Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୯ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ଦୈନିକ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ତଳକୁ ଖସିଛି। ଏନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୮,୬୩୫ ଜଣ…

କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ୬ ତାରିଖ ଦେଶବ୍ୟାପି ବିକ୍ଷୋଭ ଡାକରା; ୧୨ ଟାରୁ ୩ ଟା ଯାଏଁ ଚକାଜାମ ଆନ୍ଦୋଳନ 

ନୂଆଦିଲ୍ଲୀ: କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ତେଜୁଛି ଆନ୍ଦୋଳନ। ଆସନ୍ତା ୬ ତାରିଖରେ ଦେଶବ୍ୟାପି ବିକ୍ଷୋଭ ଡାକରା ଦେଇଛି ଭାରତୀୟ କିଶାନ ସଂଘ । ୬ ତାରିଖରେ ଦିନ ୧୨ ଟାରୁ ୩ ଟା ଯାଏଁ ଚକାଜାମ ଆନ୍ଦୋଳନ କରିବା ନେଇ ସଂଘ ପକ୍ଷରୁ ଘୋଷଣା ହୋଇଛି। ସମସ୍ତ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥ…

ଆସନ୍ତା ୬ରେ ଦେଶବ୍ୟାପୀ ଚକା ଜାମ୍ କରିବେ ଚାଷୀ

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିଲ୍ଲୀରେ ଦୁଇ ମାସରୁ ଅଧିକ ଦିନ ହେଲା ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଟ୍ରାକ୍ଟର ରାଲି ଓ ପ୍ରତିବାଦ ପରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ କିଷାନ ମୋର୍ଚ୍ଚା । ଏଥିପାଇଁ ଆସନ୍ତା ୬ ତାରିଖରେ ସାରା ଦେଶରେ…

ସ୍ପାଇସଜେଟ ବିମାନର କ୍ୟାବିନରୁ ଧୂଆଁ

କୋଲକାତା: କୋଲାକାତାରୁ ପଶ୍ଚିମବଙ୍ଗର ବାଗଡୋଗ୍ରା ଅଭିମୁଖେ ଯାଉଥିବା ସ୍ପାଇସ ଜେଟ୍ ବିମାନ ସୋମବାର ଅପରାହ୍ନ ୪.୩୭ ସମୟରେ ଜରୁରିକାଳୀନ ଅବତରଣ କରିଥିଲା। ବିମାନର କ୍ୟାବିନରୁ ଧୂଆଁ ବାହାରୁଥିବା ଜଣାପଡିବା ପରେ ଏହି ପଦକ୍ଷେପ ନିଆ ଯାଇଥିଲା । କର୍ମଚାରୀମାନେ କ୍ୟାବିନରେ ନିଆଁ ଲାଗିଛି…

ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମୋଦିଙ୍କ ସହାୟତା ଘୋଷଣା 

ନୂଆଦିଲ୍ଲୀ: ଓଡିଶାର କୋରାପୁଟ ଭ୍ୟାନ୍ ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଘୋଷଣା । ମୋଦୀ ୨ ଲକ୍ଷ ଟଙ୍କା ଏକ୍ସ-ଗ୍ରାସିଆ ଘୋଷଣା କରିଛନ୍ତି । ମୋଦି ଜାତୀୟ ରିଲିଫ ପାଣ୍ଠିରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କ ପାଇଁ ୫୦,୦୦୦…

କଇଁଚି ଚାଲିଲା ଖେଳ ବଜେଟରେ

ନୂଆଦିଲ୍ଲୀ: କୋଭିଡ-୧୯ ଯୋଗୁ ଅର୍ଥନୀତି ମାନ୍ଦାବାସ୍ଥା ରହିଥିବାରୁ ସରକାର ଭାବିଚିନ୍ତି ବଜେଟ ପ୍ରସ୍ତୁତ କରିଛନ୍ତି । ତେବେ ଏହା ଖେଳପ୍ରେମୀଙ୍କୁ କିଛି ମାତ୍ରାରେ ନିରାଶ କରିଛି । ଗତ ବର୍ଷ ତୁଳନାରେ ବଜେଟରେ ଏଥର ୨୩୦.୭୮ କୋଟ ଟଙ୍କା କମ୍ ଗୃହୀତ କରାଯାଇଛି । ତେବେ ସାଇକୁ ଗତବର୍ଷ ତୁଳନାରେ…

ଚଳିତ ବଜେଟରୁ ସିଂହଭାଗ ଲାଭ ପାଇବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ…

ଘୃଣ୍ୟ’ ଟ୍ୱିଟ୍ ପାଇଁ ୨୫୦ ଆକାଉଣ୍ଟ ବ୍ଲକ କରିବାକୁ ଟ୍ୱିଟରକୁ କେନ୍ଦ୍ରର ସ୍ୱତନ୍ତ୍ର ଚିଠି

ନୂଆଦିଲ୍ଲୀ: ଆଜି ଆଇଟି ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା 69A ଅନୁଯାୟୀ ୨୫୦ରୁ ଅଧିକ ଟ୍ୱିଟର ଆକାଉଣ୍ଟ ଏବଂ ଟ୍ୱିଟକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛି। ନଭେମ୍ବରରୁ ସୀମାରେ ଉତ୍ତେଜନା ଦେଖାଦେଇଥିବା ବେଳେ ଜାନୁଆରୀ ୩୦ରେ କେନ୍ଦ୍ରରୁ ଏହି ନିର୍ଦ୍ଦେଶ ଆସିଛି।…

ଦେଶରେ ସମସ୍ତ ବିମାନ ସେବା ବନ୍ଦ କଲା ମିଆଁମାର

ନୂଆଦିଳ୍ଳୀ: ବିମାନ ଯାତ୍ରା ଦାୟିତ୍ୱରେ ଥିବା ମିଆଁମାରର ସରକାରୀ ରିପୋର୍ଟ ଅନୁଯାୟୀ ଦେଶର ସମସ୍ତ ଯାତ୍ରୀବାହୀ ବିମାନ ବନ୍ଦ କରାଯାଇଛି। ମିଆଁମାରରେ ଥିବା ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଦେଶର ବୃହତ୍ତମ ସହର ୟାଙ୍ଗୋନରେ ଅନ୍ତର୍ଜାତୀୟ ବିମାନବନ୍ଦର ରାସ୍ତା ସୋମବାର ବନ୍ଦ…

ବଜେଟ୍‌ ୨୦୨୧ ହେଉଛି କୃଷକ ବିରୋଧୀ ବଜେଟ୍‌; କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ସୋମବାର କେନ୍ଦ୍ର ସରକାରଙ୍କୁ କୃଷି ସହ ଜଡିତ ସମସ୍ୟାର ସମାଧାନ କରିବାରେ ସମାଲୋଚନା କରିଛି ଏବଂ କେନ୍ଦ୍ର ବଜେଟକୁ 'କୃଷକ ବିରୋଧୀ' ବୋଲି କହିଛି। କଂଗ୍ରେସ ନେତା ଜୟଭୀର ଶେରଗିଲ କହିଛନ୍ତି ଯେ କୃଷି କ୍ଷେତ୍ରରେ ଖାଲି ସଂସ୍କାର ଏବଂ ଅଧିକ ନକଲି ସରକାରୀ ରିପୋର୍ଟ…