Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ରଖିଛି ଭାରତ; ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ କରିବାକୁ ଭାରତ ସମଗ୍ର ଇକୋସିଷ୍ଟମକୁ ମଜବୁତ କରୁଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଶନିବାର ଏହା କହିଛନ୍ତି। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି…

ରାକ୍ଷୀ ସାୱନ୍ତଙ୍କ ଶେଯ ସଜାଡିଲେ ସଲମାନ୍ !

ମୁମ୍ବାଇ: ସତରେ, ଟିଆର୍‌ପି ଚକ୍କରରେ ସଲମାନଙ୍କୁ କେତେ କ’ଣ କରିବାକୁ ପଡୁଛି । ଅଥଚ ଏଥିପାଇଁ ସେ କୋଟିକୋଟି ଟଙ୍କା ନେଉଛନ୍ତି । ବିଗ୍‌ବସ୍‌ର ରେଟିଂ ବଢାଇବା ପାଇଁ କେତେବେଳେ ବାଥରୁମ୍ ତ ପୁଣି କେତେବେଳେ ଶେଯ ବି ସଜାଡିବାକୁ ସେ ପଛାଉନାହାନ୍ତି । କିଛି ଏଭଳି ଡ୍ରାମା ନେଇ ପୁଣିଥରେ…

ରେକର୍ଡ ଭାଙ୍ଗିଲା କେଜିଏଫ-୨ ଟିଜର୍‌

ହାଇଦ୍ରାବାଦ: ୟଶ ଓ ସଂଜୟ ଦତ୍ତଙ୍କ ଆଗାମୀ ଫିଲ୍ମ କେଜିଏଫ-୨ । ଦର୍ଶକଙ୍କ ମନକୁ ଆନ୍ଦୋଳିତ କରିବା ପାଇଁ ବାସ୍ ଏହି ଫିଲ୍ମର ଟାଇଟଲ୍ ହିଁ ଯଥେଷ୍ଟ । ନିକଟରେ ଏହି ଫିଲ୍ମର ଟିଜର୍ ବେଶ ଧମାକାଦାର ଅନ୍ଦାଜରେ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଥିଲା । ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଏହାର ଟିଜର୍ ଏକ…

କରୋନା ଟିକାକରଣକୁ ନେଇ ବଡ଼ ଘୋଷଣା; ଜାନୁଆରୀ ୧୬ ରୁ ଆରମ୍ଭ ହେବ ଦେଶବ୍ୟାପୀ ଟିକାକରଣ ଅଭିଯାନ

ନୂଆଦିଲ୍ଲୀ: କରୋନା ଟୀକାକରଣକୁ ନେଇ ବିଷୟରେ ଦେଶରେ ଏକ ବଡ଼ ଘୋଷଣା କରାଯାଇଛି। ଜାନୁଆରୀ ୧୬ ରୁ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହେବ। ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରାଥମିକତା ଦିଆଯିବ। ପ୍ରାରମ୍ଭରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା…

ଗୁଜରାଟର ପ୍ରୂ୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ ୯୪ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଗୁଜରାଟର ପ୍ରୂ୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ  ୯୪ ବର୍ଷ ବୟସରେ ପରଲୋକ ଘଟିଛି । ମାଧବ ସିଂ ସୋଲାଙ୍କିଙ୍କ ଜନ୍ମ ୩୦ ଜୁଲାଇ ୧୯୨୭ରେ ହୋଇଥିଲା । ତାଙ୍କ ଜନ୍ମ ଏକ କୋଲି ପରିବାରରେ ହୋଇଥିଲା । ସୋଲାଙ୍କିଙ୍କୁ କଂଗ୍ରେସର ଜଣେ ବଡ ନେତା ଭାବରେ ବିବେଚନା କରାଯାଉଥିଲା।…

