Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜନ୍ମଦିନରେ ବିଚାରପତିଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇ ଫସିଲେ ଓକିଲ

ଭୋପାଲ: ମଧ୍ୟପ୍ରଦେଶର ରତ୍ଲାମରେ ଜିଲ୍ଲାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ବିଚାରପତିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ଜେଲ୍‌ ଗଲେ ଓକିଲ। ସେ ଏବେ ଜେଲ୍‌ରେ ଅଛନ୍ତି। ଏହି ଓକିଲ ଜଣଙ୍କୁ ଫେବୃଆରୀ ୯ ତାରିଖରୁ ଆଇଟି ଆକ୍ଟ ଅନୁଯାୟୀ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି। ଖବର ମୁତାବକ,…

ବୟସ୍କଙ୍କ ପାଇଁ ବେଶି ଭଲ ‘ଫାଇଜର’ ଏବଂ ‘ଆଷ୍ଟ୍ରା ଜେନେକା’ ଟିକା

ନୂଆଦିଲ୍ଲୀ: ସୋମବାର ଦିନ ସରକାରୀ ତଥ୍ୟରେ ଦର୍ଶାଯାଇଛି ଯେ ବ୍ରିଟେନର ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ କରୋନାଭାଇରସ୍ ସଂକ୍ରମଣ ଏବଂ ଗୁରୁତର ରୋଗ ହ୍ରାସ କରିବାରେ ଫାଇଜର ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟିକା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି। ତଥ୍ୟ ଅନୁଯାୟୀ ଜାନୁୟାରୀରୁ ଟିକା ର ଗୋଟିଏ…

ଲିଭ୍-ଇନରେ ସହମତି ସମ୍ପର୍କ ଦୁଷ୍କର୍ମ ନୁହେଁ: ସୁପ୍ରମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଲିଭ୍-ଇନରେ ରହିବା ଏବଂ ସହମତିରେ ରଖିଥିବା ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ । ସୋମବାର ସୁପ୍ରିକୋର୍ଟ ଏକ ମାମଲାର ଶୁଣାଣି କର ଏଭଳି କହିଛନ୍ତି । ପୁରୁଷ ଜଣଙ୍କ ମହିଳାଙ୍କୁ ବିବାହ କରିବାକୁ ଦେଇଥିବା କଥା ନ ରଖି ପାରିଲେ ଏହା ଦୁଷ୍କର୍ମ ବିବେଚିତ ହେବ…

ଟୁଲ୍‌କିଟ୍‌ ମାମଲା; ମାର୍ଚ୍ଚ ୯ରେ ନିକିତା ଜାକୋବଙ୍କ ଜାମିନ ଆବେଦନ ଉପରେ ରାୟ ଦେବେ କୋର୍ଟ

ନୂଆଦିଲ୍ଲୀ: ପଟିଆଲା ହାଉସ୍ କୋର୍ଟ ମାର୍ଚ୍ଚ ୯ରେ କୃଷକଙ୍କ ବିରୋଧ ସହ ଜଡିତ "ଟୁଲ୍‌କିଟ୍‌" ମାମଲାରେ ଜାମିନ ମାଗିଥିବା ନିକିତା ଜାକୋବଙ୍କ ଆବେଦନ ଉପରେ ଶୁଣାଣି କରିବେ। ଫେବୃଆରୀ ୧୭ରେ ବମ୍ବେ ହାଇକୋର୍ଟ ଦ୍ବାରା ତିନି ସପ୍ତାହ ଧରି ଜାକୋବଙ୍କୁ ଗିରଫଦାରୀରୁ ସୁରକ୍ଷା ଦିଆଯାଇଥିଲା।…

ଭାରତରେ କରୋନାର ଆଉ ୧୨,୨୮୬ ନୂଆ ମାମଲା, ୧୨ ‌ହଜାରରୁ ଅଧିକ ସୁସ୍ଥ

ନୂଆଦିଲ୍ଲୀ:  ଦେଶରେ ଏକ ବର୍ଷ ଭିତରେ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ କରୋନାର ୧୨ ହଜାର ୨୮୬ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୯୧ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରୁ ୧୨ ହଜାର ୪୬୪ ଜଣ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ…

