Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏପ୍ରିଲ ୧ରୁ ଡୁଆଲ୍ ଏୟାରବ୍ୟାଗ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏପ୍ରିଲ୍ ୧, ୨୦୨୧ରୁ ସମସ୍ତ ନୂତନ ଯାତ୍ରୀବାହୀ ଯାନରେ ଡୁଆଲ୍ ଏୟାରବ୍ୟାଗ ରହିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଛି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୁରୁଣା ମଡେଲଗୁଡିକରେ ଏୟାରବ୍ୟାଗ ଲଗାଇବା ପାଇଁ ଅଗଷ୍ଟ ୩୧, ୨୦୨୧ ଯାଏଁ…

ଭାରତରେ ଖେଳାଯିବ ଆଇପିଏଲ୍ ୨୦୨୧, ୬ଟି ସ୍ଥାନରେ ଏପ୍ରିଲ ୯ରୁ ଖେଳାଯିବ ମ୍ୟାଚ୍‌

ଭୁବନେଶ୍ୱର: କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣ ଚଳିତ ବର୍ଷ ଭାରତରେ ଖେଳାଯିବ । ଏହା ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ ଏବଂ ମେ ୩୦ତାରିଖରେ ଶେଷ ହେବ । ଚଳିତ ଥର ଦେଶର ୬ଟି ସ୍ଥାନରେ ମ୍ୟାଚ୍ ଖେଳାଯିବ ବୋଲି ସ୍ଥିର ହୋଇଛି…

ଗାର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ଚକୋଲେଟ ଚୋରି କରି ଜେଲ ଗଲେ ଯୁବକ

ଚିତ୍ରକୂଟ: ରାଜସ୍ଥାନର ଚିତ୍ରକୂଟରେ ଗାର୍ଲଫ୍ରେଣ୍ଡ ପାଇଁ ଚକୋଲେଟ ଚୋରି କରି ଜଣେ ଅବିନାଶ ନାମକ ଜଣେ ଯୁବକ ଜେଲ ଯାଇଛନ୍ତି । ବିଳମ୍ବିତ ରାତିରେ ଗାର୍ଲଫ୍ରେଣ୍ଡ ଚକୋଲେଟ ଖାଇବା ପାଇଁ ଜିଦ୍ ଧରିଥିଲେ । ମାତ୍ର ରାତିରେ ଦୋକାନ ଖୋଲା ନ ଥିବାରୁ ଏହା ମିଳି ନ ଥିଲା । ଶେଷରେ ଗୋଟିଏ ଦୋକାନର…

୨୦୫୦ ସୁଦ୍ଧା ସମଗ୍ର ବିଶ୍ୱରେ ୨୫୦ ନିୟୁତରୁ ଅଧିକ ଲୋକ ଶ୍ରବଣ ଶକ୍ତି ହରାଇବେ!

ନୂଆଦିଲ୍ଲୀ: ବିଶ୍ବ ସ୍ବ୍ୟାସ୍ଥ ସଂଗଠନ ଏକ ଚେତାବନୀ ଦେଇଛି ଯେ ୨୦୫୦ ସୁଦ୍ଧା ବିଶ୍ବର ପ୍ରାୟ ୨୫୦ ନିୟୁତ ଲୋକ କିମ୍ବା ଅନ୍ୟ ଅର୍ଥରେ ଚାରି ଜଣଙ୍କ ମଧ୍ୟରୁ ଜଣଙ୍କର ଶ୍ରବଣ ଶକ୍ତି ହ୍ରାସ ହେବ। ଏଥିମଧ୍ୟରୁ ଅତି କମରେ ୭୦ ନିୟୁତ ଲୋକ ଏପରି ହେବେ ଯେଉଁମାନେ ଶ୍ରବଣ ଶକ୍ତି ହରାଇବା ଏବଂ ଶ୍ରବଣ…

ତାମିଲନାଡୁ ବିଧାନସଭା: ବିଜେପି ୨୦ ସିଟରେ ଲଢ଼ିବ

ଚେନ୍ନାଇ:ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତାମିଲନାଡୁରେ ବିଜେପି-ଏଆଇଏଡିଏମକେ ମଧ୍ୟରେ ସିଟ ବୁଝାମଣା ଚୂଡାନ୍ତ ହୋଇଛି । ବିଜେପି ଏଠାରେ ମାତ୍ର ୨୦ଟି ଆସରେ ଲଢ଼ିବ । ସେହିପରି କନ୍ୟାକୁମାରୀ ଲୋକସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ମଧ୍ୟ ବିଜେପିର ପ୍ରାର୍ଥୀ ଲଢ଼ିବେ । ଏପ୍ରିଲ ୬ରେ…

ବିଜେପିରେ ମିଶିବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ!

କୋଲକାତା: ପୂର୍ବତନ (ଟିଏମସି) ରାଜ୍ୟସଭା ସଦସ୍ୟ ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବିଜେପିରେ ଯୋଗଦେବା ସମ୍ଭାବନା ରହିଥିବା ସୂଚନା ମିଳିଛି। ଏହି ଖବର ଆସିଛି ଯେ ସେ ଆସନ୍ତାକାଲି କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚ ବାଣ୍ଟି…

କ’ଣ ରହିଛି ଭାରତୀୟ ମହିଳାଙ୍କ ଟ୍ୱିଟର ଟକ୍‌ର ମୁଖ୍ୟ ପ୍ରସଙ୍ଗ?

ନୂଆଦିଳ୍ଲୀ: ବ୍ୟକ୍ତିଗତ ଅନୁସନ୍ଧାନ ଠାରୁ ଆରମ୍ଭ କରି ସାମାଜିକ ପରିବର୍ତ୍ତନ ଯାଏ ଭାରତୀୟ ମହିଳାମାନେ ଟ୍ୱିଟରରେ ବିଭିନ୍ନ ପ୍ରସଙ୍ଗରେ ଜଡିତ ଅଛନ୍ତି। ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ମାଇକ୍ରୋ ବ୍ଲଗିଂ ୱେବସାଇଟରେ ଭାରତର…

ଏପ୍ରିଲରୁ କାରର ଆଗ ଯାତ୍ରୀଙ୍କ ଲାଗି ଏୟାର୍ ବ୍ୟାଗ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କାରର ଆଗ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ଏୟାର ବ୍ୟାଗ । ଏପ୍ରିଲ ପହିଲାରୁ ମାର୍କେଟକୁ ଆସିବାକୁ ଥିବା ସମସ୍ତ କାର୍ ମଡେଲରେ ଆଗରେ ବସୁଥିବା ଯାତ୍ରୀଙ୍କ ଲାଗି ଏୟାର ବ୍ୟାଗ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ପୁରୁଣା କାର ଅତିରିକ୍ତ ଭାବେ ଆଗ ଯାତ୍ରୀଙ୍କ ଲାଗି ଏୟାର…

ଦେଶରେ ୨୪ ଘଣ୍ଟାରେ ୧୮ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୦୮ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୧,୧୧,୯୨,୦୮୮କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

କାହିଁକି ନନ୍ଦିଗ୍ରାମ ଆସନ ବାଛିଲେ ମମତା ?

କୋଲକାତା: ଜୋରଦାର ହେଲାଣି ବେଙ୍ଗଲ ବ୍ୟାଟଲ ଗ୍ରାଉଣ୍ଡ । ଏକାଥରକେ ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ । ସେ ଏଥର ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ଦିଦି । ଆସନ୍ତା ୧୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ…