Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ COP26 ଅଧ୍ୟକ୍ଷ ଆଲୋକ ଶର୍ମା ଏମପି

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମେଳନର ଅଧ୍ୟକ୍ଷ ଆଲୋକ ଶର୍ମା ଏମପି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କୁ ସାକ୍ଷାତ କରିଛନ୍ତି । COP ହେଉଛି ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ବ୍ୟବସ୍ଥା ସମ୍ମିଳନୀ (UNFCCC)ର ନିର୍ଣ୍ଣୟକାରୀ ସଂସ୍ଥା । ଏହାର ୨୬ତମ…

ଏପ୍ରିଲ୍ ୧ରୁ ନୂଆ ଲେବର କୋଡ୍ ଲାଗୁ ହେବା ସମ୍ଭାବନା, କମିପାରେ ଟେକ୍ ହୋମ୍ ସାଲେରୀ

ନୂଆଦିଲ୍ଲୀ: ସଂସଦରେ ପାରିତ ୪ଗୋଟି ଶ୍ରମ୍ ଆଇନ୍ ଏପ୍ରିଲ ୧ ତାରିଖରୁ ଦେଶରେ ଲାଗୁ ହୋଇପାରେ । ଏଥିପାଇଁ ୪ଗୋଟି ଶ୍ରମ୍ ଆଇନ୍ ସହ ଜଡ଼ିତ ନିୟମକୁ ଅନ୍ତିମ ରୂପ ଦିଆଯାଉଛି । ଶ୍ରମ ମନ୍ତ୍ରଣାଳୟ ଅନୁସାରେ, ଆଗାମୀ କିଛିଦିନ ମଧ୍ୟରେ ସୂଚିତ କରାଯିବ । ଏହି ଆଇନରେ କର୍ମଚାରୀମାନଙ୍କୁ ମିଳୁଥିବା…

ଭାରତରେ କରୋନା ଭାଇରସର ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍

ନୂଆଦିଲ୍ଲୀ: ଭାରତରେ କରୋନାର ବ୍ରିଟେନ୍ ଷ୍ଟ୍ରେନ ପରେ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍ ଭାରିଆଣ୍ଟ ମିଳିଛି । ICMR ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି- ଫେବ୍ରୁଆରୀ ପ୍ରଥମ ସପ୍ତାହରେ କରୋନା ଭୂତାଣୁର ବ୍ରାଜିଲ୍ ଭାରିଆଣ୍ଟ ଚିହ୍ନଟ ହୋଇଛି । ତେବେ, ବ୍ରାଜିଲ୍ ଭାରିଆଣ୍ଟ ଉପରେ…

ରିଙ୍କୁ ଶର୍ମାଙ୍କ ପରିବାରକୁ ୧ କୋଟି ଟଙ୍କା ଦେଲେ କପିଳ

ନୂଆଦିଲ୍ଲୀ:ବିଜେପି ନେତା କପିଳ ମିଶ୍ରା ଦିଲ୍ଲୀର ମଙ୍ଗୋଲପୁରୀକୁ ଯାଇ ରିଙ୍କୁ ଶର୍ମା ପରିବାରଙ୍କୁ ୧ କୋଟି ଟଙ୍କାର ଆର୍ଥୀକ ସହାୟତା ଯୋଗାଇଛନ୍ତି । ରିଙ୍କୁଙ୍କ ହତ୍ୟାକାଣ୍ଡକୁ ସେ ଆତଙ୍କବାଦୀ ଘଟଣା ସହ ତୁଳନା କରିଛନ୍ତି । କେତେକ ବ୍ୟକ୍ତି ଜାଣିଶୁଣି ରାମ ମନ୍ଦିର ଏବଂ ଜୟ ଶ୍ରୀରାମ…

ଏଥର ମାତ୍ର ୩୦ ଦିନ ହେବ ମହାକୁମ୍ଭ ମେଳା, ଏପ୍ରିଲ ୧ରୁ ଆରମ୍ଭ

ହରିଦ୍ୱାର:ହରିଦ୍ୱାର ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଉତ୍ତରାଖଣ୍ଡ ସରକାର ସ୍ପଷ୍ଟ କରିଛନ୍ତି ଯେ ଏଥର ମହାକୁମ୍ଭ ମାତ୍ର ୩୦ ଦିନ ପାଇଁ ହେବ । ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ । ୩୦ ଦିନ ପାଇଁ କୁମ୍ଭ ଆୟୋଜନ କରାଯାଇଛି । ମୁଖ୍ୟ ଶାସନ ସଚିବ…

ଜଳ ଜୀବନ ମିଶନର ନୂଆ ପାଇଲଟ୍ ପ୍ରୋଜେକ୍ଟ ‘ପେ ଜଳ ସର୍ବେକ୍ଷଣ’, ଭୁବନେଶ୍ୱର ସମେତ ଦେଶର ୧୦ ସହର ସାମିଲ୍

ନୂଆଦିଲ୍ଲୀ: ଜଳ ଜୀବନ ମିଶନରେ ପାଇଲଟ୍ ପ୍ରକଳ୍ପ ଭାବେ ‘ପେ ଜଳ ସର୍ଭେକ୍ଷଣ’ ଆରମ୍ଭ ହୋଇଛି । ଏହି ପାଇଲଟ୍ ପ୍ରକଳ୍ପକୁ ଗୃହ ଓ ନଗରଉନ୍ନୟନ ସଚିବ ଦୁର୍ଗା ଶଙ୍କର ମିଶ୍ର ଶୁଭାରମ୍ଭ କରିଛନ୍ତି । ସହରରେ ‘ପେ ଜଳ ସର୍ଭେକ୍ଷଣ’ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହାଦ୍ୱାରା ଜଳର ସମାନ ବଣ୍ଟନ…

ମଧ୍ୟପ୍ରଦେଶ ବସ୍ ଦୁର୍ଘଟଣା ନେଇ ଶୋକ ପ୍ରକାଶ କଲେ ମୋଦି, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସିଧିରେ ବସ ଦୁର୍ଘଟଣା ନେଇ ଦେଶରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୋଦି । …

ଇତିହାସ ରଚିଲେ ଭାରତୀୟ ଛାତ୍ରୀ:ଅକ୍ସଫର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ନିର୍ବାଚିତ ହେଲେ ରଶ୍ମୀ ସାମନ୍ତ

ଇଂଲଣ୍ଡ: ବ୍ରିଟେନର ବିଶ୍ୱବିଖ୍ୟାତ ଅକ୍ସଫର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି ଭାରତୀୟ ଛାତ୍ରୀ ରଶ୍ମୀ ସାମନ୍ତ । ରଶ୍ମୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ଏହି ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଅକ୍ସଫର୍ଡ ବିଶ୍ୱବିଦ୍ୟାଳୟର ୨୦୨୧ ଛାତ୍ର ସଂସଦର…

ପ୍ରଭୁ ଗଣେଶଙ୍କୁ ଅବମାନନା କଲେ ରିହାନା

ନୂଆଦିଲ୍ଲୀ: ପୁଣି ବିବାଦରେ ଅନ୍ତର୍ଜାତୀୟ ସିଙ୍ଗର୍ ରିହାନା । ହେଲେ ଏଥର ଚାଷୀ ଆନ୍ଦୋଳନକୁ ନେଇ ମନ୍ତବ୍ୟ ପାଇଁ ନୁହେଁ । ବରଂ ଏକ ବିଭ୍ରାନ୍ତିକର ଫଟୋ ପାଇଁ ରିହାନା ବିବାଦ ଘେରକୁ ଆସିଛନ୍ତି । when @PopcaanMusic said “me nuh wan ya wear no lingerie tonight fa me girl”…

ମେ’ ୧୮ରେ ଖୋଲିବ ବଦ୍ରୀନାଥ ମନ୍ଦିର କବାଟ: ଘୋଷଣା ହେଲା ଶୁଭ ମୁହୂର୍ତ୍ତ

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିର ଗଢଵାଲ ଜିଲ୍ଲାରେ ସ୍ଥିତ ଦେଶର ପ୍ରସିଦ୍ଧ ବଦ୍ରୀନାଥ ମନ୍ଦିର କବାଟ ମେ’୧୮ ତାରିଖ ସକାଳେ ଖୋଲାଯିବ । ବସନ୍ତ ପଞ୍ଚମୀ ଅବସରରେ ନରେନ୍ଦ୍ର ନଗର ରାଜମହଲରେ ମନ୍ଦିର କବାଟ ଖୋଲିବାକୁ ଶୁଭ ମୁହୂର୍ତ୍ତ ଘୋଷଣା କରାଯାଇଛି । ମେ’ ୧୮ ତାରିଖ ସକାଳ ୪ଟା ୧୫ ମିନିଟରେ…