Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବ୍ରାଜିଲ ରାଷ୍ଟ୍ରପତି କହିଲେ କରୋନା ଟୀକା ନେଲେ ଲୋକେ କୁମ୍ଭୀର ହୋଇଯିବେ !

ବ୍ରାସିଲିଆ: ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋଙ୍କ ମନ୍ତବ୍ୟ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି କରୋନା ଭ୍ୟାକ୍ସିନ ନେଲେ ଲୋକେ କୁମ୍ଭୀର ହୋଇଯିବେ, ମହିଳାମାନଙ୍କ ଦାଢ଼ୀ ଉଠିବ ଏପରିକି ପୁରୁଷ ସ୍ୱର ମହିଳାଙ୍କ ଭଳି ମଧ୍ୟ ହୋଇପାରେ । ଫାଇଜର ଏବଂ ବାୟୋଏନଟେକ…

ବିଜେପିରେ ମିଶିଲେ ଶୁଭେନ୍ଦୁ: ୧୧ ବିଧାୟକ ଦଳ ଛାଡିଲେ, ଶାହ କହିଲେ ଦିଦି ଏକୁଟିଆ ହେଇଯିବେ

କୋଲକାତା: ତୃଣମୂଳ କଂଗ୍ରେସର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀ ଆଜି ଦଳ ଛାଡି ବିଜେପିରେ ମିଶିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଲିରେ ଶୁଭେନ୍ଦୁଙ୍କ ସହ ତୃଣମୂଳ କଂଗ୍ରେସର ୬, କଂଗ୍ରେସ ୧, ସିପିଆଇର ୧, ସିପିଏମର ୨ ସମେତ ୧୧ ବିଧାୟକ ବିଜେପିରେ ମିଶିଥିଲେ । ମମତା ବାନାର୍ଜୀ ଏହା ଏକ…

କେଉଁଠୁ ଆସିଛି ‘କରୋନା’? ଜାଣିବା ପାଇଁ ଆସନ୍ତା ମାସ‌ରେ ଚୀନ୍‌ ଗସ୍ତ କରିବେ ବିଶେଷଜ୍ଞ ଦଳ;…

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମୁଖ୍ୟ କହିଛନ୍ତି ଯେ କରୋନା ମହାମାରୀର ଆରମ୍ଭ ଜାଣିବା ପାଇଁ ଜାନୁଆରୀ ପ୍ରଥମ ସପ୍ତାହରେ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଏକ ଦଳ ଚୀନ୍ ଗସ୍ତ କରିବେ। ଡିସେମ୍ବର ୨୦୧୯ ରେ ଉହାନ ସହରରେ ପ୍ରଥମେ କରୋନା ମାମଲା…

[ଭିଡ଼ିଓ] ବିଚ୍ ରାସ୍ତାରେ ଆତଙ୍କ ଖେଳାଇଲେ AIMM ନେତା

ତେଲେଙ୍ଗାନା: ସୋସିଆଲ ମିଡିଆରେ ଅଲ୍ ଇଣ୍ଡିିଆ ମଜଲିସ୍ –ଏ- ଇତିହାଦୁଲ୍‌- ମୁସଲିମିନ୍ (AIMM) ନେତାଙ୍କୁ ନେଇ ଏକ ଭିଡିଓ ଖୁବ ଭାଇରାଲ୍ ହୋଇଛି । ବିଚ୍ ରାସ୍ତାରେ ଏହି ନେତା ଜଣକ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଗୁଳିମାଡ କରିବା ସହ ଛୁରାଘାତ ବି କରିଥିଲେ । ଶୁକ୍ରବାର ଏହି ଘଟଣାଟି…

ଅମିତ ଶାହାଙ୍କ ବଙ୍ଗଳା ମିଶନ; କୃଷକ ପରିବାର ସହିତ ଖୀରି ଖାଇଲେ ଆଉ ଫଟୋ ବି ଉଠାଇଲେ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ମେଦିନାପୁରର ଜଣେ କୃଷକ ସନାତନ ସିଂଙ୍କ ଘରେ ଭୋଜନ ଗ୍ରହଣ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା, ବଙ୍ଗଳା ବିଜେପି ସଭାପତି ଦିଲୀଶ ଘୋଷ, କୈଲାଶ ବିଜୟଭର୍ଗିଆ ସନାତନ ସିଂଙ୍କ ଘରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିଥିଲେ। ଅମିତ ଶାହାଙ୍କୁ କୃଷକ ସନାତନ…

