Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୋସିଆଲ୍‌ ମିଡିଆ ପାଇଁ ନୂଆ ଗାଇଡ୍‌ଲାଇନ୍‌କୁ ଏମିତି କହିଲେ ଟ୍ୱିଟର ସିଇଓ ଜ୍ୟାକ୍‌ ଡୋର୍ସି

ନୂଆଦିଲ୍ଲୀ: ସୋସିଆଲ ମିଡିଆ ତଥା (OTT) ପ୍ଲାଟଫର୍ମ ପାଇଁ କେନ୍ଦ୍ର ନିୟମାବଳୀ ପ୍ରକାଶ କରିବାର ଗୋଟିଏ ଦିନ ପରେ ଟ୍ୱିଟର ଏବଂ ହ୍ବାଟସ୍ ଆପ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାତୀୟ ବିରୋଧୀ ବୋଲି ବିବେଚନା କରାଯାଉଛି। ଏହାଛଡ଼ା ପୋଷ୍ଟର ଉତ୍ସ ଚିହ୍ନଟ କରିବା ବାଧ୍ୟତାମୂଳକ ବୋଲି ଟ୍ୱିଟର ସିଇଓ…

ପୁଣି ଖୋଲିବ ମୁମ୍ବାଇ ଏୟାରପୋର୍ଟର ଟର୍ମିନାଲ-୧

ମୁମ୍ବାଇ:ବିମାନଯାତ୍ରୀଙ୍କ ପାଇଁ ଭଲ ଖବର । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇ ଉଡାଣ ପାଇଁ ନିଜ ଟର୍ମିନାଲ ୧କୁ ପୁଣି ଖୋଲୁଛି । ୧୦ ମାର୍ଚ୍ଚ ୨୦୨୧ରୁ ଟର୍ମିନାଲ ୧ରୁ ଉଡାଣ ଆରମ୍ଭ ହେବ । ଏପର୍ଯ୍ୟନ୍ତ ସମସ୍ତ ଫ୍ଲାଇଟ୍ସ ଟର୍ମିନାଲ ୨ରୁ ଅପରେଟ୍ ହେଉଥିଲା ।…

ହାତ ହରାଇଥିଲେ, ହେଲେ ସାହାସ ନୁହେଁ

ଭୁବନେଶ୍ୱର: ଦକ୍ଷିଣ କାଶ୍ମୀରର ୨୩ ବର୍ଷୀୟ ଛାତ୍ର ସୟର ଅବ୍ଦୁଲାହ । ଭିନ୍ନକ୍ଷମଙ୍କ ପାଇଁ ସେ ପାଲଟିଛନ୍ତି ଅନନ୍ୟ ଉଦାହରଣ । ପିଲାଦିନୁ ତାଙ୍କର ସ୍ୱପ୍ନ ଥିଲା ଅଫ ରୋଡ୍ ଆଡଭେଂଚରରେ ଯିବେ । ହେଲେ ମାତ୍ର ୧୧ ବର୍ଷ ବୟସରେ ଏକ ଦୁର୍ଘଟଣାରେ ସେ ନିଜର ଏକ ହାତ ହରାଇଥିଲେ । ତଥାପି ଫିକା…

ରାମ ମନ୍ଦିର ପାଇଁ ଆଦାୟ ହେଲାଣି ୧୯୦୦ କୋଟି ଟଙ୍କା

ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିର ପାଇଁ ଭକ୍ତମାନେ ଦାନ ସୂତ୍ରରେ ଟଙ୍କା ଦେଇ ଚାଲିଛନ୍ତି । ଟ୍ରଷ୍ଟ ପାଖରେ ଏ ପର୍ଯ୍ୟନ୍ତ ୧୯୦୦ କୋଟି ଟଙ୍କା ଗଚ୍ଛିତ ହୋଇ ସାରିଛି । ଶୁକ୍ରବାର କୋଷାଧ୍ୟକ୍ଷ ଗୋବିନ୍ଦ ଗିରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ…

ନିର୍ବାଚନୀ ତାରିଖ ଘୋଷଣା ହେବା ପୂର୍ବରୁ ମମତାଙ୍କ ଘରେ ହେଲା ବିଶେଷ ପୂଜା 

କୋଲକାତା:ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟରେ ଆଜି ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ । ଏହି ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ସ୍ଵତନ୍ତ୍ର ପୂଜା ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । କୋଲକାତା ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ମମତା ଏହି ପୂଜା ଆୟୋଜନ…

କେରଳରେ ମହିଳା ଟ୍ରେନ ଯାତ୍ରୀଙ୍କ ନିକଟରୁ ମିଳିଲା ମାତ୍ରାଧିକ ବିସ୍ଫୋଟକ ସାମଗ୍ରୀ

କୋଝିକୋଡ: କେରଳରେ ସୁରକ୍ଷାକର୍ମୀମାନେ ଜଣେ ମହିଳା ଟ୍ରେନ ଯାତ୍ରୀଙ୍କ ନିକଟରୁ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଏହି ମହିଳାଙ୍କ ନିକଟରୁ ୧୦୦ ଜିଲେଟିନ ଛଡ ଓ ୩୫୦ ଡେଟୋନେଟର ମିଳିଛି । ବାଲାକୋଟ ଷ୍ଟ୍ରାଇକର ୨ ବର୍ଷ ପୂର୍ତି ସମୟରେ ଏତେ ମାତ୍ରାରେ ବିସ୍ଫୋଟକ ସାମଗ୍ରୀ ଏକ…

ଜମ୍ମୁ କଶ୍ମୀର ଗୁଲମାର୍ଗରେ ‘ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସ’ ଉଦ୍‌ଘାଟନ କଲେ ପିଏମ୍‌ ମ‌ୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଲମାର୍ଗରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳର ଉଦଘାଟନ କରିଛନ୍ତି। ମାର୍ଚ୍ଚ ୨ ରେ ଶେଷ ହେବାକୁ ଥିବା ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ୨୭ ଟି ରାଜ୍ୟ ତଥା ୟୁନିଅନ ଟେରିଟୋରୀରୁ ୧୨୦୦…

ବାଇଡେନ ପ୍ରଶାସନରେ ପ୍ରଥମ ଏୟାର ଷ୍ଟ୍ରାଇକ୍; ପୂର୍ବ ସିରିଆ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ

ୱାଶିଂଟନ୍: ପୂର୍ବ ସିରିଆରେ ଆତଙ୍କବାଦୀଙ୍କ ସ୍ଥାନରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା। ଏହାର ଆଦେଶ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ପୂର୍ବ ସିରିଆରେ ଅବସ୍ଥିତ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ସୀମିତ ଏୟାର ଷ୍ଟ୍ରାଇକ କରିବାକୁ କହିଥିଲେ।…

ଶ୍ରମ ଅଧିକାର କର୍ମୀ ନୋଦୀପ କୌରଙ୍କୁ ଜାମିନ ପ୍ରଦାନ କଲେ କୋର୍ଟ

ନୂଆଦିଲ୍ଳୀ: ଶ୍ରମ ଅଧିକାର କର୍ମୀ ନୋଦୀପ କୌରଙ୍କୁ ହତ୍ୟା ମାମଲାରେ ଶୁକ୍ରବାର ଦିନ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ଏବଂ ତାଙ୍କୁ ମୁକ୍ତ କରାଯିବା ସମ୍ଭାବନା ରହିଛି। ଜାନୁୟାରୀ ୧୨ ରେ ତାଙ୍କୁ ଗିରଫ କରାଯାଇଥିଲା। ଜାମିନ ଆବେଦନ ସହିତ କୋର୍ଟ ତାଙ୍କ ବେଆଇନ…

ଏହି ଛାତ୍ରଛାତ୍ରୀଙ୍କ ଲାଗି ଖୋଲିବ ଜାମିଆ ମିଲିଆ ଇସଲାମିଆ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଠାରୁ ଲାବୋରାଟୋରୀ ଓ୍ବର୍କ ପାଇଁ ଜାମିଆ ମିଲିଆ ଇସଲାମିଆ ପକ୍ଷରୁ ଗୁରୁବାର ଦିନ ଇଞ୍ଜିନିୟରିଂ ଏବଂ ନାଚୁରାଲ୍ ସାଇନ୍ସ ଡିପାର୍ଟମେଣ୍ଟର ରିସର୍ଚ୍ଚ ସ୍କଲାର ମାନଙ୍କୁ କ୍ୟାମ୍ପସକୁ ଫେରିବାକୁ ଅନୁମତି ଦିଆଯାଇଛି। ତେବେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ପୃକ୍ତ…