Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂଆ ପାର୍ଟି ଗଠନ କରିବେ ରଜନୀକାନ୍ତ, ଡିସେମ୍ବର ୩୧ରେ ଘୋଷଣା

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତ ନୂତନ ରାଜନୈତିକ ପାର୍ଟି କରିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି । ୩୧ ଡିସେମ୍ବରରେ ଏ ନେଇ ଔପଚାରିକତା ପୂରଣ କରାଯିବ ବୋଲି ସେ କହିଛନ୍ତି । ବର୍ଷେ ତଳେ କମଳା ହାସନଙ୍କ ସହ ମିଶି ପାର୍ଟି ଗଠନ କରିବା ନେଇ ରଜନୀକାନ୍ତ ରାଜି ହୋଇଥିଲେ ।…

ପାକିସ୍ତାନରେ ରହୁଛି ଟ୍ରମ୍ପଙ୍କ ଝିଅ, ଭିଡିଓ ଭାଇରାଲ୍

ଭୁବନେଶ୍ୱର: ମିଥ୍ୟା ବୟାନ ପାଇଁ ବେଶ ଜଣାଶୁଣା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିକଟରେ ଡୋନାଲ୍ଡ ଜୋ ବାଇଡେନ୍‌ଙ୍କଠାରୁ ପରାସ୍ତ ହୋଇ ରାଷ୍ଟ୍ରପତି ପଦବୀ ହରାଇଥିଲେ । ହେଲେ ଏବେ ଟ୍ରମ୍ପଙ୍କ ସଂପର୍କିତ ପାକିସ୍ତାନର ଏକ ପୁରୁଣା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍…

ବର୍ଷକୁ କେତେ ଆୟ କରନ୍ତି ପାୱାର କପଲ୍ ବିରାଟ୍ ଓ ଅନୁଷ୍କା ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ବହୁଚର୍ଚ୍ଚିତ ଦମ୍ପତ୍ତି ତାଲିକାରେ ସାମିଲ ଅଛନ୍ତି ବିରାଟ ଓ ଅନୁଷ୍କା । ଜଣେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଭିନେତ୍ରୀ ତ ଆଉ ଜଣେ ବିଶ୍ୱ କ୍ରିକେଟର ଅଭିନ୍ନ ଅଙ୍ଗ । ନିଜନିଜ କ୍ଷେତ୍ରରେ ଦୁହିଁଙ୍କ ଭୂମିକା ହିଁ ତାଙ୍କୁ ପାୱାର୍ କପଲ୍‌ର ଆଖ୍ୟା ଦେଇଛି ।…

ଘୋଷଣା ହେଲା ଭାରତର ଶ୍ରେଷ୍ଠ ୧୦ ପୋଲିସ ଥାନା, ସ୍ଥାନ ପାଇଲାନି ଓଡିଶା

ଭୁବନେଶ୍ୱର: ଭାରତର ସରକାରଙ୍କ ପକ୍ଷରୁ ୨୦୨୦ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ୧୦ ଟି ପୋଲିସ ଥାନାର ତାଲିକା ଘୋଷଣା ହୋଇଛି । ପ୍ରଥମ ସ୍ଥାନରେ ରହିଛି ମଣିପୁରର ଥୋବାଲ ଜିଲ୍ଲାର ନନପୋକ ସେକ୍ ମାଇ ଥାନା । ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଥାନାଗୁଡିକ ମଧ୍ୟରେ ରହିଛି ତାମିଲନାଡୁର ସୁରମଙ୍ଗଳମ୍…

ଆରପାରିରେ ଏମଡିଏଚ ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀ

ଦିଲ୍ଲୀ: ଆରପାରିରେ ଏମଡିଏଚ ମସଲା ବ୍ରାଣ୍ଡ 'ଏମଡିଏଚ'ର ମାଲିକ ଧର୍ମପାଲ ଗୁଲାଟୀ। ୯୮ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ ସୁଦ୍ଧା ମାତ୍ର ସେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।…