ପାକିସ୍ତାନ ଏବଂ ଚୀନ୍‌କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ଚେତାବନୀ; ଦେଶର ଆତ୍ମ ସମ୍ମାନ ଉପରେ ଆମେ କୌଣସି ପ୍ରକାରର…

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ହାଇଦ୍ରାବାଦର ବାୟୁସେନା ଏକାଡେମୀରେ ମିଳିତ ସ୍ନାତକୋତ୍ତର ପରେଡ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ବର୍ତ୍ତମାନ କେବଳ ଦେଶ ଭିତରେ ନୁହେଁ ସୀମାରେ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ ଜବାବ ଦେଉଛି। ସେ…

ରିୟଲ ନୁହେଁ ରିଲ୍‌ରେ ଗର୍ଭବତୀ ନେହା କକ୍କର !

ମୁମ୍ବାଇ: ବିବାହ କରିବାର ଦୁଇମାସ ପରେ ଗର୍ଭବତୀ ଅଛନ୍ତି ନେହା କକ୍କର । ଏହି ଖବର କାଲିଠୁ ଆଜି ଯାଏଁ ପ୍ରାୟ ସମସ୍ତ ଖବର କାଗଜ, ଟିଭି ଚ୍ୟାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ଚହଳ ଖେଳାଇଥିଲା । ଏପରିକି ସୋସିଆଲ୍ ମିଡିଆରେ ବି କିଛି ଲୋକ ନେହା ଓ ରୋହନପ୍ରୀତଙ୍କୁ ବଧେଇ ଜଣାଇଥିଲାବେଳେ ଅନେକ…

ଏଣିକି ପେଟିଏମ୍‌ରୁ ଏଲ୍‌ପିଜି ସିଲିଣ୍ଡର୍‌ ବୁକ୍‌ କଲେ ପାଇପାରିବେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ପେଟିଏମ୍ ରୁ ଆପଣଙ୍କର ଏଲ୍‌ପିଜି ସିଲିଣ୍ଡର ବୁକ୍ କରି ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। ପେଟିଏମ୍ ଗ୍ରାହକଙ୍କୁ ଏହାର ଆପରୁ ଏଲପିଜି ସିଲିଣ୍ଡର ବୁକିଂ ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରଦାନ କରୁଛି। ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ…

କେବଳ ଆତ୍ମନିର୍ଭରଶୀଳ ଭାରତ ନୁହେଁ ବରଂ, ଏହି ଲକ୍ଷ୍ୟକୁ କେତେ ଶୀଘ୍ର ହାସଲ କରିବା ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ;…

ନୂଆଦିଲ୍ଲୀ: ASSOCHAM ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ନିଜର ଶକ୍ତି ଉପରେ ନିର୍ଭର କରି ଆତ୍ମନିର୍ଭରଶୀଳ ଭାରତକୁ ଅଗ୍ରଗତି କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାମାରୀ ସମୟରେ ମଧ୍ୟ ଭାରତରେ ରେକର୍ଡ ଏଫଡିଆଇ ଆସିଛି। ଏହି ଲକ୍ଷ୍ୟ…

ବିଜେପିର ମିଶନ ପଶ୍ଚିମବଙ୍ଗ: ମେଦିନାପୁରରେ ଆଜି ଅମିତ ଶାହଙ୍କ ସମାବେଶ

କୋଲକାତା: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ତାପୂର୍ବରୁ ଆରମ୍ଭ ହେଲାଣି ସମରସଜା । ବିଜେପି ଆରମ୍ଭ କରିଛି ମିଶନ ପଶ୍ଚିମବଙ୍ଗ । ନିକଟରେ ବିଜେପ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଦୁଇ ଦିନିଆ ଗସ୍ତରେ ଯାଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଥିଲେ । ଆଜି ପହଞ୍ଚିଛନ୍ତି…