ଟ୍ୱିଟରରେ ହାସଟ୍ୟାଗ୍ସକୁ ରାଜନୀତିକ ବିଜ୍ଞାପନ ଭାବେ ଗ୍ରହଣ କରିପାରନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକଙ୍କ ସହ ଯୋଡ଼ି ହେବାର ସବୁଠୁ ବଡ଼ ମାଧ୍ୟମ ଡିଜିଟାଲ୍ । ଇଣ୍ଟରନେଟ୍ ମାଧ୍ୟମରେ କାହାରିକୁ ବି କୌଣସି ସ୍ଥାନରେ ଆପଣ ପ୍ରଭାବିତ କରିପାରିବେ । ଆଉ ନିର୍ବାଚନ ବେଳେ ବିଭିନ୍ନ ସୋସିଆଲ୍ ମିଡିଆର ଚାହିଦା କାହିଁରେ କେତେ କଣ । ଜନମତକୁ ପ୍ରଭାବିତ କରିବା, କୌଣସି ପ୍ରସଙ୍ଗକୁ ନେଇ…

ଆଣ୍ଡ୍ରୋଏଡ୍ ଫୋନକୁ କାହିଁକି ପସନ୍ଦ କରନ୍ତି ବିଲ୍ ଗେଟ୍ସ ?

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କର ଆଜିବି ପ୍ରଥମ ପସନ୍ଦ ରହିଛି ଆଣ୍ଡ୍ରଏଡ୍ ଡିଭାଇସ୍। ଏନେଇ ଅଡିଓ ଚାଟ୍ ଆପ୍ କ୍ଲବହାଉସରେ ଏକ ସାକ୍ଷାତକାରରେ ଏହି ଉଦ୍ୟୋଗ ପତି ଜଣକ କହିଛନ୍ତି ଯେ ସେ ଆପଲ୍ ଆଇଫୋନ୍ ଅପେକ୍ଷା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଅଧିକ ପସନ୍ଦ କରନ୍ତି।…

ଜେଲରୁ ବେଲରେ ଆସି ହତ୍ୟାକାଣ୍ଡ, ପୀଡ଼ିତାଙ୍କ ପିତାଙ୍କୁ ଗୁଳି କରି ମାରିଦେଲା ଅଭିଯୁକ୍ତ

ହାଥରସ୍: ପୁଣି ଚର୍ଚ୍ଚାରେ ହାଥରସ୍ । ନାରୀ ନିର୍ଯାତନା ଅବା ଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚାରେ ରହୁଥିବା ହାଥରସ୍ ପୁଣି ଟାଇମଲାଇନକୁ ଆସିଛି । ହାଥରସର ସସନି ଅଞ୍ଚଳରେ ଦୁଷ୍କର୍ମ ଅଭିଯୁକ୍ତ ପୀଡ଼ିତାଙ୍କ ପିତାଙ୍କୁ ଗୁଳି କରି ହତ୍ୟା କରିଛି । ହତ୍ୟା ଘଟଣାରେ ୪ ଜଣ ସମ୍ପୃକ୍ତ ଥିବାବେଳେ…

ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ; ୬ ଶ୍ରମିକ ମୃତ, ୧୦ ରୁ ଅଧିକ ଆହତ

କାନପୁର: ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୬ ଜଣ ଶ୍ରମିକ ପ୍ରାଣ ହରାଇବା ସହ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇଛି । ଏହାସହ ଆହତଙ୍କୁ…

ଭାରତର କରୋନା ଟୀକା କମ୍ପାନୀମାନଙ୍କ ଉପରେ ଚୀନର ସାଇବର ଆଟାକ

ନୂଆଦିଲ୍ଲୀ: କରୋନା ଟୀକା ପ୍ରସ୍ତୁତରେ ଭାରତଠାରୁ ପଛେଇବା ପରେ ଚୀନ ତାର ଚିରାଚରିତ ଷଡଯନ୍ତ୍ର ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ଭାରତର ବଡ ବଡ କମ୍ପାନୀ ଉପରେ ଚୀନ ସାଇବର ଆଟାକ ପାଇଁ ଉଦ୍ୟମ କରୁଛି । ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଟୀକା ପ୍ରସ୍ତୁତକାରୀ କମ୍ପାନୀର ଡାଟା ଚୋରି…