Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୮ ବର୍ଷ ନୁହେଁ ବରଂ ସ୍ନାତକ ଯାଏଁ ପୁଅର ଲାଳନପାଳନ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏବେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ୧୮ ବର୍ଷ ନୁହେଁ, ବରଂ ସ୍ନାତକ ଯାଏଁ ଲାଳନପାଳନ କରିବାକୁ ପଡ଼ିବ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଏମ.ଆର ଶାହାଙ୍କ ଏକ ଖଣ୍ଡପୀଠ ଗୁରୁବାର ଦିନ ଫାମିଲି କୋର୍ଟର ଏକ ଆଦେଶକୁ ବଦଳାଇଛନ୍ତି।…

ଡଚ୍‌ କଳାକାରଙ୍କ ନିଆରା କଳା; ଅତି ବାଇଗଣି ଆଲୋକ ବ୍ୟବହାର କରି କରୋନାକୁ ହ୍ରାସ କରୁଛନ୍ତି କଳାକାର

ନୂଆଦିଲ୍ଲୀ: ଡଚ୍‌ର ଏକ କଳାକାର ଗୋଷ୍ଠୀ ଅତି-ବାଇଗଣି ରଙ୍ଗର ରଶ୍ମିର ବ୍ୟବହାର କରି ବାୟୁରେ କରୋନା ଭୂତାଣୁର ହ୍ରାସ କରିବାକୁ ଏକ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଡଚ୍ ଡିଜାଇନର୍ ଡାନ୍ ରୁଜଗାର୍ଡଙ୍କ “ଅର୍‌ବାନ ସନ୍‌” ସ୍ଥାପନ ଅଲ୍ଟ୍ରା-ବାଇଗଣି ଆଲୋକକୁ ବ୍ୟବହାର କରି…

ବିବାହ ଉତ୍ସବରୁ ଫେରିଲା ବେଳେ ବୋମାମାଡ଼, ୬ ବିଜେପି କର୍ମୀ ଗୁରୁତର

କୋଲକାତା: ହିଂସ୍ର ହେବାରେ ଲାଗିଛି ପଶ୍ଚିମବଙ୍ଗ ରାଜନୀତି । ନେତାଙ୍କ ମଧ୍ୟରେ ରାଜନୀତିକ ବୟାନ ବାଜି ଲାଗି ରହିଥିବା ବେଳେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନି । ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲାର ରାମପୁର ଗାଁରେ ବୋମାମାଡ଼ ହୋଇଛି । ବୋମାମାଡ଼ରେ ୬ ଜଣ…

ଲଦାଖରେ ଭୁମିକମ୍ପର ଝଟକା ଅନୁଭୂତ, ତୀବ୍ରତା ୩.୬

ଶ୍ରୀନଗର: ଲଦାଖରେ ଶନିବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୬ ମପା ଯାଇଥିଲା । ଏନେଇ ବିଭାଗ ପକ୍ଷରୁ ଟ୍ବିଟ୍ କରାଯାଇଛି।…

କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରରେ ରହିବନି ପିଏମ୍‌ ମୋଦୀଙ୍କ ଫଟୋ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ଲଢିବାକୁ ଅଣ୍ଟା ଭିଡୁଥିବା ରାଜ୍ୟଗୁଡିକରେ କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ବ୍ୟବହାର ବନ୍ଦ କରିବାକୁ କେନ୍ଦ୍ର ଆୟୋଗ (ଇସି) କହିଛି। ଟିଏମସି ଦ୍ୱାରା ହୋଇଥିବା ଅଭିଯୋଗକୁ ଆଧାର କରି ଇସି ଏହି ନିର୍ଦ୍ଦେଶ…

ଏଣ୍ଟିଲିଆ ଆଗରୁ ଜବତ ସ୍କର୍ପିଓ ମାଲିକଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଗରୁ ଜବତ ସ୍କର୍ପିଓ ମାଲିକଙ୍କ ମୃତଦେହ ଉଦ୍ଧାର । ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ଏଣ୍ଟିଲିଆ ଆଗରୁ ଜବତ ହୋଇଥିବା ଜିଲେଟିନ ବୋଝେଇ ସ୍କର୍ପିଓର ମାଲିକଙ୍କ ମୃତଦେହ ଆଜି କଲୱା ସମୁଦ୍ରରୁ ଉଦ୍ଧାର ହୋଇଛି । ପୋଲିସର ପ୍ରାଥମିକ ଯାଞ୍ଚରୁ ସମ୍ପୃକ୍ତ…

ଟିଏମ୍‌ସି ଘୋଷଣା କଲା ୨୯୧ ପ୍ରାର୍ଥୀଙ୍କ ନାଁ; ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ଦିଦି

ନୂଆଦିଳ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ୨୦୨୧ ବେଙ୍ଗଲ ନିର୍ବାଚନ ପାଇଁ ଟିଏମସି ପ୍ରାର୍ଥୀଙ୍କ ତାଲିକାରେ ୨୯୧ ନାମ ଘୋଷଣା କରିଛନ୍ତି। ଏହାସହିତ ସେ ନିଶ୍ଚିତ କରିଛନ୍ତି ଯେ ସେ ନନ୍ଦିଗ୍ରାମରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ୨୯୧…

ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ:ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଟ୍ବିଟ୍ କରି ମୋଦି କହିଛନ୍ତି, “ବିଜୁ ବାବୁଙ୍କୁ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । ଭାରତ ପାଇଁ ତାଙ୍କ ଦୂରଦୃଷ୍ଟି ଏବଂ ମାନବ ସଶକ୍ତିକରଣ ଓ ସାମାଜିକ…

କେରଳ ସୁନା ଚୋରା କାରବାର ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାଇଙ୍କ ସମେତ ବାଚସ୍ପତି ଏବଂ ଆଉ ତିନି ମନ୍ତ୍ରୀ ସାମିଲ୍‌!

ନୂଆଦିଲ୍ଲୀ: ଥିରୁବନନ୍ତପୁରମରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କନସୁଲେଟ୍ ମାଧ୍ୟମରେ ବେଆଇନ ସୁନା ଚୋରା କାରବାର ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାଇଙ୍କ ସମେତ ବାଚସ୍ପତି ଅନ୍ୟ ତିନି ଜଣ ମନ୍ତ୍ରୀ ସାମିଲ୍‌ ଥିବା ଶୁକ୍ରବାର ଦିନ କେରଳ ହାଇକୋର୍ଟ କହିଛନ୍ତି। ଏହାରି ଭିତରେ ଆଉ ଏକ ଖୁଲାସା…

ବିବାହ ଭୋଜିରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ମିଶି ଏମିତି ନାଚିଲେ ଫାରୁକ୍ ଅବଦୁଲ୍ଲା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିକଟରେ ଏକ ବିବାହ ଉତ୍ସବରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଯାହା ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ଖୁସି କରିଥିଲା। ଫାରୁକ୍‌ ଅବଦୁଲ୍ଲା ଏବଂ…