Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆପଣ ଜାଣିଛନ୍ତି କେଉଁ ଦେଶ ନିଜର ସବୁ ନାଗରିକଙ୍କୁ ମାଗଣାରେ କରୋନା ଟିକା ଦେବ

୨୦୨୧ ସୁଦ୍ଧା ଆସିଯିବ କରୋନା ଟିକା । ବିଭିନ୍ନ କମ୍ପାନି ଜୋରସୋରରେ ଏହି ଚେଷ୍ଟା ଚଳାଇଛନ୍ତି । କେତେକ ଦେଶ ତ ଟିକା ପ୍ରଦାନର ବ୍ୟବସ୍ଥା ମଧ୍ୟ କରିଦେଲେଣି । ବିଶ୍ୱର ସବୁ ଲୋକଙ୍କୁ କରୋନା ଟିକା ଦେବା ଏତେ ସହଜ ନୁହେଁ । ଏହା ଭିତରେ ସିଙ୍ଗାପୁର ସରକାର ଘୋଷଣା କରିଛନ୍ତି, ସବୁ ନାଗରିକଙ୍କୁ…

୪୪୦ କୋଟି ଟଙ୍କାର ଆଇଫୋନ୍ ଲୁଟ୍‌ !

କୋଲାର: କର୍ଣ୍ଣାଟକର କୋଲାର୍‌ ଜିଲ୍ଲାରେ ଥିବା ଏକ ମୋବାଇଲ ଫୋନ୍‌ ଆସେମ୍ବଲିଂ ପ୍ଲାଣ୍ଟରୁ ୪୪୦ କୋଟି ଟଙ୍କାର ଆଇଫୋନ‌ ଲୁଟ୍ ଓ ଭଙ୍ଗାରୁଜା ହୋଇଥିବା ଅଭିଯୋଗ କରିଛନ୍ତି କମ୍ପାନି କର୍ତ୍ତୃପକ୍ଷ । ବକେୟା ଦରମା ପ୍ରଦାନ ଦାବିରେ ଗତ ଶନିବାର ଏହି ପ୍ଲାଣ୍ଟରେ ଦେଖା ଦେଇଥିଲା ଶ୍ରମିକ ଅଶାନ୍ତି ।…

ତାମିଲନାଡୁ: ଆଗାମୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କମଲ ହାସନଙ୍କ ଘୋଷଣା

ଚେନ୍ନାଇ: ତାମିଲନାଡୁରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କମଲ ହାସନ (ଏମଏନଏମ) ମୁଖ୍ୟ କହିଛନ୍ତି ଯେ ସେ ଖୁବ ଶୀଘ୍ର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କହିଛନ୍ତି ଯେ ସେ କେଉଁ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେ ନେଇ ଖୁବ୍ ଶୀଘ୍ର ସେ…

୨୦୧୫-୧୯ରେ ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ବୃଦ୍ଧି ପାଇଛି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ପିଲାମାନଙ୍କର ସ୍ୱାସ୍ଥ୍ୟ ପରିସଂଖ୍ୟାନ ଏବେ ଚିନ୍ତାଜନକ ପରିସ୍ଥିତି ଦେଇ ଗତି କରୁଛି। ଡିସେମ୍ବର ୧୨ ରେ ପ୍ରକାଶିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ଯେ ଦେଶର ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା…

୪ ଦିନିଆ ଭାରତ ଗସ୍ତରେ ବ୍ରିଟେନ୍‌ ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ୍‌

ନୂଆଦିଲ୍ଲୀ: ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ୍‌ ସୋମବାର ଦିନ ଚାରି ଦିନିଆ ଗସ୍ତ ପାଇଁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ସେ ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ…

ମହାମାରୀକୁ ନେଇ ବିଲ୍‌ ଗେଟ୍‌ସଙ୍କ କଡା ଚେତାବନୀ; ଆଗାମୀ ଦିନରେ କରୋନା ଉଗ୍ର ରୂପ ଧାରଣ କରିପାରେ

ୱାଶିଂଟନ୍: ପରବର୍ତ୍ତୀ ଚାରିରୁ ଛଅ ମାସ କରୋନା ମହାମାରୀ ଆହୁରି ଉଗ୍ର ରୂପ ନେଇପାରେ ବୋଲି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚେତାବନୀ ଦେଇଛନ୍ତି। ତାଙ୍କ ସଂଗଠନ (ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍) କରୋନା ଟିକା ବିକାଶ ଏବଂ ଯୋଗାଣ ପ୍ରୟାସରେ ସହଯୋଗ କରୁଛି। ନିକଟ…

ହିମାଚଳପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ ଗାଡି ହାଇଦ୍ରାବାଦ ନିକଟରେ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ

ତେଲଙ୍ଗାନା: ହିମାଚଳପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ କାର ଆଜି ସକାଳେ ହାଇଦ୍ରାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହାଇଦ୍ରାବାଦରୁ ନାଲଗୋଣ୍ଡା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।…

ଆମେରିକା କୋର୍ଟ; ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତାହୱୁର ରାଣାଙ୍କ ଜାମିନ ଆବେଦନ ଖାରଜ

ୱାଶିଂଟନ୍: ମୁମ୍ବାଇ ଆକ୍ରମଣରେ ପଳାତକ ଘୋଷିତ ପାକିସ୍ତାନୀ ମୂଳ କାନାଡିୟ ବ୍ୟବସାୟୀ ତାହୱୁର ରାଣାଙ୍କ ଜାମିନ ଆବେଦନକୁ ଆମେରିକା କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ୫୯ ବର୍ଷିୟ ରାଣାଙ୍କୁ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ହେତୁ ଭାରତର ପ୍ରତ୍ୟର୍ପଣ ଅନୁରୋଧରେ ୧୦ ଜୁନରେ…

ହ୍ୱାଇଟ୍ ହାଉସ ଷ୍ଟାଫଙ୍କୁ ପ୍ରଥମେ ମିଳିବନି କରୋନା ଟିକା: ଟ୍ରମ୍ପ

ଓ୍ୱାଶିଂଟନ୍: ଆମେରିକାରେ ଆରମ୍ଭ ହୋଇଛି କରୋନା ଟିକାକରଣ ପ୍ରକ୍ରିୟା । ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି । ତେବେ ହ୍ୱାଇଟ୍ ହାଉସ୍ ଷ୍ଟାଫଙ୍କୁ ପ୍ରଥମେ ଟିକା ମିଳିବ ନାହିଁ । ଏକଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ୍ ହାଉସ୍ ପକ୍ଷରୁ ମିଳିଥିବା…

ଦିଲ୍ଲୀ ସୀମାରୁ ବିରୋଧୀ ଚାଷୀଙ୍କୁ ହଟାଇବା ମାମଲା: ସୁପ୍ରିମକୋର୍ଟରେ ୧୬ ରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ବିରୋଧ କରୁଥିବା ଚାଷୀଙ୍କୁ ହଟାଇବା ପାଇଁ ନୂତନ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ତେବେ ୧୬ ଡିସେମ୍ବରରେ ଏହି ମାମଲାର ଶୁଣାଣି ହେବ ବୋଲି ସୂତ୍ରରୁ ପ୍ରକାଶ। ସୁପ୍ରିମକୋର୍ଟ ୱେବସାଇଟ୍ ଅନୁଯାୟୀ ମୁଖ୍ୟ ନ୍ୟାୟଧୀଶ ଏସ୍ଏ…