Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୃଷି ଆଇନକୁ ନେଇ ଲୋକସଭାରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଜବାବ ଆଜି ଲୋକସଭାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ମହାମାରୀ କରୋନାକୁ ମନେ ପକାଇ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ମୋଦି କୃଷି ଆଇନକୁ ନେଇ ଐତିହାସିକ କହିଛନ୍ତି । କିନ୍ତୁ କଂଗ୍ରେସ କୃଷି ଆଇନକୁ ନେଇ…

ହିମାଳୟ ପାଦଦେଶରେ ପ୍ରକୃତି ଓ ଜଗନ୍ନାଥଙ୍କୁ ନେଇ ଚିତ୍ର ଆଙ୍କିଲେ ଚିତ୍ରଶିଳ୍ପୀ

ଧର୍ମଶାଳା : ଗୋଟିଏ ସ୍ଥାନରେ ବିଭିନ୍ନ ରାଜ୍ୟର ଚିତ୍ରଶିଳ୍ପୀ । ପ୍ରକୃତି ଓ ଜଗନ୍ନାଥଙ୍କୁ ନେଇ ନିଜ କାନଭାସରେ ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଛବି । ଏ ହେଉଛି ହିମାଳୟ ପାଦଦେଶର କାଙ୍କଡା ଜିଲ୍ଲା ଭାଗସୁନାଗର ଚିତ୍ର । ଏଠାରେ ଚାଲିଛି ଶୀତ ଦିନିଆ ଚିତ୍ରକଳା କର୍ମଶାଳା । ଏହାକୁ କାଙ୍ଗଡା…

୧୨ଟି ପ୍ରମୁଖ ବନ୍ଦରକୁ ଅଧିକ ସ୍ୱାଧୀନତା ପ୍ରଦାନ କରିବାକୁ ସଂସଦରେ ବିଲ୍‌ ପାରିତ

ନୂଆଦିଲ୍ଲୀ: ସଂସଦ ବୁଧବାର ଦିନ ଏକ ବିଲ୍ ପାରିତ କରିଛି ଯାହା ଦେଶର ୧୨ ଟି ପ୍ରମୁଖ ବନ୍ଦରକୁ ନିଷ୍ପତ୍ତି ନେବାରେ ଅଧିକ ସ୍ବାଧୀନତା ପ୍ରଦାନ କରିବାକୁ ଏବଂ ବୋର୍ଡ ଗଠନ କରି ସେମାନଙ୍କ ଶାସନକୁ ବୃତ୍ତିଗତ କରିବାକୁ ଚାହୁଁଛି। ମେଜର ବନ୍ଦର ପ୍ରାଧିକରଣ ବିଲ୍, ୨୦୨୦ ବାଲାଟ୍ ଭୋଟ୍ ମାଧ୍ୟମରେ…

ନାଁ ଟା ତାହାହେଲେ ଶିବରାଜ ! ଘୋଡରେ ବସି ସ୍କୁଲ ଆସୁଛି ଏହି ୫ମ ଶ୍ରେଣୀର ଛାତ୍ର

ଭୋପାଳ: ମଧ୍ୟପ୍ରଦେଶର ଶିବରାଜ ନାମକ ଛାତ୍ର ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଖଣ୍ଡୱାର ଛୋଟ ଗାଁ ଗୋରାଡିମାଲରେ ରହୁଥିବା ୫ମ ଶ୍ରେଣୀର ଛାତ୍ର ଶିବରାଜ ୫ କିଲୋମିଟର ଦୂରରେ ଥିବା ସ୍କୁଲକୁ ଘୋଡା ଚଳାଇ ଯାଉଛନ୍ତି । କରୋନା ଯୋଗୁ ସ୍କୁଲ ବନ୍ଦ ଥିଲା । ଏହା ଖୋଲିବା ପରେ ବସ୍ ଏବଂ…

ଉତ୍ତରାଖଣ୍ଡ ଗ୍ଲାସିଅର୍ ବିସ୍ଫୋରଣର ପ୍ରଥମ ଚିତ୍ର ଦେଖାଇଲା ‘ଇସ୍ରୋ’

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଉତ୍ତରାଖଣ୍ଡ ହିମସ୍ଖଳନ ବିସ୍ଫୋରଣର ପ୍ରଥମ ଚିତ୍ର ପ୍ରକାଶ କରିଛି ଯେଉଁଥିରେ ଏପର୍ଯ୍ୟନ୍ତ ୩୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶହେରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଚିତ୍ର ଅନୁଯାୟୀ, ଫ୍ଲାଶି ବନ୍ୟା - ରିଷି ଗଙ୍ଗା ଏବଂ ଧଉଳି…

