Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିରାଟ ଗାତରେ ପଡି ୬ ଶ୍ରମିକ ମୃତ 

ଗୌହାଟ୍ଟୀ : ମେଘାଳୟର ପୂର୍ବ ଜୈନ୍ତିଆ ହିଲ୍ସର ଗୋଟିଏ ଜଙ୍ଗଲରେ ବଡ ଧରଣର ଅଘଟଣ ଘଟିଛି । ଜଙ୍ଗଲ ମଧ୍ୟରେ ଥିବା ଗୋଟିଏ ୧୫୦ ଫୁଟ ଗଭୀର ଗାତରେ ପଡି  ୬  ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ଘର ଆସାମରେ ବୋଲି ଜଣାପଡିଛି ।  ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଙ୍ଗଲ ମଧ୍ୟରେ…

ଭାରତୀୟ ଗଣିତଜ୍ଞ ନିଖିଳ ଶ୍ରୀବାସ୍ତବଙ୍କୁ ମିଳିଲା ମାଇକେଲ ଆଣ୍ଡ ଶୀଲା ହେଲ୍ଡ ପୁରସ୍କାର

ୱାଶିଂଟନ: ଭାରତୀୟ ଗଣିତଜ୍ଞ ନିଖିଳ ଶ୍ରୀବାସ୍ତବ ସମ୍ମାନଜନକ ମାଇକେଲ ଆଣ୍ଡ ଶୀଲା ହେଲ୍ଡ ପୁରସ୍କାର ହାସଲ କରିଛନ୍ତି । ନିଖିଳ ଦୀର୍ଘ ସମୟ ଧରି କ୍ୟାଡିସନ-ସିଙ୍ଗର ସମସ୍ୟା ଓ ରାମାନୁଜ ଗ୍ରାଫ ସମସ୍ୟାକୁ ସମାଧାନ କରିବାରେ ସଫଳ ହୋଇଛନ୍ତି । ତାଙ୍କ ସହିତ ଅନ୍ୟ ୨ଜଣ ମଧ୍ୟ ଏହି ସମ୍ମାନର ହକଦାର…

ତୁଟୁନି କୃଷି ଆଇନ ବିବାଦ, ଏକାଦଶ ପର୍ଯ୍ୟାୟ ବୈଠକ ଫେଲ

ନୂଆଦିଲ୍ଲୀ: ସରକାର ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ଏକାଦଶ ପର୍ଯ୍ୟାୟ ବୈଠକ ବିଫଳ । ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, କୃଷକଙ୍କ ହିତ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତେଣୁ ଏହାଠାରୁ ଅଧିକ ଆମେ କିଛି କରିପାରିବୁ ନାହିଁ ।…

ପୂର୍ବତନ ସିଜେଆଇ ଜଷ୍ଟିସ୍ ଗୋଗୋଇଙ୍କୁ z+ ସୁରକ୍ଷା 

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଭାରତ ସରକାର ଦେଶର ସବୁଠାରୁ ବଡ ସୁରକ୍ଷା ବଳୟ ପ୍ରଦାନ କରିଛନ୍ତି । ଏଣିକି ତାଙ୍କୁ z+ ଭିଆଇପି ସୁରକ୍ଷା ଯୋଗାଇ ଦିଆଯିବ । ୬୬ ବର୍ଷିୟ ଜଷ୍ଟିସ ଗୋଗୋଇଙ୍କୁ ସିଆରପିଏଫଙ୍କ ସଶସ୍ତ୍ର କମାଣ୍ଡୋ ସୁରକ୍ଷା…

ଭାରତ ବାୟୋଟେକ୍‌ର କୋଭାକ୍ସିନ୍ ଟିକା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଛି; Lancet

ନୂଆଦିଲ୍ଲୀ: ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ଲାନସେଟ ଭାରତ ବାୟୋଟେକର କୋଭାକ୍ସିନ ଟିକା କୋଭିଡ-୧୯ ବିରୋଧରେ ସ୍ୱଦେଶୀ ଟିକା ଉପରେ ଏକ ଅଧ୍ୟୟନ ପ୍ରକାଶ କରିଛି ଏବଂ ଏହି ଟିକା ମାତ୍ରାକୁ ବରଦାସ୍ତ କରାଯାଇଛି ଏବଂ କୌଣସି ଟିକା ସମ୍ବନ୍ଧୀୟ ଗୁରୁତର ପ୍ରତିକୂଳ ଘଟଣା ଦେଖିବାକୁ ମିଳି ନାହିଁ ବୋଲି…

ପଶ୍ଚିମବଙ୍ଗ ନିର୍ବାଚନ: ଇସ୍ତଫା ଦେଲେ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ

କୋଲକାତା: ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ଏବଂ ମମତା ବାନାର୍ଜୀଙ୍କ ପାଇଁ ସବୁ କିଛି ଠିକ୍ ନାହିଁ । ତୁଙ୍ଗ ନେତା ଖୋଲାଖୋଲି ଭାବେ ବିଦ୍ରୋହ କରିବା ପରେ ଅନେକ ଦଳ ଛାଡୁଛନ୍ତି ଏବଂ ଇସ୍ତଫା ଦେଉଛନ୍ତି । ଏହି ଧାରାରେ ସାମିଲ ହେଇଛନ୍ତି ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ସେ ରାଜ୍ୟ…

ପିଫାଇଜର୍ ଟିକା‌ ବୟସ୍କଙ୍କ ପାଇଁ ସୁରକ୍ଷିତ; ‘ହୁ’

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ Pfizer Inc. ଏବଂ BioNTech SE ର କୋଭିଡ୍‌-୧୯ ଟିକା ବୟସ୍କ ବ୍ୟକ୍ତିଙ୍କ ପାଇ ସୁରକ୍ଷିତ। ଟିକା ସୁରକ୍ଷା ଉପରେ WHO ଗ୍ଲୋବାଲ ପରାମର୍ଶଦାତା କମିଟି ଶୁକ୍ରବାର ଦିନ ଏକ ବିବୃତ୍ତିରେ ଏହା କହିଛି। ଟିକାକରଣର ବିପଦ-ଲାଭ ସନ୍ତୁଳନ…

ଭୟଙ୍କର ବିସ୍ଫୋରଣ, ଥରିଲା ଆଖପାଖ ଅଞ୍ଚଳ,ଭାଙ୍ଗିଲା ଘର, ଫାଟିଲା ରାସ୍ତା

କର୍ଣ୍ଣାଟକ:  କର୍ଣ୍ଣାଟକ ଶିଭମୋଗା ଜିଲ୍ଲା ହଁସୁରରେ ଥିବା ରେଲୱେ କ୍ରସର ସାଇଟ୍‌ରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରକ ସାମଗ୍ରୀ ବୋଝେଇ ଟ୍ରକରେ ବିସ୍ଫୋରଣ ଘଟିଛି । ଡିନାମାଇଟ୍‌ ବ୍ଲାଷ୍ଟ୍‌ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ ୬ଜଣ ଶ୍ରମିକ ଅଛନ୍ତି । ଟ୍ରକଟି ଡିନାମାଇଟ୍‌…

ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ପଶ୍ଚିମବଙ୍ଗ ବିଜେପିର ଗୋଷ୍ଠୀ କନ୍ଦଳ

ପଶ୍ଚିମବଙ୍ଗ : ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ପଶ୍ଚିମବଙ୍ଗ ବିଜେପିର ଗୋଷ୍ଠୀ କନ୍ଦଳ । ବିଜେପି କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଦଳୀୟ କାର୍ଯ୍ୟାଳୟ ଉପରକୁ ପଥର ମାଡ଼ ସହ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ପୂର୍ବ ବର୍ଦ୍ଧମାନର ବିଜେପି…

ଚୀନ୍‌ରେ ଆତଙ୍କ; ଚାଇନା ଚିକେନ୍‌ ପ୍ଲାଣ୍ଟରେ ମିଳିଲା କରୋନା ଭୂତାଣୁ ମାମଲା

ବେଜିଂ: ଚାଇନାର ଏକ ଚିକେନ୍ ପ୍ଲାଣ୍ଟ ଭିତରେ କରୋନା ଭାଇରସର ମାମଲା ସାମ୍‌ନାକୁ ଆସିଛି। ଚିକେନ୍ ଉତ୍ପାଦନ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମଧ୍ୟରେ ଚୀନ୍ କରୋନା ଭୂତାଣୁର ପ୍ରଥମ ମାମଲା ରିପୋର୍ଟ କରିଛି। ଏହି ଖବର ବାହାରିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।…