Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଧାର କାର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଧାର କାର୍ଡର ସାମ୍ବିଧାନିକ ବୈଧତା ଅକ୍ଷୁର୍ଣ୍ଣ ଓ ଏହା ସୁରକ୍ଷିତ ବୋଲି ପ୍ରକାଶ କରିବା ସହ ଆଧାର କାର୍ଡ ରିଭ୍ୟୁ ପିଟିସନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହାପୂର୍ବରୁ ସୁପ୍ରିମକୋର୍ଟରେ ଆଧାର ସାମ୍ବିଧାନିକ ଭାବେ ବୈଧ ନୁହେଁ ବୋଲି ଏକ ଚ୍ୟାଲେଞ୍ଜ କରାଯାଇଥିଲା।…

ଦେଶରୁ ୨୪ ଘଣ୍ଟାରେ ୧୫ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୯ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ କରୋନା ସଂକ୍ରମଣ । ବଢୁଛି ସୁସ୍ଥଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୭ ଲକ୍ଷରୁ ଅଧି କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୫ହଜାର ୨୨୩ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧୯ହଜାର ୯୬୫ ସଂକ୍ରମିତ । ଦେଶରେ…

ସେୟାର ବଜାରରେ ଉତ୍ସାହ: ପ୍ରଥମ ଥର ୫୦ ହଜାର ଟପିଲା ସେନସେକ୍ସ

ନୂଆଦିଲ୍ଲୀ: ସେୟାର ବଜାରରେ ଜବରଦସ୍ତ ଉତ୍ସାହ । ଆଜି କାରବାର ଆରମ୍ଭରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ସେନସେକ୍ସ । ପ୍ରଥମ ଥର ବମ୍ବ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୫୦ ହଜାର ପାର କରିଛି । ସେହିପରି ନିଫଟ୍ ସୂଚକାଙ୍କ ଟପିଥିଲା ୧୪ ହଜାର । ବିଏସଇ ସୂଚକାଙ୍କ ୨୨୩ ପଏଣ୍ଟ ବଢ଼ି ୫୦ହଜାର ୧୫ ପାର…

ରାଷ୍ଟ୍ରପତି ଗାଦିରେ ବସିବା ପରେ ଆକ୍ସନ ମୁଡରେ ବାଇଡେନ୍, ବଦଳାଇଲେ ଟ୍ରମ୍ପଙ୍କ ଏସବୁ ଫୈସଲା

ଓ୍ୱାଶିଂଟନ: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ । ଦେଶରେ ୪୬ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୋ ବାଇଡେନ୍ । କାର୍ୟ୍ୟଭାର ଗ୍ରହଣ କରିବା ପରେ ଆକ୍ସନ ମୁଡକୁ ଆସିଛନ୍ତି ନୂଆ ରାଷ୍ଟ୍ରପତି । ପ୍ରଥମ ଦିନରେ ଅନେକ କାର୍ଯ୍ୟକାରୀ ନିର୍ଦ୍ଦେଶନାମାରେ ସେ ଦସ୍ତଖତ କରିଛନ୍ତି…

ବାଇଡେନ୍ ଓ କମଳା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍ । ଉପରାଷ୍ଟ୍ରପତି ଭାବରେ କମଳା ହାରିସ ଶପଥ ନେଇଛନ୍ତି । ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ…

ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଳା ହାରିସ

ଓ୍ୱାଶିଂଟନ୍: ଆମେରିକା ଉପରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି କମଳା ହାରିସ । ସେ ହୋଇଛନ୍ତି ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି । ସଂସଦ ଭବନ କ୍ୟାପିଟଲରେ ଅନୁଷ୍ଠିତ ସମାରୋହରେ ତାଙ୍କୁ ଶପଥ ପାଠ କରାଇଥିଲେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୋନିଆ ସୋଟୋମେୟର । ଏହାପରେ କମଳା ହାରିସ…

ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହାରିସ୍‌

ଓ୍ବାଶିଂଟନ : ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ୍ । ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ୍‌। ବାଇଡେନ୍‌ଙ୍କ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ । ଆମେରିକାର ପ୍ରଥମ ମହିଳା ତଥା ପ୍ରଥମ…

ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌

ୱାଶିଂଟନ୍‌: ଆମେରିକା ଇତିହାସରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ। ଏଥିସହ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଅବସରରେ ବାଇଡେନ…

ପରମାଣୁ କ୍ଷମତା ସମ୍ପନ୍ନ ଶାହୀନ-୩ ମିସାଇଲର ପରୀକ୍ଷଣ କଲା ପାକିସ୍ତାନ

ଇସଲାମବାଦ: ପାକିସ୍ତାନ ବୁଧବାର ପରମାଣୁ କ୍ଷମତା ସମ୍ପନ୍ନ ଶାହୀନ-୩ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହାର ରେଂଜ ୨୭୫୦ କିଲୋମିଟର ରହିଛି । ପାକିସ୍ତାନରୁ ଚେନ୍ନାଇ ପର୍ଯ୍ୟନ୍ତ ଏହି ମିସାଇଲ ଟାର୍ଗେଟ କରିପାରିବ । ସଫଳ ପରୀକ୍ଷଣ ପରେ ରାଷ୍ଟ୍ରପତି ଆରିଫ ଅଲଭି ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ…

ନଇଁଲେ ସରକାର: ଦେଢ଼ ବର୍ଷ ପାଇଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ ରାଜି

ନୂଆଦିଲ୍ଲୀ: ଶେଷରେ ନଇଁଲେ କେନ୍ଦ୍ର ସରକାର। କୃଷକ ଆନ୍ଦୋଳନରୁ ବାହାରିପାରେ ସମାଧାନର ବାଟ। ଆଜି କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା। ଏହାପରେ ଦେଢ଼ ବର୍ଷ ଯାଏଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଆଜିର ବୈଠକରେ କୃଷକ ସଂଗଠନକୁ…