Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅମିତ ଶାହାଙ୍କ ବଡ଼ ବୟାନ, କହିଲେ କରୋନା ଟିକାକରଣ ପରେ ଦେଶରେ ଲାଗୁ ହେବ ସିଏଏ

କୋଲକାତା : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା । ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍ (ସିଏଏ) । ଗୁରୁବାର ପଶ୍ଚିମବଙ୍ଗର କୁଚ ବେହାରରେ ଏକ ରାଲିକୁ ସମ୍ବୋଧିତ କରି ଏହି ବଡ଼ ଘୋଷଣା କରିଛନ୍ତି ଶାହ । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ତୋମାର ମଧ୍ୟ ଭୋପାଳ ଓ ବିକାନେରରେ ଆଇଆଇପିଆର ଆଞ୍ଚଳିକ କେନ୍ଦ୍ରର କାର୍ଯ୍ୟାଳୟ ଏବଂ…

ଭାରତ ସହ ସଂଘର୍ଷ ବେଳେ ନିହତ ହୋଇଥିଲେ ୪୫ ଚାଇନିଜ ଯବାନ

ନୂଆଦିଲ୍ଲୀ : ଗଲୱାନ ଘାଟିରେ ଭାରତ ସହ ହୋଇଥିବା ସଂଘର୍ଷରେ ଚାଇନାର ୪୫ ଜଣ ଯବାନ ନିହତ ହୋଇଥିଲେ। ସେହିପରି ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଏନେଇ ଭାରତ ପକ୍ଷରୁ ସଂଘର୍ଷ ପରେ ସହିଦଙ୍କ ତାଲିକା ପ୍ରକାଶ କରାଯାଇଥିଲା । କିନ୍ତୁ ଚୀନ ନିଜ ଦେଶର ମୃତାହତ ଯବାନଙ୍କ ସମ୍ପର୍କରେ ମୁହାଁ…

ଲଦାଖ ସୀମାରୁ ଟ୍ୟାଙ୍କ ପଛକୁ ହଟାଇଲା ଚୀନ

ନୂଆଦିଲ୍ଲୀ : ବୁଝାମଣା ପରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ କରିଛନ୍ତି ଭାରତ ଓ ଚୀନ । ଉଭୟ ଦେଶ ପାଙ୍ଗୋଙ୍ଗ ହ୍ରଦର ଉଭୟ ପାର୍ଶ୍ୱରେ ମୁତୟନ କରିଥିବା ଟ୍ୟାଙ୍କ ଓ ଯୁଦ୍ଧ ଯାନବାହନକୁ ପଛକୁ ହଟାଉଛନ୍ତି । ବୁଝାମଣା ଅନୁଯାୟୀ, ପ୍ରଥମ ଦଫାରେ ଭାରତୀୟ…

ଦେଶରେ ମହଙ୍ଗା ହେଲା ବିମାନ ଯାତ୍ରା

ନୂଆଦିଲ୍ଲୀ : ଦେଶରେ ଆଜିଠୁ ମହଙ୍ଗା ହେଲା ବିମାନ ଯାତ୍ରା । ବିମାନ ଯାତ୍ରୀଙ୍କ ଏଣିକି ଦେବାକୁ ପଡ଼ିବ ଅଧିକ ୩୦% ଅର୍ଥ । ବର୍ଦ୍ଧିତ ଭଡ଼ା ମାର୍ଚ୍ଚ ୩୧ ତାରିଖ ଯାଏଁ ଜାରି ରହିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ନୂଆ ନିର୍ଦ୍ଦେଶନାମା…

ରିକ୍ସା ଚାଳକଙ୍କ ଝିଅ ଫେମିନା ମିସ୍ ଇଣ୍ଡିଆ ୨୦୨୦ ରନର୍ସ ଅପ୍

ନୂଆଦିଲ୍ଲୀ :ରିକ୍ସା ଚାଳକଙ୍କ ଝିଅ ଫେମିନା ମିସ୍ ଇଣ୍ଡିଆ ୨୦୨୦ ରନର୍ସ ଅପ୍ । ମାନ୍ୟା ସିଂହଙ୍କ ଏହି ଯାତ୍ରା ବହୁତ ସଂଘର୍ଷମୟ ଥିଲା। ମିସ ଇଣ୍ଡିଆ ମଞ୍ଚ ଯାଏଁ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ଇନଷ୍ଟାଗ୍ରାମରେ ସେ ନିଜ କାହାଣୀ ସେୟାର କରିଛନ୍ତି। କିଭଳି ଜଣେ ରିକ୍ସା ଚାଳକଙ୍କ ଝିଅ…

ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନରେ ମୁସଲମାନ ସମ୍ପ୍ରଦାୟକୁ ଯୋଡିବାକୁ ନିଷ୍ପତ୍ତି : କାଲିଠୁ ଆରମ୍ଭ…

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ସମ୍ପ୍ରଦାୟ ଠାରୁ ପାଣ୍ଠି ସଂଗ୍ରହ କରିବ ଆରଏସଏସ । ପାଣ୍ଠି ସଂଗ୍ରହ ଅଭିଯାନରେ ମୁସଲମାନ ସମ୍ପ୍ରଦାୟକୁ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି । ସଂଘ ସହ ଜଡିତ ରାଷ୍ଟ୍ରୀୟ ମୁସଲମାନ ମଞ୍ଚ ନାମକ ସଂଗଠନ ମନ୍ଦିର ନିର୍ମାଣ ପାଇଁ ମୁସଲମାନ…

ତପୋବନ ଟନେଲରେ ପାଣି ଭର୍ତ୍ତି, ଉଦ୍ଧାର କାର୍ଯ୍ୟ ସ୍ଥଗିତ

ଚମୋଲୀ: ତପୋବନ ଟନେଲ୍‌ରେ ପାଣି ଭରି ରହିଛି । ଏଥିପାଇଁ ରେସ୍କ୍ୟୁ ଅପରେସନକୁ ଏବେ ସ୍ଥଗିତ ରଖାଯାଇଛି । ଏବେ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇସାରିଛି । ସେପଟେ ୧୭ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ୫ମ ଦିନରେ ମଧ୍ୟ ତପୋବନ ଟନେଲରେ ଫସିଥିବା ୩୦ରୁ ଅଧିକ…

କାନାଡ଼ାକୁ କୋଭିଡ ଟିକା ଯୋଗାଇବ ଭାରତ: ଜଷ୍ଟିନ୍‌ ଟ୍ରୁଡୋଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: କାନାଡ଼ାକୁ ପର୍ଯ୍ୟାପ୍ତ ମାତ୍ରାରେ କୋଭିଡ ଟିକା ଯୋଗାଇବ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ବାବଦରେ ଉଭୟଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା ହୋଇଛି ।  ଏ ନେଇ ଟ୍ୱିଟ୍‌ କରି…

ରାଜ୍ୟସଭାରେ ରାଜନାଥଙ୍କ ବଡ଼ ବୟାନ, ଚୀନକୁ ଇଞ୍ଚେ ବି ଜମି ଦେବନି ଭାରତ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ଆଜି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି । ରାଜ୍ୟସଭାରେ ରାଜନଥା ଦୃଢ଼ୋକ୍ତିର ସହ କହିଛନ୍ତି- ‘ଭାରତର ଜମି ଉପରେ ଚୀନ କବଜା କରିଛି । ଭାରତ ଗୋଟିଏ ଇଞ୍ଚ୍ ବି ଜମି ଛାଡ଼ିବ ନାହିଁ । ବାସ୍ତିବିକ ସୀମା ରେଖା (LAC)କୁ…