Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ କୋଟିଏ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୯୯ ଲକ୍ଷ ଟପିଲା

ନୂଆଦିଲ୍ଲୀ: କିଛି ଦିନ ଭିତରେ ଦେଶରେ କୋଟିଏ ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ କମିଥିଲେ ବି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୯ଲକ୍ଷ ପାର କରିଛି । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି, ପାଞ୍ଚ ମାସ ପରେ ସର୍ବନିମ୍ନ ସ୍ତରକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା…

ସାମାନ୍ୟ କଥାରୁ ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ

ମିରଟ୍: ଉତ୍ତରପ୍ରଦେଶର ମିରଟ ସହରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ସ୍ଥାନୀୟ ଅଞ୍ଚଳରେ ଜଣେ ଭାଇ ନିଜ ଭଉଣୀକୁ ଗୁଳି କରି ହତ୍ୟା କରିଛି। ଭଉଣୀକୁ ହତ୍ୟା ପରେ ଭାଇ ପୋଲିସ ପାଖରେ ଆତ୍ମସମର୍ପଣ କରିଛି ଭାଇ। ସୂଚନାନୁସାରେ, ମିରଟର ଗଙ୍ଗାନଗର ସ୍ଥିତ କୈଳାସ ବାଟିକାରେ ରହୁଥିବା ଭାଇ…

ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍-ଭି ୯୧.୪ ପ୍ରତିଶତ ପ୍ରଭାବଶାଳୀ: ଭାରତରେ ହୋଇପାରେ ଉତ୍ପାଦନ

ନୂଆଦିଲ୍ଲୀ: ଋଷ ଟିକା ସ୍ପୁଟନିକ୍-ଭି ୯୧.୪ ପ୍ରଭାବଶାଳୀ ଜଣାପଡ଼ିଛି । ଭ୍ୟାକ୍ସିନର ଡୋଜ୍ ଦେବାର ୨୧ ଦିନ ପରେ ମିଳିଥିବା ତଥ୍ୟର ବିଶ୍ଳେଷଣ ପରେ ଏହା ସାମ୍ନାକୁ ଆସିଛି । ଋଷ କରୋନା ଭ୍ୟାକ୍ସିନ୍ ସ୍ପୁଟନିକ୍-ଭିକୁ ମଞ୍ଜୁରୀ ଦେବାରେ ପ୍ରଥମ ଦେଶ । ଟିକା ପ୍ରସ୍ତୁତ କରାଯାଇଥିବା କମ୍ପାନୀ…

ଆମେରିକାରେ ଦିଆଗଲା ପ୍ରଥମ କରୋନା ଟିକା, ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ନ୍ୟୁୟର୍କ: ଆମେରିକାରେ ଆଜି କରୋନା ଭାଇରସ୍ ଭ୍ୟାକସିନର ପ୍ରଥମ ଡୋଜ ଦିଆଯାଇଛି । ଏହା ପରେ ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ କରି ଆମେରିକା ଓ ସାରା ବିଶ୍ବର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଅନୁସାରେ ନ୍ୟୁୟର୍କରେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ଫାଇଜରର ପ୍ରଥମ କରୋନା ଭ୍ୟାକସିନ୍ ଦିଆଯାଇଛି ।…

ଗୁଗୁଲ୍ ଓ ୟୁଟ୍ୟୁବ ସେବା ଠପ୍ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମେମେସ୍

ଭୁବନେଶ୍ୱର: ଗୁଗୁଲ୍ ଓ ୟୁଟ୍ୟୁବ ସେବା ଏକାଧିକ ସ୍ଥାନରେ ସୋମବାର ଦିନ ଠପ୍ ହୋଇଯାଇଥିଲା। ଯାହା ପରେ ସୋସିଆଲ ମିଡ଼ିଆ ୟୁଜର୍ସ ମାନେ ନିଜ ଭାବାବେଗକୁ ଟ୍ୱିଟରରେ ମଜାଦାର ମେମେସ୍ ଓ ଜୋକ୍ସ ମାଧ୍ୟମରେ ଶେୟାର କରିଛନ୍ତି।…

ପୋଷା କୁକୁରକୁ ଝିଅ କରିବା ସହ ସାଙ୍ଗିଆ ମଧ୍ୟ ଦେଲେ ମହାରାଷ୍ଟ୍ର ଦମ୍ପତି

ମୁମ୍ବାଇ: ମହାରାଷ୍ଟ୍ରର ଏକ ଦମ୍ପତି ତାଙ୍କ ପୋଷା କୁକୁରକୁ ଝିଅର ମାନ୍ୟତା ଦେବା ସହ ନିଜର ସାଙ୍ଗିଆ ମଧ୍ୟ ଦେଇଛନ୍ତି । କୁକୁରର ନାମ ଲକି ରାହୁଲ କୁଲକର୍ଣ୍ଣି ରଖାଯାଇଛି । ସୋମବାର ଲକି ମାଆ ହେବା ଖବର ଜଣାପଡିବା ପରେ ଏଥିନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ ବନ୍ଧୁବାନ୍ଧବଙ୍କୁ…

ଆଇଆଇଟି ମାଡ୍ରାସରେ କରୋନାର କାୟା ବିସ୍ତାର, ବନ୍ଦ ହେଲା ଇନଷ୍ଟିଚ୍ୟୁଟ

ଚେନ୍ନାଇ: ତାମିଲାନାଡୁ ରାଜଧାନୀ ଚେନ୍ନାଇ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ମାଡ୍ରାସରେ କରୋନା ତାର କାୟା ବିସ୍ତାର କରିଛି । ରିପୋର୍ଟ ମୁତାବକ ଏଠାରେ ୧୦୦ରୁ ଊର୍ଦ୍ଧ୍ୱ ଘଟଣା ସମ୍ମୁଖକୁ ଆସିବା ପରେ ପ୍ରଶାସନ ଚିନ୍ତାରେ ପଡିଯାଇଛି । ଅଧିକାଂଶ ଛାତ୍ର ଏଥିରେ ଆକ୍ରାନ୍ତ…

ଭାରତରେ ୟୁଟ୍ୟୁବ ଓ ଜିମେଲ୍ ସେବା ଠପ୍; ଚିନ୍ତାରେ ୟୁଜର୍ସ

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବ ଓ ଜିମେଲ୍ ସେବ ଠପ୍ ହୋଇଯାଇଛି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ୟୁଜର୍ସ। ଆଉଟେଜ ମନିଟରିଂ ଓ୍ବେବସାଇଟ ଡାଉନଡିଟେକଟର ଅନୁଯାୟୀ, ପ୍ରାୟ ୫୪ ପ୍ରତିଶତ ଲୋକ ୟୁଟ୍ୟୁବ୍ ଖୋଲିବାକୁ ଅସମର୍ଥ ବୋଲି ଅଭିଯୋଗ କରିଛନ୍ତି।…

ଫେବ୍ରୁଆରି ୧୧ ଯାଏଁ ଚଣ୍ଡୀଗଡରେ ହୁକ୍କା ବାର୍ ବ୍ୟାନ୍

ଚଣ୍ଡୀଗଡ: କରୋନା ପରିସ୍ଥିତିରେ ଆଶାନୁରୂପ ସୁଧାର ଆସିନଥିବାରୁ ଚଣ୍ଡୀଗଡରେ ହୁକ୍କା ଉପରେ ନିଷେଧାଦେଶକୁ ବୃଦ୍ଧି କରିିଛି ପ୍ରଶାସନ । ଆସନ୍ତା ଫେବ୍ରୁଆରି ୧୧ ଯାଏଁ ସହରର ସବୁ ହୁକ୍କା ବାର୍ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ଆଗରୁ ଚଣ୍ଡୀଗଡରେ ହୁକ୍କା ବାର୍‌କୁ…

ବିଭିନ୍ନ ଦେଶରୁ ଗୁପ୍ତ ତଥ୍ୟ ଚୋରି କରୁଛି ଚାଇନା କମ୍ୟୁନିଷ୍ଟ ପାର୍ଟି

ନୂଆଦିଲ୍ଲୀ: ଚାଇନା କମ୍ୟୁନିଷ୍ଟ ପାର୍ଟି (ସିସିପି) ବିଭିନ୍ନ ଦେଶରେ ଗୁପ୍ତ ତଥ୍ୟ ଚୋରି କରିବା ପାଇଁ ରଚିଥିବା ଷଡଯନ୍ତ୍ର ପର୍ଦ୍ଦାଫାଶ୍ ହୋଇଛି । ସିସିପି ସଦସ୍ୟମାନେ ବ୍ୟାଙ୍କ, ପ୍ରତିରକ୍ଷା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ କାର୍ଯ୍ୟ କରି ଡାଟା ଚୋରି କରି ଚାଇନାକୁ ଯୋଗାଉଥିଲେ ।…