Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲାଲକିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାରେ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ । ତାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ । ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଭିତରେ ସେ ଥିଲା । ୧୫ ଦିନ…

ଦେଶରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟାରେ ୯ ହଜାର ୧୧୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ୧ କୋଟି ୦୮ ଲକ୍ଷ ୪୭ ହଜାର ୩୦୪ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୪,୦୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୮ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର…

ଅହୋରାତ୍ର ଉଦ୍ଧାର ଅଭିଯାନ, ଟନେଲ ଭିତରୁ ଜୀବନ ବଞ୍ଚାାଉଛନ୍ତି ଯବାନ

ଚାମୋଲୀ(ଉତ୍ତରାଖଣ୍ଡ): ଦେବଭୂମିରେ ପ୍ରକୃତିର କୋପ । ଉତ୍ତରାଖଣ୍ଡରେ ହିମସ୍ଖଳନ ଆଣିଛି ମହାବିପତ୍ତି । ଦୁଇ ଦିନ ହେଲାଣି ଚାମୋଲୀ ଜିଲ୍ଲାରେ ଚାଲିଛି ଉଦ୍ଧାର ଅଭିଯାନ । ହିମସ୍ଖଳନ ପରବର୍ତ୍ତୀ ବନ୍ୟା ଯୋଗୁ ତପୋବନରେ ଟନେଲ ଭିତରେ ୩୫ ଜଣ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ…

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ପୁଅ ନିଖୋଜ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ତପୋବନ ଅଞ୍ଚଳରେ ରବିବାର ଦିନ ହୋଇଥିବା ହିମସ୍ଖଳନରେ ଓଡିଶାର ଜଣେ ୨୫ ବର୍ଷୀୟ ଯୁବକ ନିଖୋଜ ଥିବା ଜଣାପଡିଛି। ସେ ଭଦ୍ରକ ଜିଲ୍ଲାର ଧାମରା ଅଞ୍ଚଳର ହୋଇଥିବା ନେଇ ସୁତ୍ରରୁ ପ୍ରକାଶ। ଯୁବକ ଜଣକ ନଭେମ୍ବର ୫ରୁ ଋଷିଗଙ୍ଗା ପାୱାର ପ୍ରକଳ୍ପରେ…

ଫେବୃଆରି ୨୬ରେ ଭାରତ ବାଣିଜ୍ୟ ବନ୍ଦ

ଭୁବନେଶ୍ବର : ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟ ସଙ୍ଗଠନ ଫେବୃଆରି ୨୬ରେ ଭାରତ ବାଣିଜ୍ୟ ବନ୍ଦ ଘୋଷଣା କରିଛି । ଏହି ବନ୍ଦକୁ ସମର୍ଥନ କରି ପରିବହନ କ୍ଷେତ୍ରର ସର୍ବବୃହତ ସଂଗଠନ ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ଫେବୃଆରି ୨୬ରେ ସାରା ଦେଶରେ ଚକାଜାମ…

ଭଗବାନଙ୍କ ଭଙ୍ଗା ମୂର୍ତିକୁ ଗଢ଼ିବା ସହ ପୂଜା କରୁଛନ୍ତି ୮୮ବର୍ଷୀୟ ପିଙ୍ଗ ପୋଙ୍ଗ

ହଂକଂ: ଭଗବାନଙ୍କ ମୂର୍ତି ଭାଙ୍ଗିଗଲେ କିମ୍ବା ରଙ୍ଗ ଛାଡିଗଲେ ଅନେକ ଏହାକୁ ଦୁର୍ଭାଗ୍ୟର ପ୍ରତୀକ ଭାବି ଅଧିକାଂଶ ବ୍ୟକ୍ତି ବିସର୍ଜନ କରି ଦିଅନ୍ତି କିମ୍ବା ଫିଙ୍ଗି ଦିଅନ୍ତି । ତେବେ ହଂକଂର ୮୮ ବର୍ଷୀୟ ୱାଙ୍ଗ ପିଙ୍ଗ ପଙ୍ଗ ଏହି ମୂର୍ତି ସବୁ ସଂଗ୍ରହ କରି ତିଆରି କରିବା ସହ ନୂଆ ରୂପ…