ରାସ୍ତାରେ ହେଲା ଟଙ୍କା ବର୍ଷା; ନିଜ କାମ ଛାଡି ଟଙ୍କା ଉଠାଇବାରେ ଲାଗିପଡିଲେ ଲୋକେ

ସାଣ୍ଟା କେଟ୍ରିନା: ରାସ୍ତା ଉପରେ ହେଲା ଟଙ୍କା ବର୍ଷା । ବିଡାବିଡା ଟଙ୍କା ରାସ୍ତାରେ ପଡିଥିଲା । ଯିଏ ପାରିଲା ଗୋଟାଇବାରେ ଲାଗିଲା । ଏଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ବ୍ରାଜିଲର ସାଣ୍ଟା କେଟ୍ରିନା ଅଞ୍ଚଳରେ। ସୂଚନାନୁସାରେ, ଏଠାରେ ପ୍ରାୟ ୨୪ ରୁ ଅଧିକ ବ୍ୟାଙ୍କ ଲୁଟେରା ମିଶି…

କେନ୍ଦ୍ର ସରକାରଙ୍କୁ ଏମିତି ଚରମ ଚେତାବନୀ ଦେଇଛନ୍ତି ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ଆନ୍ଦୋଳନ ନେଇ ଆଲୋଚନା ଟେବୁଲରେ କେନ୍ଦ୍ର ସରକାର । ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନକାରୀ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା ଚାଲିଛି। ଆସନ୍ତାକାଲି ପୁଣି ଆଲୋଚନା ରହିଛି। ତାପୂର୍ବରୁ ସରକାରଙ୍କ ଚରମବାଣୀ ଶୁଣାଇଛନ୍ତି ଚାଷୀ। ଚାଷୀଚେତେଇ ଦେଇଛନ୍ତି, କୃଷି…

ଆସନ୍ତା ସପ୍ତାହରୁ ରୁଷିଆରେ ଗଣଟିକାକରଣ, ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ମସ୍କୋ: କରୋନା ଲଢେ଼ଇ ଭିତରେ ଗୋଟିଏ ପରେ ଗୋଟିଏ ଖୁସି ଖବର। ଏବେ ଖୁସି ଖବର ଦେଇଛି ଋଷ୍। ଆସନ୍ତା ସପ୍ତାହରୁ ରୁଷିଆରେ ଆରମ୍ଭ ହେବ ଟିକାକରଣ ଅଭିଯାନ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ଇଂଲଣ୍ଡ ଓ ଋଷିଆରେ ଏକାସଙ୍ଗେ ଆରମ୍ଭ ହେବ ଟିକାକରଣ। ଆସନ୍ତା କିଛି…

ଦେଶର ପ୍ରତିଷ୍ଠିତ କମ୍ପାନୀ ଶୁଦ୍ଧ ମହୁ ବିକୁ ନାହାନ୍ତି : ସିଏସଇ ରିପୋର୍ଟ

ନୂଆଦିଲ୍ଲୀ:ସେଂଟର ଫର ସାଇନ୍ସ ଆଣ୍ଡ ଏନଭରମେଂଟ (ସିଏସଇ) ବୁଧବାର ଚାଂଚଲ୍ୟକର ରିପୋର୍ଟ ପ୍ରଦାନ କରିଛି । ଏହି ରିପୋର୍ଟ ଅନୁସାରେ ଦେଶର ପ୍ରତିଷ୍ଠିତ ୧୩ଟି ବ୍ରାଣ୍ଡ ଶୁଦ୍ଧ ମହୁ ବିକ୍ରି କରୁ ନାହାନ୍ତିି । ଏଥିରେ ଚିନି ମିଶୁଛି । କେବଳ ୩ଟି ବ୍ରାଣ୍ଡ ଅନ୍ତର୍ଜାତୀୟସ୍ତରର ମାନଦଣ୍ଡକୁ ପୂରଣ…

ରାଷ୍ଟ୍ର ଗାନ ଜନ ଗଣ ମନକୁ ପରିବର୍ତନ କରିବା ପାଇଁ ଦାବୀ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ର ଗାନ ଜନ ଗଣ ମନକୁ ପରିବର୍ତନ କରିବା ପାଇଁ ବିଜେପି ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ସେ କହିଛନ୍ତି ୧୯୪୯ ନଭେମ୍ବର ୨୬ରେ ବିନା ଭୋଟିଂରେ ଜନ ଗନ ମଣକୁ ସ୍ୱୀକୃତି ମିଳିଥିଲା । ସେ ସମୟରେ ଆବଶ୍ୟକ ପଡିଲେ…