Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାଙ୍ଗିଥିଲେ ଗୋଟିଏ, ନିର୍ମାଣ କଲେଣି ୯୦ ମସଜିଦ୍

ଭୁବନେଶ୍ୱର: ଦିନେ ସେ ସାଜିଥିଲେ ବିଶ୍ୱ ହିନ୍ଦୁ ପରିଷଦର ଦୃଢ ସମର୍ଥକ । ଭାଙ୍ଗିଥିଲେ ବାବ୍ରି ମସଜିଦ୍ । ଏଠି ଆମେ ହରିୟାଣା ବାସିନ୍ଦା ବଲବୀର ସିଂଙ୍କ କଥା ଉଲ୍ଲେଖ କରିଛୁ । ହେଲେ ଆଜି ବଲବୀର ସାଜିଛନ୍ତି ଇସଲାମ ଧର୍ମର ପ୍ରଚାରକ ତଥା ସମର୍ଥକ । ନୂଆ ପରିଚୟ ମହମ୍ମଦ ଆମିର ଭାବେ ସେ ନିର୍ମାଣ…

ଦେଶରେ ପ୍ରତ୍ୟେକ ପ୍ରାନ୍ତରେ ଟିକା ପହଞ୍ଚାଇବାକୁ ପ୍ରସ୍ତୁତ ହେଉଛନ୍ତି ବାୟୁସେନା!

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ଶୀଘ୍ର ଆସିପାରେ। ଏଥିପାଇଁ ଏକ ବଡ଼ ଧରଣର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଯଥାଶୀଘ୍ର ଲୋକଙ୍କୁ ଏହି ଟିକା କିପରି ପହଞ୍ଚାଯିବ ସେନେଇ ସରକାର ବିଚାର କରୁଛନ୍ତି। ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ, ଭାରତୀୟ ବାୟୁସେନା ମଧ୍ୟ ଏଥିପାଇଁ ଅଣ୍ଟା ସଳଖିଲାଣି।…

କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ; ନିଷ୍ପତ୍ତି ନଆସିବା ଯାଏ କାର୍ଯ୍ୟ ଆରମ୍ଭ ନକରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପର କାର୍ଯ୍ୟକୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ବାସ୍ତବରେ ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଏହାପୂର୍ବରୁ ସୁପ୍ରିମକୋର୍ଟ କାର୍ଯ୍ୟ ଆରମ୍ଭରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ ନୂତନ ସଂସଦ ଗୃହର ଭିତ୍ତି…

ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ସୈନ୍ୟବାହିନୀଙ୍କ ସମ୍ମାନାର୍ଥେ ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଲେ ପିଏମ୍‌…

ନୂଆଦିଲ୍ଲୀ: ଦେଶର ସୀମା ସୁରକ୍ଷିତ କରିବାରେ ସର୍ବଦା ବ୍ୟସ୍ତ ଥିବା ସୈନ୍ୟବାହିନୀଙ୍କ ସମ୍ମାନାର୍ଥେ ଆଜି ସଶସ୍ତ୍ର ବାହିନୀ ପତାକା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଦେଶର ବହୁ ବରିଷ୍ଠ ନେତା ଏହି ଅବସରରେ ସେନାଙ୍କୁ…

ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭର୍ଚୁଆଲ୍ ମାଧ୍ୟମରେ ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଉଦଘାଟନ କରିଛନ୍ତି। ଦୁଇଟି କରିଡର ସହିତ ଏହି ପ୍ରକଳ୍ପ ପର୍ଯ୍ୟଟକମାନଙ୍କୁ ସାହାଯ୍ୟ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ତାଜମହଲ, ଆଗ୍ରା ଦୁର୍ଗ, ସିକଚନ୍ଦ୍ର ପରି…

ଗୁଜୁରାଟରେ ସାମାନ୍ୟ ଭୂକମ୍ପ ଅନୁଭୂତ; କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଗୁଜୁରାଟର ଗିର୍ ସୋମନାଥ ଜିଲ୍ଲାରେ ୧.୭ ରୁ ୩.୩ ତୀବ୍ରତା ମଧ୍ୟରେ ୧୯ ଟି ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି କିମ୍ବା ଧନସମ୍ପତ୍ତି ନଷ୍ଟ ହୋଇନଥିବା ସୂଚନା ମିଳିଛି। ଗାନ୍ଧିନଗର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍…

ଆସନ୍ତାକାଲି କୃଷକଙ୍କ ଭାରତ ବନ୍ଦ ଡାକରାକୁ ଖୋଲାଖୋଲି ସମର୍ଥନ ଜଣାଇଲେ ସିଏମ୍‌ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଷୀଙ୍କ ପ୍ରତିବାଦ ଜାରି ରହିଛି। ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିନ୍ଧୁ ସୀମାରେ ପହଞ୍ଚିଛନ୍ତି। ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଏଠାରେ ଅନୁଷ୍ଠିତ ହେବାକୁ ଥିବା କୃଷକ ଭାରତ ବନ୍ଦ ଡାକରା ସମର୍ଥନ କରିବାକୁ ଘୋଷଣା କରିଛନ୍ତି।…

କାନପୁରରେ ସ୍ପୁଟିନିକ୍‌-ଭିର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ; ୧୩ ସ୍ୱ‌େଚ୍ଛାସେବୀଙ୍କୁ ଦିଆଗଲା ଟିକା

ନୂଆଦିଲ୍ଲୀ: କରୋନା ସଙ୍କଟକୁ ଦୂର କରିବା ପାଇଁ ଦେଶରେ କ୍ରମାଗତ ଭାବରେ କରୋନା ଟିକା ପରୀକ୍ଷଣ ଚାଲିଛି। ଉତ୍ତରପ୍ରଦେଶର କାନପୁରରେ ଋଷିଆର ସ୍ପୁଟିନିକ୍‌-ଭି ଟିକା ପରୀକ୍ଷା କରାଯାଇଛି। କାନପୁରର ଜିଏସଭିଏମ ମେଡିକାଲ କଲେଜରେ ସ୍ପୁଟନିକ-ଭି ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପରୀକ୍ଷା…

ନାର୍କୋ ଆତଙ୍କବାଦ ଅଭିଯୋଗରେ ଦିଲ୍ଲୀରୁ ପାଞ୍ଚ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଶାକରପୁରରେ ଏନକାଉଣ୍ଟର ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏହି ପାଞ୍ଚ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏଥି ସହ ଦିଲ୍ଲୀ ପୋଲିସ ମଧ୍ୟ ଏହି ଆତଙ୍କବାଦୀଙ୍କ ନିକଟରୁ…

ଆଜି ଆଗ୍ରା ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିବେ। ଏହି ଉଦ୍‌ଘାଟନୀ ଉତ୍ସବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ଏହି ଉନ୍ମୋଚନ ପ୍ରଥମେ ଡିସେମ୍ବର ୧ ରେ ଧାର୍ଯ୍ୟ…