Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚଳିତ ବର୍ଷ ଠିକ୍ ସମୟରେ ଆସିବ ମୌସୁମୀ, ସ୍ୱାଭାବିକ ହେବ ବର୍ଷା, ପାଣିପାଗ  ବିଭାଗର ଅନୁମାନ 

ନୂଆଦିଲ୍ଲୀ: ଚଳିତ ବର୍ଷ ଠିକ୍ ସମୟରେ ଆସିବ ମୌସୁମୀ । ଏଥର ମୌସୁମୀରେ ଭଲ ବର୍ଷା ହେବ । ଏନେଇ ପୂର୍ବାନୁମାନ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଚଳିତ ବର୍ଷ ସ୍ୱାଭାବିକ ଶ୍ରେଣୀର ବର୍ଷା ୯୮ ପ୍ରତିଶତ ହେବ । ସ୍ୱାଭାବିକ ଠାରୁ ଅଧିକ ହେଲେ ଏହା ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ…

ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ପରଲୋକ, କରୋନାରେ ଥିଲେ ଆକ୍ରାନ୍ତ, ନେଇଥିଲେ କରୋନା ଭ୍ୟାକସିନର ପ୍ରଥମ ଡୋଜ

ମୁମ୍ବାଇ: ଶହ ଶହ ଭକ୍ତି ଗୀତ ଲେଖିବା ସହ ଅନେକ ଲୋକପ୍ରିୟ ଧାରାବାହିକ ପାଇଁ ମଧ୍ୟ ଗୀତ ଲେଖିଥିବା ଗୀତିକାର ଆଉ ନାହାନ୍ତି । ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପଣ୍ଡିତ କିରଣ ମିଶ୍ର କରୋନାରେ ଆକ୍ରାନ୍ତ ଥିଲେ । ଗତ ୧୩…

କର୍ଣ୍ଣାଟକ ସିଏମ୍‌ ବି.ଏସ୍ ୟେଡିୟୁରପ୍ପାଙ୍କୁ କରୋନା; ହସ୍ପିଟାଲ୍‌ରେ ଭର୍ତ୍ତି

କର୍ଣ୍ଣାଟକ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପା ଶୁକ୍ରବାର ଦିନ ବେଙ୍ଗାଲୁରୁର ରାମାୟା ମେମୋରିଆଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଗଷ୍ଟ…

ରବିବାର ଉତ୍ତରପ୍ରଦେଶ ଲକ୍‌ଡାଉନ

ନୂଆଦିଲ୍ଲୀ: ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ରବିବାର ଦିନ ଉତ୍ତରପ୍ରଦେଶରେ ଲକଡାଉନ୍ ଲାଗୁ କରାଯିବ। ଏହି ଲକ୍‌ଡାଉନ୍‌ ରାଜ୍ୟର ସମସ୍ତ ସହର ଏବଂ ଗ୍ରାମାଞ୍ଚଳରେ ଲାଗୁ ହେବ। ଏଥିସହ ଫେସ୍ ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ୧୦୦୦ ଟଙ୍କା ଜୋରିମାନା ମଧ୍ୟ ଆଦାୟ କରିବାକୁ…

ସୋନୁଙ୍କ ମହାନତା: ୧୦ଟି ଅକ୍ସିଜେନ୍ ଜେନେରେଟର୍ ପଠାଇଲେ ଇନ୍ଦୋର 

ମୁମ୍ବାଇ: କରୋନାର ଦ୍ୱିତୀୟ ଲହର ସହ ଲଢ଼ିବାକୁ ପୁଣି ଆଗେଇ ଆସିଛନ୍ତି ସୋନୁ ସୁଦ୍ । ମଧ୍ୟପ୍ରଦେଶ ଇନ୍ଦୋର ପାଇଁ ସୋନୁ ସହାୟତାର ହାତ ବଢ଼ାଇଛନ୍ତି । ସୋନୁ ଏକ ଭିଡିଓ ସେୟାର କରି କହିଛନ୍ତି, ଇନ୍ଦୋରବାସୀ ନିଜର ଧ୍ୟାନ ରଖନ୍ତୁ । ଇନ୍ଦୋରବାସୀଙ୍କୁ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ ଥିବାରୁ ମୁଁ…

ଜଣେ ମହିଳା ଭାରତର ପ୍ରଧାନ ବିଚାରପତି ହେବାର ସମୟ ଆସିଛି; ସିଜେଆଇ ଏସ୍‌ଏ ବବ୍‌ଡେ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏସ୍ ବବଡେ ଗୁରୁବାର କହିଛନ୍ତି ଯେ ଏପରି ସମୟ ଆସିଛି ଯେତେବେଳେ ଜଣେ ମହିଳା ଭାରତର ପ୍ରଧାନ ବିଚାରପତି ହେବା ଉଚିତ୍। ନ୍ୟାୟପାଳିକାରେ ମହିଳାଙ୍କ ଅଧିକ ପ୍ରତିନିଧିତ୍ୱ ନିଶ୍ଚିତ କରିବାକୁ କଲେଜିୟମର ମନୋଭାବ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା…

ଦୈନିକ ସଂକ୍ରମଣ ମାମଲାରେ ମୁମ୍ବାଇକୁ ଟପିଲା ଦିଲ୍ଲୀ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ବୁଧବାର ଦିନ ଦିଲ୍ଲୀରେ ୧୭,୦୦୦ ରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। ସୂଚନା ଅନୁଯାୟୀ ଏହା ଦେଶର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ଭାବେ ଉଭା ହୋଇଛି। ଯାହା ଫଳରେ ମୁମ୍ବାଇକୁ ପଛରେ ପକାଇ ଦେଇଛି…

ଦିଗବିଜୟ ସିଂହଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଶୁକ୍ରବାର ଦିନ କରୋନା ପଜିଟିଭ୍ ହୋଇଛନ୍ତି। ଏବେ ସେ ତାଙ୍କ ବାସଭବନରେ କ୍ବାରେଣ୍ଟାଇନରେ ଥିବା ଜଣାପଡିଛି। https://twitter.com/digvijaya_28/status/1382915784507203584?s=19 ଏନେଇ ସେ ଟ୍ବିଟ କରି ସୂଚନା…

କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା କରୋନା ପଜିଟିଭ

ନୂଆଦିଲ୍ଲୀ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଶୁକ୍ରବାର ଦିନ କୋଭିଡ୍‌ ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି। କଂଗ୍ରେସ ଦଳର ମୁଖ୍ୟ ମୁଖପାତ୍ର ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, "ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି।…

ଦିନକରେ ଦେଶରେ ୨ ଲକ୍ଷ ୧୭ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ, ୧୧୮୫ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୨ ଲକ୍ଷ ୧୭ ହଜାର ୩୫୩ ଜଣ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…