ଆସନ୍ତାକାଲି ନୀତୀଶ କୁମାରଙ୍କ କ୍ୟାବିନେଟର ହେବ ସମ୍ପ୍ରସାରଣ

ବିହାର : ଆସନ୍ତାକାଲି ନୀତୀଶ କୁମାରଙ୍କ କ୍ୟାବିନେଟର ହେବ ସମ୍ପ୍ରସାରଣ । କ୍ୟାବିନେଟ୍ ସମ୍ପ୍ରସାରଣ ସହ ସମ୍ଭାବ୍ୟ ମନ୍ତ୍ରୀଙ୍କ ନାଁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ନୀତୀଶ କ୍ୟାବିନେଟରେ ବିଜେପିରୁ ୯ ଜଣ ଓ ଜେଡିୟୁରୁ ୮ ଜଣ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । ବିଜେପିର ଜାତୀୟ…

ଚୀନ ରାଷ୍ଟ୍ରପତି ଯୁଦ୍ଧ ପାଇଁ ସେନାକୁ ପ୍ରସ୍ତୁତ ରହିବାକୁ କହିଲେ, ବଢ଼ିଲା ଅଶାନ୍ତିର ବାତାବରଣ

ନୂଆଦିଲ୍ଲୀ:ବାରମ୍ବାର କମାଣ୍ଡରସ୍ତରୀୟ ଆଲୋଚନା ବିଫଳ ହେବା ପରେ ଚୀନ ରାଗିଯାଇଛି । ଏପରି କି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ଅବଶ୍ୟ ପୂର୍ବରୁ ଚୀନ ବାରମ୍ବାର ଏହି ମିଛ ଧମକ ଦେଇ ସାରିଛି । ଚୀନର ନୂଆ ବର୍ଷ ପୂର୍ବରୁ ଜିନପିଙ୍ଗ ପିଏଲଏ…

ଫେବୃଆରୀ ୧୫ରୁ ଫାସଟାଗ ବାଧ୍ୟତାମୂଳକ: ନୀତିନ ଗଡକରୀ

ନୂଆଦିଲ୍ଲୀ: ଦେଶରେ ଫାସଟାଗ କାର୍ଯ୍ୟକାରୀ ପାଇଁ ଆଉ ସମୟ ବୃଦ୍ଧି କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଗାଡି ପାଇଁ ଫାସଟାଗ ପାଇବାର ଶେଷ ତାରିଖ ହେଉଛି ଫେବୃଆରୀ ୧୫। ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫାସଟାଗ ମାଧ୍ୟମରେ…

କଂଗ୍ରେସ ଗଢ଼ିବ ସୋସିଆଲ୍ ମିଡିଆ ୱାରିଅର୍ସ ଟିମ୍, ସାମିଲ୍ ହେବାକୁ ରାହୁଲଙ୍କ ଆହ୍ୱାନ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକଙ୍କୁ ସୋସିଆଲ୍ ମିଡିଆ ୱାରିଅର୍ସ ଟିମରେ ଯୋଗଦେବାକୁ ଅପିଲ୍ କରିଛନ୍ତି । ସୋସିଆଲ୍ ମିଡିଆରେ ଦଳର ସ୍ଥିତି ଜାହିର୍ କରିବାକୁ ପନ୍ଥା ଆପଣାଇଛି କଂଗ୍ରେସ । ସୋସିଆଲ୍ ମିଡିଆ ୱାରିଅର୍ସ ଟିମରେ ଯୋଗଦେବା ଲାଗି ଦଳ ଟୋଲ ଫ୍ରି ନମ୍ବର…