲାରେ ୨ଜଣ ଜୁନିୟର ଇଞ୍ଜିନିୟର ଓ ଜଣେ ଜୁନିୟର…

କରୋନାରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ

ମୁମ୍ବାଇ: କରୋନା ଯୋଗୁ ମୁମ୍ବାଇର ଜଣେ ଡାକ୍ତର ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଫେସ୍‌ବୁକ୍‌ରେ ବିଦାୟ ନେବାର ଗୋଟିଏ ଦିନ ପରେ ଦୁନିଆରୁ ବିଦାୟ ନେଇଛନ୍ତି ଏହି ମହିଳା ଡାକ୍ତର। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଉକ୍ତ ଡାକ୍ତର ଜଣକ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ଏହା ହୁଏତ ତାଙ୍କ…

ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, କରୋନାରେ ଥିଲେ ଆକ୍ରାନ୍ତ 

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ମନମୋହନ ସିଂହ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ…