Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଣ୍ଟ୍ରାକ୍ଟ ଫାର୍ମିଂ ନାଁରେ ଠକେଇ; ଟଙ୍କା ନେଇ କମ୍ପାନୀ ଫେରାର୍, ଏଫଆଇଆର୍ ରୁଜୁ ପାଇଁ ଚାଷୀ ନାକେଦମ୍

ଭୋପାଳ: କେନ୍ଦ୍ରର କୃଷି ଆଇନକୁ ନେଇ ୮୦ ଦିନରୁ ଊର୍ଦ୍ଧ୍ୱ ଦିନ ହେଲା କୃଷକ ଆନ୍ଦୋଳନ କରୁଛନ୍ତି । ଆଇନରେ ଯେଉଁ କଥାକୁ ନେଇ ଚାଷୀ ଡରୁଛନ୍ତି ତା’ର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ବିଜେପି ଶାସିତ ମଧ୍ୟପ୍ରଦେଶରେ । ଯାହା କଣ୍ଟ୍ରାକ୍ଚ ଫାର୍ମିଂ ଲାଗୁ ହେଲେ କୃଷକଙ୍କ ଆୟ ବଢ଼ିବା ସହ…

ଦେଶରୁ ୨୪ ଘଣ୍ଟାରେ ୧୨ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୦୮ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୧୨ ହଜାର ୯୨୩ ଜଣ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୭୬୪ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୮ଲକ୍ଷ ୭୧ହଜାର ୨୯୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି…

ଅକ୍ସଫୋର୍ଡ-ଆଷ୍ଟ୍ରାଜେନକା କୋଭିଡ୍ ଟିକା ବ୍ୟବହାର ନେଇ WHO କମିଟିର ସୁପାରିସ୍

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରାଜେନକା କୋଭିଡ୍ ଟିକା ବ୍ୟବହାର ଦକ୍ଷିଣ ଆଫ୍ରିକା ବନ୍ଦ କରିଥିବା ବେଳେ ଏହାର ପ୍ରୟୋଗ ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କମିଟି ସୁପାରିସ୍ କରିଛି । ଆଷ୍ଟ୍ରାଜେନକା କୋଭିଡ୍ ଭ୍ୟାକ୍ସିନ୍ ସୁରକ୍ଷିତ ଏବଂ ଏହା କରୋନା ଭୂତାଣୁ ବିରୋଧରେ ପ୍ରଭାବଶାଳୀ ।…

ତପୋବନରେ ଉଦ୍ଧାର କାର୍ଯ୍ୟ ରଣନୀତି ବଦଳାଇଲା ସେନା, ସୁଡ଼ଙ୍ଗକୁ ଯିବା ପାଇଁ ଚାଲିଛି ଡ୍ରିଲିଂ

ଡେରାଡୁନ୍: ଉତ୍ତରାଖଣ୍ଡ ଚମୋଲିରେ ବରଫ ପାହାଡ଼ ଧସିବା ପରେ ବନ୍ୟାକୁ ୪ ଦିନ ବିତିଲାଣି । ସୁଡ଼ଙ୍ଗରେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ନୌସେନାର ମରିନ କମାଣ୍ଡୋ ନିୟୋଜିତ ହୋଇଛନ୍ତି । ଏବେ ଯାଏ ୩୪ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୭୦ ଜଣ ନିଖୋଜ…

ସୁନାମୀ ଆଲର୍ଟ:ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂମିକମ୍ପ, ଥରିଲା ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମୀ ନେଇ ଆଲର୍ଟ ଜାରି ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୭ ରେକର୍ଡ ହୋଇଛି । ଭୂକମ୍ପରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଥରି ଉଠିଛି । ଆମେରିକା ଭୂବୈଜ୍ଞାନିକ ଏଜେନ୍ସି ଅନୁଯାୟୀ,…

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ତାତିଲେ କୃଷକ, ୧୮ ତାରିଖରେ ଦେଶବ୍ୟାପି ରେଳ ରୋକ

ନୂଆଦିଲ୍ଲୀ : ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣକୁ ତାତି ଉଠିଛନ୍ତି କୃଷକ ସଙ୍ଗଠନ । ପ୍ରଧାନମନ୍ତ୍ରୀ କୃଷି ଆଇନ୍‌କୁ ବିକଳ୍ପ ଏବଂ ଅନିବାର୍ଯ୍ୟ ନୁହେଁ ବୋଲି ସଂସଦରେ କହିଥିଲେ । ଆଶ୍ୱାସନା ଦେଇ ମୋଦି କହିଥିଲେ ଯେ, କେନ୍ଦ୍ର ସରକାର କୃଷି ଆଇନ୍‌କୁ ନେଇ କୃଷକମାନେ…

ପାଙ୍ଗୋଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ୍ : ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ : ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ଭାରତ ଏବଂ ଚୀନ୍‌ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି ବୋଲି ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ତେବେ, ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ଣ୍ଣେଲ ୱୁ କିଆନଙ୍କ ବିବୃତ୍ତି ଉପରେ ଏପର୍ଯ୍ୟନ୍ତ କୌଣସି…

କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଉପରେ ଏୟାର ଇଣ୍ଡିଆର ବକେୟା ପଡ଼ିଛି ୪୯୮ କୋଟି ଟଙ୍କା

ନୂଆଦିଲ୍ଲୀ : ଭିଭିଆଇପିଙ୍କ ଯାତ୍ରା, ନିରାପତ୍ତା କାର୍ଯ୍ୟ, ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତ୍ରା ବାବଦରେ କେନ୍ଦ୍ର ଓ ରାଜ୍ୟ ଉପରେ ଏୟାର ଇଣ୍ଡିଆର ବକେୟା ପଡିଛି ଟଙ୍କା । ୩୧ ଡିସେମ୍ବର ୨୦୨୦ ସୁଦ୍ଧା ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ଏୟାର ଇଣ୍ଡିଆର ୪୯୮.୧୭ କୋଟି…

ଦୀପିକା, ହାସଲ କଲେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ର ମାନ୍ୟତା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ ର ମାନ୍ୟତା ହାସଲ କରିଛନ୍ତି । ଡ଼ଫ୍ ଆଣ୍ଡ ଫେଲପ୍ସ ଦ୍ବାରା ହେଉଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭ୍ୟାଲୁଏସନ୍ ଷ୍ଟଡି ୨୦୨୦’ରେ ଦୀପିକା ଏହି ମାନ୍ୟତା ହାସଲ କରିଛନ୍ତି । ଦୀପିକା ‘ମୋଷ୍ଟ ଭାଲ୍ୟୁଡ୍…

୩୦ ଲକ୍ଷରୁ ଅଧିକ ଡାଉନଲୋଡ ହେଲା ଟ୍ୱିଟରର ଦେଶୀ ପ୍ରତିଯୋଗୀ ‘କୁ’

ଭୁବନେଶ୍ୱର: ଟ୍ୱିଟରର ସ୍ୱଦେଶୀ ପ୍ରତିଯୋଗୀ 'କୁ' ଆପକୁ  ନେଇ ଚର୍ଚ୍ଚା । ଗତକାଲି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ, ରବିଶଙ୍କର ପ୍ରସାଦ ପ୍ରମୁଖ, କେନ୍ଦ୍ର ସରକାରଙ୍କ ଅନେକ ବିଭାଗ ଓ ସେଲିବ୍ରିଟି ତଥା ପ୍ରମୁଖ ବ୍ୟକ୍ତି ବିଶେଷ ଏହି ଆପରେ ଯୋଗ ଦେଇଛନ୍ତି । ଅନେକ ଲୋକ 'କୁ'ରେ ସାମିଲ ହେବାକୁ…