Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନ ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଗମ୍ଭୀର । ଏହି ଅବସରରେ ଗମ୍ଭୀର…

କରୋନା ଟିକା ପ୍ରସ୍ତୁତକାରୀ ସେରମ ଇନଷ୍ଟିଚ୍ୟୁଟରେ ଭୟଙ୍କର ନିଆଁ

ପୁଣେ: କରୋନା ମହାମାରୀକୁ ମାତ୍‌ ଦେବା ପାଇଁ ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଭୟଙ୍କର ଅଗ୍ନିକାଣ୍ଡ । ସେରମ ଇନଷ୍ଟିଚ୍ୟୁଟ ପରିସର ମଧ୍ୟରେ ଥିବା ମଞ୍ଜରୀ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ସେରମ ଟର୍ମିନାଲ-୧ରେ ନିଆଁ ଲାଗିଥିବାରୁ…

ଇଣ୍ଡିଆ ଲକଡାଉନରେ କିଏ କରିବ ଅଭିନୟ ?

ମୁମ୍ବାଇ: ଫିଲ୍ମର ଟାଇଟଲ୍ ରହିଛି ଇଣ୍ଡିଆ ଲକ୍‌ଡାଉନ୍ । ନିର୍ଦ୍ଦେଶନା ଦେବେ ନ୍ୟାଶନାଲ ଆୱାର୍ଡ ବିଜେତା ମଧୁର ଭଣ୍ଡାରକର । ଫିଲ୍ମର ନିର୍ମାଣ ପାଇଁ ନିର୍ଦ୍ଦେଶକ ମଧୁର ବେଶ କିଛି ପ୍ରତିଭାବାନ କଳାକାରଙ୍କ ଚୟନ କରିଛନ୍ତି । ଏହି ଧାରାରେ ସାମିଲ ହୋଇଛନ୍ତି କିଛି ବଛାବଛା କଳାକାର ।…

ଇସାବେଲଙ୍କ ସହ ରୋମାନ୍ସ କରିବେ ପୁଲକିତ୍

ମୁମ୍ବାଇ: ବେଶ କିଛିଦିନ ଧରି ଚର୍ଚ୍ଚା ଚାଲିଛି । ଅଭିନୟ ଜଗତକ ଓହ୍ଲାଇବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ କୈଫ । ଶେଷରେ ଏହି ଖବର ସତ ହେବାକୁ ଯାଉଛି । ଫିଲ୍ମ ଟାଇମ୍ ଟୁ ଡାନ୍ସ ଜରିଆରେ ଇସାବେଲ ବଲିଉଡରେ ଡେବ୍ୟୁ କରିବେ । ହେଲେ ଏହାକୁ ବାଦ୍ ଦେଲେ ଫିଲ୍ମ ସୁସ୍ୱାଗତମ୍ ଖୁସାମଦିଦ୍‌ରେ ବି…

[ଭିଡ଼ିଓ] ପିପିଇ କିଟ୍ ପିନ୍ଧି ବିପୁଳ ପରିମାଣର ସୁନା ଚୋରି !

ନୂଆଦିଲ୍ଲୀ: ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ଯୁବକଙ୍କ ବିରୋଧରେ ଆସିଛି କିଛି ଚକିତକର ତଥା ସଙ୍ଗୀନ ଅଭିଯୋଗ । ଜାଣି ଆଶ୍ଚର୍ଯ୍ୟ ହେବେ ଅଭିଯୁକ୍ତ ଜଣକଏକାକି ଏକ ଗହଣା ଦୋକାନରେ କଳାକନା ବୁଲାଇଥିଲା । ଆଉ ତା ପୁଣି ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୧୩ କୋଟି…

ମୋବାଇଲ ଫୋନ୍ ପାଇଁ ମାଆକୁ ମାରିଲା…

ମିରଟ: ସାମ୍ନାକୁ ଆସିଛି ଏକ ଚକିତକର ଘଟଣା । ମୋବାଇଲ ଫୋନ୍ ଆଗରେ ଫିକା ପଡିଲା ମାଆ ପୁଅର ପବିତ୍ର ତଥା ବିଶ୍ୱସନୀୟ ସଂପର୍କ । ଅକାଳରେ ଚାଲିଗଲା ଜଣେ ମାଆର ଜୀବନ । ହତ୍ୟାକାରୀର ଆଖ୍ୟା ପାଇଲା ଜଣେ ହତଭାଗା ପୁଅ । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶ ମିରଟର ମୋହଲ୍ଲା…

ଆରମ୍ଭ ହେବ ଇ- କ୍ୟାଟରିଂ ବ୍ୟବସ୍ଥା, ଟ୍ରେନରେ ପୂର୍ବଭଳି ଯାତ୍ରୀଙ୍କୁ ମିଳିବ ନିଜ ମନପସନ୍ଦର ଖାଦ୍ୟ 

ନୂଆଦିଲ୍ଲୀ : ଫେବୃଆରୀରୁ ପୁଣି ଆରମ୍ଭ ହେବାକୁ ଯାଉଛି ଇ-କ୍ୟାଣ୍ଟରିଂ ସେବା । ଟ୍ରେନରେ ଯାତ୍ରୀ ପୁଣିଥରେ ନିଜ ମନ ପସନ୍ଦ ବ୍ରାଣ୍ଡର ଖାଇବା ଅର୍ଡର କରିପାରିବେ । ଏଥିପାଇଁ ଭାରତୀୟ ରେଳବାଇ ଏବଂ ପର୍ଯ୍ୟଟନ ନିଗମ ସମସ୍ତ ପ୍ରସ୍ତୁତି କରିସାରିଛି ।  ମାର୍ଚ୍ଚ ୨୦୨୦ରେ କରୋନା ମହାମାରୀ ଯୋଗୁ…

ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ଟିକା । ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ।…

ଓ୍ୱେଲକମ୍ ଚାମ୍ପିଅନ୍: ସ୍ୱଦେଶୀ ଫେରିଲା ଟିମ୍ ଇଣ୍ଡିଆ

ମୁମ୍ବାଇ: ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ସହ ସ୍ୱଦେଶ ଫେରିଛି ଟିମ୍ ଇଣ୍ଡିଆ । ଆଜି ଖେଳାଳିମାନେ ଜନ୍ମମାଟିରେ ପାଦ ଥାପିଛନ୍ତି । ନିଜ ନିଜ ଘରକୁ ଯାଇଛନ୍ତି ଖେଳାଳି । ମୁମ୍ୱାଇ ଏୟାରପୋର୍ଟରେ କୋଚ୍ ରବି ଶାସ୍ତ୍ରୀ, ଅଧିନାୟକ ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ପୃଥ୍ୱୀ ଶ । ସେମାନଙ୍କୁ…

ଆଧାର କାର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଧାର କାର୍ଡର ସାମ୍ବିଧାନିକ ବୈଧତା ଅକ୍ଷୁର୍ଣ୍ଣ ଓ ଏହା ସୁରକ୍ଷିତ ବୋଲି ପ୍ରକାଶ କରିବା ସହ ଆଧାର କାର୍ଡ ରିଭ୍ୟୁ ପିଟିସନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହାପୂର୍ବରୁ ସୁପ୍ରିମକୋର୍ଟରେ ଆଧାର ସାମ୍ବିଧାନିକ ଭାବେ ବୈଧ ନୁହେଁ ବୋଲି ଏକ ଚ୍ୟାଲେଞ୍ଜ କରାଯାଇଥିଲା।…