ଭିନ୍ନକ୍ଷମଙ୍କ ପାଇଁ ଲାଗୁ ହେବନି ଫାସ୍‌ଟ୍ୟାଗ୍‌

ନୂଆଦିଲ୍ଲୀ: ଭିନ୍ନକ୍ଷମଙ୍କୁ ବଡ ଆଶ୍ୱସ୍ତି । ଦେବାକୁ ପଡିବନି କୌଣସି ଟୋଲ୍ ଫି । ଏପରିକି ଫାସ୍‌ଟ୍ୟାଗ୍ ବି ସେମାନଙ୍କ ପାଇଁ ଲାଗୁ ହେବନି । ହେଲେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି କେନ୍ଦ୍ର ସରକାର । ଦେଶସାରା ଥିବା ଜାତୀୟ ରାଜପଥରେ ମାଗଣା ଯାଆସ ପାଇଁ ଭିନ୍ନକ୍ଷମଙ୍କୁ ନିଜ ନାଁରେ…

କେନ୍ଦ୍ର ସରକାରଙ୍କୁ କେଜ୍ରିୱାଲ୍‌‌ଙ୍କ ଅପିଲ୍‌; ସମସ୍ତ ଦେଶବାସୀଙ୍କୁ ମାଗଣା ଟିକାକରଣ କରାଯାଉ

ନୂଆଦିଲ୍ଲୀ: ଜାନୁଆରୀ ଆରମ୍ଭରେ ଦେଶରେ ଦୁଇଟି କରୋନା ଟିକା ଅନୁମୋଦନ କରାଯାଇଛି। ଟୀକାକରଣ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେଣୁ ଟିକା ମୂଲ୍ୟକୁ ନେଇ ସମସ୍ତ ପ୍ରକାରର ଆକଳନ ଏବଂ ଚିନ୍ତା ମଧ୍ୟ ପ୍ରକାଶ କରାଯାଉଛି। ଏ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ…

ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ଚୀନ୍‌ ସେନା ଗିରଫ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଶୁକ୍ରବାର ସକାଳେ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଜଣେ ଚୀନ୍ ସୈନିକଙ୍କୁ ଧରାଯାଇଥିଲା। ପିପୁଲ୍ସ ଲିବରେସନ୍ ଆର୍ମିର ସ‌ୈନିକମାନେ ଭାରତୀୟ ସୀମା ମଧ୍ୟରେ ଥିବା ପାଙ୍ଗୋଙ୍ଗ ସୋ ହ୍ରଦର ଦକ୍ଷିଣ…

ଭାରତୀୟ ବଂଶୋଦ୍ଭବ ସାବ୍ରିନା ସିଂ ହେଲେ ହ୍ୱାଇଟ୍ ହାଉସ୍‌ର ଡେପୁଟି ପ୍ରେସ ସେକ୍ରେଟାରୀ

ୱାଶିଂଟନ୍: ଭାରତୀୟ-ଆମେରିକୀୟ ସାବ୍ରିନା ସିଂ ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତିଙ୍କ ପାଇଁ ହ୍ୱାଇଟ୍ ହାଉସରେ ଡେପୁଟି ପ୍ରେସ ସେକ୍ରେଟାରୀ ଭାବରେ କାର୍ଯ୍ୟ କରିବେ। ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସଙ୍କ ପାୱାର…

ଆମେରିକା ଆମର ସବୁଠାରୁ ବଡ ଶତ୍ରୁ; ରାଷ୍ଟ୍ରପତି କିମ୍‌ ଜ‌ୋଙ୍ଗ୍‌ ଉନ୍

ନୂଆଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌ ଉନ୍ କହିଛନ୍ତି ଯେ ଆମେରିକା ଆମର ସବୁଠାରୁ ବଡ ଶତ୍ରୁ। ଉନ୍ନତ ଆଣବିକ ଅସ୍ତ୍ରଶସ୍ତ୍ରର ବିକାଶ ପାଇଁ ଆମେ ପ୍ରୟାସକୁ ଜୋରଦାର କରିବା ଉଚିତ ବୋଲି ସେ କହିଛନ୍ତି। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାରେ…