Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସଙ୍କୁ ଜେଲ ଦଣ୍ଡାଦେଶ

ପ୍ୟାରିସ: ଦୁର୍ନୀତି ଅଭିଯୋଗରେ ସୋମବାର ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜୀ ଦୋଷୀ ସାବ୍ୟସ୍ତ ହେବା ସହ ୧ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହୋଇଛନ୍ତି । ତାଙ୍କୁ ପ୍ରଥମେ ୩ ବର୍ଷ ପାଇଁ ଦଣ୍ଡିତ କରାଯାଇଥିଲା, ପରେ ୨ବର୍ଷ ଏଥିରୁ କଟା ଯାଇଥିଲା । ଦୁର୍ନୀତି ତଦନ୍ତ ଚାଲିଥିବା…

ରାମ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ‌ ବିଧାୟକ ଦେଲେ ୧ କୋଟି ୨୧ ଲକ୍ଷ ଟଙ୍କା

ରାୟବରେଲି: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାରିଆଡ଼ୁ ଭକ୍ତମାନେ ବହୁଳମାତ୍ରାରେ ଦାନ କରୁଛନ୍ତି । ବିଧାନ ପରିଷଦର ସଦସ୍ୟ ଦିନେଶ ସିଂ ଏବଂ କଂଗ୍ରେସର ବାଗି ବିଧାୟକ ରାକେଶ ସିଂ ଏଥିପାଇଁ ରାମ ମନ୍ଦିର ଟ୍ରଷ୍ଟକୁ ୧ କୋଟି ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ସେ ଟ୍ରଷ୍ଟର…

କୋଇଲା ଦୁର୍ନୀତି : ସିବିଆଇ ଯାଂଚ ରଦ୍ଦକରିବା ନେଇ ଆବେଦନର ଶୁଣାଣୀ ଘୁଂଚିଲା

କୋଲକାତା: କୋଇଲା ଦୁର୍ନୀତି ମାମଲାରେ ସିବିଆଇ ଯାଂଚ ରଦ୍ଦ କରିବା ନେଇ କରାଯାଇଥିବା ଆବେଦନର ଶୁଣାଣୀକୁ ସୁପ୍ରିମକୋର୍ଟ ଘୁଂଚାଇ ଦେଇଛନ୍ତି । ଏହାର ପରବର୍ତୀ ଶୁଣାଣୀ ମାର୍ଚ୍ଚ ୧୦ରେ ହେବ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ଯାଂଚ ଯୁକ୍ତିଯୁକ୍ତ ନୁହେଁ ଦର୍ଶାଇ ଆବେଦନକାରୀ ତଥା…

ପ୍ରଶାନ୍ତ କିଶୋର ହେଲେ ଅମ୍ରିନ୍ଦର ସିଂଙ୍କ ମୂଖ୍ୟ ପରାମର୍ଶଦାତା

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂ ପୋଲ ଷ୍ଟ୍ରାର୍ଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କୁ ମୂଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି କରିଛନ୍ତି । ୨୦୨୨ରେ ପଞ୍ଜାବରେ ନିର୍ବାଚନ ହେବାକୁ ଅଛି । ୨୦୧୭ରେ ପ୍ରଶାନ୍ତ ଏବଂ ଅମ୍ରିନ୍ଦର ମିଳିତ ଭାବେ କାର୍ଯ୍ୟ କରି ସଫଳତା ହାସଲ କରିଥିଲେ ।…

ନିର୍ବାଚନ ପ୍ରଚାର ସମୟରେ ଆସାମର ପାରମ୍ପାରିକ ନୃତ୍ୟରେ ନାଚିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଦିନ ନିର୍ବାଚନ ପ୍ରଚାର ସମୟରେ ଆସାମର ଲକ୍ଷ୍ମୀପୁର ଜିଲ୍ଲାର ଚା ଚାଷୀଙ୍କ ସହ ତାଳ ଦେଇ ନାଚୁଥିବା ଦେଖିବାକୁ ମିଳିଛି। ଯୁବତୀମାନଙ୍କ ସହ ପାରମ୍ପାରିକ 'ଝୁମୁର' ନୃତ୍ୟରେ ନାଚିଛନ୍ତି। କଂଗ୍ରେସ ଦଳର ଅଫିସିଆଲ୍…

୨୦୨୨ରୁ ମହାକାଶ ଭ୍ରମଣ କରିପାରିବେ ପର୍ଯ୍ୟଟକ!

