Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଜେଟ୍‌ ୨୦୨୧ ହେଉଛି କୃଷକ ବିରୋଧୀ ବଜେଟ୍‌; କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ସୋମବାର କେନ୍ଦ୍ର ସରକାରଙ୍କୁ କୃଷି ସହ ଜଡିତ ସମସ୍ୟାର ସମାଧାନ କରିବାରେ ସମାଲୋଚନା କରିଛି ଏବଂ କେନ୍ଦ୍ର ବଜେଟକୁ 'କୃଷକ ବିରୋଧୀ' ବୋଲି କହିଛି। କଂଗ୍ରେସ ନେତା ଜୟଭୀର ଶେରଗିଲ କହିଛନ୍ତି ଯେ କୃଷି କ୍ଷେତ୍ରରେ ଖାଲି ସଂସ୍କାର ଏବଂ ଅଧିକ ନକଲି ସରକାରୀ ରିପୋର୍ଟ…

ମମତାଙ୍କୁ ଦ୍ବିତୀୟ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

କୋଲକାତା: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ ଜାରି ରହିଛି । ଜଣେ ପରେ ଜଣେ ନେତା ଟିଏମସି ଛାଡ଼ି ବିଜେପିରେ ସାମିଲ ହେଉଥିବା ବେଳେ ପୁଣି ଜଣେ ଟିଏମସି ବିଧାୟକ ଦଳ…

ପ୍ୟାଲେସରେ ଜୁଆ ଓ ଦେହ ବ୍ୟବସାୟ, ୧୦ ମହିଳା ସମେତ ୭୦ ଜଣ ଗିରଫ

ପଟିଆଲା: ପଟିଆଲା ବନୁଡର ଏକ ପ୍ୟାଲେସରେ ଜୁଆ ଓ ଦେହ ବ୍ୟବସାୟ ଅଡ୍ଡାର ପର୍ଦାଫାଶ ହୋଇଛି । ସେଠାରୁ ୧୦ ମହିଳାଙ୍କ ସମେତ ୭୦ ଜଣଙ୍କୁ ଗିରଫ କରାଯାଇଛି । ଅର୍ଗାନାଇଜ୍ଡ କ୍ରାଇମ କଣ୍ଟ୍ରୋଲ ୟୁନିଟରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ୟାଲେସ୍ ମାଲିକ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଜୁଆ,…

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜ୍ଵାଇଁ ଜାରେଡ କୁଶନର୍ ନୋବେଲ ଶାନ୍ତି ସମ୍ମାନ ପାଇଁ ମନୋନୀତ

ନୂଆଦିଲ୍ଲୀ: ହ୍ବାଇଟ୍‌ ହାଉସର ପୂର୍ବତନ ବରିଷ୍ଠ ଉପଦେଷ୍ଟା ତଥା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜୋଇଁ ଜାରେଡ କୁଶନର୍ ଏବଂ ତାଙ୍କ ଡେପୁଟି ଅଭି ବର୍କୋୱିଜ୍‌ଙ୍କୁ "ଅବ୍ରହାମ ଚୁକ୍ତିନାମା" ଭାବରେ ଜଣାଶୁଣା ଇସ୍ରାଏଲ୍ ଏବଂ ଆରବ ଦେଶଗୁଡିକ ମଧ୍ୟରେ ଚାରିଟି ସ୍ବାଭାବିକ…

ସିଙ୍ଘୁ ସୀମାରେ ଉତ୍ତେଜନା ଜାରି; ରାସ୍ତା‌ ଅବରୋଧ କରିବାକୁ ଧମକ ଦେଲେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ଉପରେ ବିରୋଧ ଜାରି ରହିଥିବାବେଳେ ହରିୟାଣାର କୃଷକମାନେ ମାନ୍ଦସୌରରେ ଟ୍ରେନ୍ ଅବରୋଧ କରିବାକୁ ଧମକ ଦେଇଛନ୍ତି। ଏ ନେଇ ଦିଲ୍ଲୀ ଏନସିଆରର ସିଙ୍ଘୁ ସୀମାରେ ଥିବା କୃଷକମାନେ ସୋମବାର ଚେତାବନୀ ଦେଇଛନ୍ତି। ଦିଲ୍ଲୀର ଏକ ପ୍ରମୁଖ ପ୍ରତିବାଦ ସ୍ଥାନ ସିଙ୍ଘୁ…

