Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନକୁ ଲାଗିଲା ଝଟକା, ଗ୍ରେ ଲିଷ୍ଟରେ ଇସଲାମବାଦ

ଇସଲାମବାଦ: ପାକିସ୍ତାନକୁ ପୁଣି ଲାଗିଛି ଝଟକା। ପାକିସ୍ତାନ ଆର୍ଥିକ ଆକ୍ସନ୍ ଟାସ୍କ ଫୋର୍ସ (FATF ଗ୍ରେ ଲିଷ୍ଟରେ) ବାହାରିବାକୁ ଦୀର୍ଘଦିନ ଧରି ପ୍ରଚେଷ୍ଟା ଚଳାଇଥିଲା। ହେଲେ ଏବେ ଏହି ପ୍ରଚେଷ୍ଟା ବିଫଳ ହୋଇଛି। ବିଶ୍ୱ ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ସଂସ୍ଥା FATF ଏଭଳି ନିଷ୍ପତ୍ତି…

ଆଜି ଏହି ଚା‌‌ରୋଟି ରାଜ୍ୟ ପାଇଁ ମତଦାନ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଆଜି ଚାରିଟି ରାଜ୍ୟ ଏବଂ ଏକ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମତଦାନ ତାରିଖ ଘୋଷଣା କରିବେ। ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପାଇଁ ମତଦାନ ତାରିଖ ଶୁକ୍ରବାର ଦିନ ୪.୩୦ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଇସି ଘୋଷଣା କରିବାର…

ମୁମ୍ୱାଇ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ହ୍ରିତିକ ରୋଶନଙ୍କୁ ସମନ୍

ମୁମ୍ୱାଇ: ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କୁ ମୁମ୍ୱାଇ କ୍ରାଇମବ୍ରାଞ୍ଚର ସମନ୍ । ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ସହ ଇ-ମେଲ୍ ଓ୍ୱାରକୁ ନେଇ ହୋଇଥିବା ମାମଲାରେ ହ୍ରିତିକଙ୍କୁ ଡାକି ପଚରାଉଚରା କରିବ ମୁମ୍ୱାଇ କ୍ରାଇମବ୍ରାଞ୍ଚ ।…

ଦେଶରେ ଦିନକରେ ୧୬ ହଜାର ୫୭୭ ନୂଆ ଆକ୍ରାନ୍ତ, ୧୨୦ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୨୦ ରହିଛି । ଦିନକରେ ସାରା ଦେଶରେ ସଂକ୍ରମିତ ହୋଇଛନ୍ତି ୧୬ ହଜାର ୫୭୭ । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୬୩ ହଜାର ୪୯୧ କୁ ବୃଦ୍ଧି ପାଇଛି ।…

ଝାଡଖଣ୍ଡ କ୍ୟାବିନେଟ୍‌ରେ ହୁକ୍କା ବାର୍ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଳ୍ଲୀ: ଗୁରୁବାର ଦିନ ଝାଡଖଣ୍ଡ କ୍ୟାବିନେଟ୍ ରାଜ୍ୟରେ ହୁକ୍କା ବାର୍ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ଅନୁଯାୟୀ, ସେହି ନିୟମ ଉଲ୍ଲଂଘନକାରୀମାନଙ୍କୁ ଜେଲ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ଜୋରିମାନା ହୋଇପାରେ। ସର୍ବସାଧାରଣ ସ୍ଥାନରେ…

ଅପରେସନ୍ ସଙ୍ଗମ: ଲାଗାତାର ୩ଦିନ ମାଓ ଅପରେସନ୍, ଲାଲବାହିନୀର ୭ଟି କ୍ୟାମ୍ପ ଧୂଳିସାତ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଓ କାଙ୍କେରରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍‌ । ଲଗାତାର ୩ ଦିନ ଧରି ଚାଲିଥିଲା ମାଓ ବିରୋଧୀ ଅଭିଯାନ 'ଅପରେସନ୍ ସଙ୍ଗମ' । ମାଓବାଦୀଙ୍କ ୭ଟି କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ସୁରକ୍ଷାବାହିନୀ । ଏହି ଅପରେସନରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା…

ଆଜି ଭାରତ ବନ୍ଦ, ବାଣିଜ୍ୟିକ ବଜାର ଠପ୍

ଭୁବନେଶ୍ୱର: ସର୍ବଭାରତୀୟ ବ୍ୟବସାୟୀ ସଂଘ(CAIT) ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ଠପ୍ ହୋଇଛି ବାଣିଜ୍ୟିକ ବଜାର । ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ । ଜିଏସ୍‌ଟି, ତୈଳଦର ବୃଦ୍ଧି ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି ।…

ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ଜିଲେଟିନ୍ ଭର୍ତ୍ତି ସ୍କର୍ପିଓ ଜବତ

ମୁମ୍ବାଇ : ଦେଶର ସବୁଠୁ ଧନୀ ତଥା ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ଆଗରୁ ସନ୍ଦିଗ୍ଧ ଅବସ୍ଥାରେ ଏକ ସ୍କର୍ପିଓକୁ ଜବତ କରାଯାଇଛି । ଏହି ଗାଡିରୁ ପ୍ରାୟ ୨୦ଟି ଜିଲେଟିନ୍‌ ଛଡ଼ ଜବତ କରାଯାଇଛି । ଏ ସମ୍ପର୍କରେ ଜଣାପଡିବା ପରେ ପୋଲିସ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଙ୍କ ନିଦ…

ଅମୀଷା ପଟେଲଙ୍କ ବିରୋଧରେ ଠକାମୀ ଅଭିଯୋଗ, ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଏବେ ବିବାଦ ମଧ୍ୟରେ ରହିଛନ୍ତି । ଅଭିନେତ୍ରୀଙ୍କ ବିରୋଧରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଝାରଖଣ୍ଡ ହାଇକୋର୍ଟରେ ହୋଇଛି । କୋର୍ଟ ଏହି ମାମଲାର ଶୁଣାଣୀ କରି ଅଭିନେତ୍ରୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଲିଖିତ ଆକାରରେ…

ପୁଡୁଚେରିରେ ଜାରି ହେଲା ରାଷ୍ଟ୍ରପତ ଶାସନ, କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ

ପୁଡୁଚେରି : ଭି ନାରାୟଣସାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇବାର ଦିନକ ପରେ ଆଜି ପୁଡୁଚେରିରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାକ୍ଷରରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଫେବ୍ରୁଆରି ୨୨ରେ ପୁଡୁଚେରି…