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ, ଯଦି ସବୁକିଛି ଠିକ୍ ଚାଲେ ତେବେ ୨୦୨୨ ରୁ ରିଚାର୍ଡ ବ୍ରାନ୍ସନ୍‌ ଭର୍ଜିନ୍ ଗା‌ଲାକ୍ଟିକ୍ ମହାକାଶଯାନ ପ୍ରଥମ ଥର ପାଇଁ ୯୦ ମିନିଟ୍ ପାଇଁ ପର୍ଯ୍ୟଟକଙ୍କୁ ନେଇ ମହାକାଶ ଯିବ। ସ୍ପେସକ୍ରାଫ୍ଟ କମ୍ପାନୀ ଦ୍ୱାରା ନିକଟରେ ରିଲିଜ୍ ହୋଇଥିବା ଭର୍ଚୁଆଲ୍ ଟୁର୍…

ବିହାରରେ ସମସ୍ତଙ୍କୁ ଦିଆଯିବ ମାଗଣା କରୋନା ଟିକା; ସିଏମ୍‌ ନୀତୀଶ କୁମାର

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଘୋଷଣା କରିଛନ୍ତି ଯେ ସମଗ୍ର ବିହାର ରାଜ୍ୟକୁ ବିନା ମୂଲ୍ୟରେ କରୋନାଭାଇରସ ବିରୋଧରେ ଟିକାକରଣ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଟିକା ଘରୋଇ ଡାକ୍ତରଖାନାରେ ମଧ୍ୟ ମାଗଣାରେ ଉପଲବ୍ଧ ହେବ। ଏହା ସହିତ ରାଜ୍ୟ ସରକାରଙ୍କ…

ଭାରତୀୟ ସେନା ତିଆରି କଲେ ସ୍ବଦେଶୀ ଆପ୍ ‘ସିକ୍ରେଟ୍ ସ୍ବଦେଶୀ ଆପ୍ ସାଇ’

ନୂଆଦିଲ୍ଲୀ: ଭାରତୀୟ ସେନା ନିଜ ବ୍ୟବହାର ପାଇଁ ଏକ ମେସେଜିଙ୍ଗ୍ ଆପ୍ ଡେଭେଲପ୍ କରିଛନ୍ତି ଯାହାର ନାଁ ସିକ୍ୟୋର ଆପ୍ଲିକେସନ୍ ଫର୍ ଇଣ୍ଟରନେଟ୍ ଅର୍ଥାତ ‘ସାଇ’ । ସେନା ଏପ୍ରିଲ ୧ ତାରିଖରୁ ଏହି ଆପ ବ୍ୟବହାର କରିବେ । ଏହି ଆପ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗ୍ନାଲ୍ ଭଳି ଆପକୁ ଟକ୍କର ଦେବ…

‘ବକ୍ସର’ ଅବସ୍ ପରେ ଭାଇରାଲ୍‌ ହେଉଛି ରାହୁଲ ଗାନ୍ଧୀଙ୍କ ପୁସ୍‌ ଅପ୍‌ ଲୁକ୍‌

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ 'ବକ୍ସର' ଅବସ୍ ଇଣ୍ଟରନେଟ୍‌ରେ ରେକର୍ଡ ଭାଙ୍ଗିବା ପରେ ତାମିଲନାଡୁରୁ ରାହୁଲ ଗାନ୍ଧୀଙ୍କ ଆଉ ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ରାହୁଲ ଗାନ୍ଧୀ ଜଣେ ସ୍କୁଲ୍ ଛାତ୍ରୀଙ୍କ ସହ ପୁସ୍-ଅପ୍ କରୁଥିବା ଦେଖିବାକୁ ମିଳିଛି।…

ଆଖି ବନ୍ଦ କରି ରୁବିକ୍ କ୍ୟୁବ୍ ସମାଧାନ କରିଦେଲେ ଯୁବକ; ଯୁବକଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସଚିନ୍ ତେନ୍ଦୁଲକର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସେୟାର୍‌ କରିଛନ୍ତି। ଉକ୍ତ ଭିଡିଓ ସେୟାର୍‌ କରି ସଚିନ ତେନ୍ଦୁଲକର ମନ୍ତବ୍ୟ ଦେଇଛନ୍ତି ଯେ ମୁମ୍ବାଇର ଜଣେ ଯୁବକ କ୍ରିକେଟରଙ୍କ ସମ୍ମୁଖରେ ଆଖି ବନ୍ଦ କରି ରୁବିକ୍ କ୍ୟୁବ୍ ସମାଧାନ କରିବାରେ ସଫଳ ହୋଇଛନ୍ତି। ଇନଷ୍ଟାଗ୍ରାମରେ ଏକ…