ବଜେଟ୍ ଘୋଷଣା ପରେ ସେୟାର ବଜାରରେ ଯୋରଦାର ବୃଦ୍ଧି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବା ପରେ ସେୟାର ବଜାରରେ ଯୋରଦାର ବୃଦ୍ଧି ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୧୬୫୦ ପଏଣ୍ଟରୁ ଅଧିକ ବଢି ୪୮,୦୦୦ ପଏଣ୍ଟରେ କାରବାର କରୁଛି । ସେଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ମଧ୍ୟ ୧୪,୦୦୦ ପଏଣ୍ଟ ପାର…

ଶସ୍ତା ହୋଇପାରେ ସୁନା-ରୁପା, ମହଙ୍ଗା ହେବ ମୋବାଇଲ୍ କିଣିବା

ନୂଆଦିଲ୍ଲୀ: ବଜେଟ ଘୋଷଣା ଅନୁସାରେ ଶସ୍ତା ହେବ ଷ୍ଟିଲ, ତମ୍ବା ଓ ଲୁହା ସାମଗ୍ରୀ । ମହଙ୍ଗା ହୋଇପାରେ ମୋବାଇଲ ଓ ଏହାର ଉପକରଣ । ମୋବାଇଲ ଉପକରଣ ଉପରେ ସୀମା ଶୁଳ୍କ ୨.୫% ହୋଇଛି । କିଛି ଅଟୋ ପାଟର୍ସ ଉପରେ କଷ୍ଟମ ଡ୍ୟୁଟି ବଢିବ । ଶସ୍ତା ହୋଇପାରେ ସୁନା ଓ ରୁପା । ସୁନା ଓ ରୁପା ଉପରେ ସୀମା…

ଭାରତରେ ଡିଜିଟାଲ ଜନଗଣନା ଲାଗି ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ସୋମବାର ଦିନ ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସଂସଦରେ ପେପର ଲେସ ତଥା ଟ୍ୟାବ୍ ମାଧ୍ୟମରେ ବଜେଟ୍ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ର ପାଇଁ ନୂଆନୂଆ ଘୋଷଣା କରିବା ସହ ବଜେଟ୍ ଆବଣ୍ଟନ…

ଆୟକର ନେଇ ବଡ଼ ଘୋଷଣା: ୭୫ ବର୍ଷରୁ ଅଧିୟ ବୟସ୍କ ଦେବେନି IT ରିଟର୍ଣ୍ଣ, ବଢ଼ିଲା ଟ୍ୟାକ୍ସ ଅଡିଟ୍ ଲିମିଟ୍

ନୂଆଦିଲ୍ଲୀ: ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକରରେ ବଡ ରିହାତି ଦେଇଛନ୍ତି । ପେନସନ ପାଉଥିଲେ ଦେବାକୁ ପଡିବନି ଆୟକର । ୭୫ ବର୍ଷରୁ ଅଧିକ ବୟସ୍କ ଦେବାକୁ ପଡ଼ିବନି ଆୟକର ରିଟର୍ଣ୍ଣ । ପେନସନ ଓ…

ବଜେଟ୍‌ ୨୦୨୧: ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଅର୍ଥମନ୍ତ୍ରୀଙ୍କ ପ୍ରମୁଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୨୦୨୧-୨୨ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। କରୋନା ଅବଧିରେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଇ ଗତି କରିଛି। ମହାମାରୀ ଶିକ୍ଷା କ୍ଷେତ୍ରକୁ ବହୁ ମାତ୍ରାରେ କ୍ଷତି ପହଞ୍ଚାଇଛି। ସଙ୍କଟ ସମୟରେ ବିଦ୍ୟାଳୟଗୁଡ଼ିକୁ…