ଏବେ ବି ଭାରତରେ ସକ୍ରିୟ ଅଛନ୍ତି ୮୦ ଚୀନ କମ୍ପାନୀ

ନୂଆଦିଲ୍ଲୀ: ଦେଶରେ ଏବେ ବି ୮୦ ଚୀନ କମ୍ପାନୀ ସକ୍ରିୟ ଅଛନ୍ତି ବୋଲି ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ କହିଛନ୍ତି । ପୂର୍ବରୁ ୯୨ କମ୍ପାନୀ ରିଜର୍ଭ ବ୍ୟାଙ୍କରୁ ଅନୁମତି ନେଇ ଭାରତରେ ବ୍ୟବସାୟ କରୁଥିଲେ । ଭାରତୀୟ କମ୍ପାନୀଙ୍କୁ ଚୀନ ସହ କାରୋବାର ନ କରିବା ପାଇଁ କୌଣସି…

ଜାଣନ୍ତୁ ଭାରତର ‘ୱାଟର ଓମ୍ୟାନ୍‌’ ଶିପ୍ରାଙ୍କ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ଗତ କିଛି ଦଶନ୍ଧି ମଧ୍ୟରେ ଦେଖାଯାଇଥିବା ଜଳ ସଙ୍କଟ ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ପରିଣତ ହୋଇଛି। ବର୍ତ୍ତମାନ ସମୟରେ ଗ୍ରହର ଜଳ ସମ୍ପଦ ସଂରକ୍ଷଣ ଦିଗରେ ସାମୂହିକ ଭାବରେ କାର୍ଯ୍ୟ କରିବାର ସମୟ ଆସିଛି। ଏହି ପରିବର୍ତ୍ତନକୁ ସମଗ୍ର ବିଶ୍ୱରେ ଏବଂ ଭାରତରେ ଆଣିବା ପାଇଁ…

କଂଗ୍ରେସ-ଅକାଳୀଦଳ କର୍ମୀଙ୍କ ଭିତରେ ହିଂସାକାଣ୍ଡରେ ୨ ମୃତ

ଚଣ୍ଡୀଗଡ: କଂଗ୍ରେସ- ଅକାଳୀଦଳ କର୍ମୀଙ୍କ ଭିତରେ ହିଂସାକାଣ୍ଡ । ପଞ୍ଜାବର ମୋଗା ଜିଲ୍ଲାରେ ସ୍ଥାନୀୟ ନିର୍ବାଚନ ପାଇଁ ପ୍ରଚାର କରୁଥିବା କଂଗ୍ରେସ ଓ ଅକାଳୀ ଦଳର କର୍ମୀଙ୍କ ଭିତରେ ହୋଇଥିବା ହିଂସାକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଓ ବହୁ ଲୋକଙ୍କୁ ସାମାନ୍ୟ ଆଘାତ ଲାଗିଛି । ପୋଲିସର…

‌ପିଏମ୍‌ ମୋଦୀଙ୍କ ମନ୍ତବ୍ୟକୁ ନେଇ ଏମିତି କହିଲେ ପି ଚିଦାମ୍ବରମ୍‌; କହିଲେ ‘ଆନ୍ଦୋଳନଜୀବୀ’…

ନୂଆଦିଲ୍ଲୀ: ରାଜ୍ୟସଭାରେ ଦେଇଥିବା ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଉପରେ ଜବାବ୍‌ ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍‌। ସେ କହିଛନ୍ତି ଯେ ଦେଶ ଏକ ନୂତନ ସମ୍ପ୍ରଦାୟ ପ୍ରତି ସଚେତନ ହେବା ଉଚିତ, ଯାହାକୁ ସେ "ଆନ୍ଦୋଳନଜୀବୀ" ବୋଲି…

ଘରକୁ ଫେରିବେ ଚାଇନା ଜଳରେ ଫସି ରହିଥିବା ୧୬ ଭାରତୀୟ ନାବିକ

ନୂଆଦିଲ୍ଲୀ: ଚାରି ମାସରୁ ଅଧିକ ସମୟ ଧରି ଚାଇନାର ଜଳରେ ଫସି ରହିଥିବା ୧୬ ଜଣ ଭାରତୀୟ ନାବିକ ଫେବୃଆରୀ ୧୪ ରେ ନିଜ ଜାହାଜରେ କ୍ରୁ ପରିବର୍ତ୍ତନ ପରେ ଘରକୁ ଫେରିବେ ବୋଲି ବନ୍ଦର ତଥା ପରିବହନ ମନ୍ତ୍ରୀ ମନସୁଖ ମାନ୍ଦଭିଆ ବୁଧବାର କହିଛନ୍ତି। ଗତ ସପ୍ତାହରେ, ଚୀନ୍ କର୍ତ୍ତୃପକ୍ଷ…