Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଇଡେନ୍‌ଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ ହେବା କଥାକୁ ନେଇ କଣ କହିଲେ ଓବାମା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନେତୃତ୍ୱରେ ପୋର୍ଟଫୋଲିଓରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଅଂଶଗ୍ରହଣ ଜୋରସୋରରେ ଚାଲିଛି। ଓବାମା, ବାଇଡେନ୍‌ଙ୍କ କ୍ୟାବିନେଟରେ ଅଂଶଗ୍ରହଣ କରିବେ କି ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି? ଏହି ପ୍ରଶ୍ନ ଉପରେ ଆମେରିକାର…

ସାଉଦି ଆରବର ବଡ଼ ଘୋଷଣା; ଦେଶର ନାଗରିକ ଏବଂ ପ୍ରବାସୀଙ୍କୁ ମାଗଣା ଦିଆଯିବ କରୋନା ଟୀକା

ନୂଆଦିଲ୍ଲୀ: ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ୭୦ ପ୍ରତିଶତ ନାଗରିକ ଏବଂ ପ୍ରବାସୀମାନଙ୍କୁ ସଂକ୍ରମଣ ରୋକିବା ପାଇଁ ମାଗଣା ଟୀକାକରଣ କରିବାକୁ ଘୋଷଣା କରିଛି। ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ଶେଷ ସୁଦ୍ଧା ଟୀକାକରଣର ଲକ୍ଷ୍ୟ ପୂରଣ ହେବ ବୋଲି ଅଧିକାରୀମାନେ ଆଶା କରୁଛନ୍ତି।…

ମହିଳା ଅପରାଧ ବୃଦ୍ଧି ମାମଲ‌ାରେ ଇମ୍ରାନ ସରକାରଙ୍କ କଠୋର ଆଭିମୁଖ୍ୟ ଗ୍ରହଣ; ବଳାତ୍କାର ଦୋଷୀଙ୍କୁ କରାଯିବ ନପୁଂସକ

ଇସଲାମାବାଦ: ମଙ୍ଗଳବାର ଦିନ ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ଦାବି କରାଯାଇଛି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ନିୟମକୁ ଅନୁମୋଦନ ଦେଇଛନ୍ତି ଯେଉଁଥିରେ ରାସାୟନିକ ଶକ୍ତି ବଳରେ ବଳାତ୍କାର ଦୋଷୀଙ୍କୁ ନପୁଂସକ କରିବା ଏବଂ ଯୌନ ଉତ୍ପୀଡ଼ନ ମାମଲାରେ ଶୀଘ୍ର ଶୁଣାଣିକୁ…

ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ଏଲନ୍‌ ମସ୍କ ହେଲେ ବିଶ୍ୱର ଦ୍ୱିତୀୟ ବଡ ଧନୀ

ନୂଆଦିଲ୍ଲୀ: ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ହୋଇଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଏଲନ୍‌ଙ୍କ ସମ୍ପତ୍ତି ୧୨୮ ବିଲିୟନ ଡଲାର। ଯାହା ପ୍ରାୟ ୯.୪୭ କୋଟି। ବିଲ୍ ଗେଟ୍ସଙ୍କୁ ପଛରେ ପକାଇ ଏଲନ୍‌ ମସ୍କ ବିଶ୍ୱ ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ…

ଦେଶରେ ୯୨ ଲକ୍ଷ ଟପିଲା କରୋନା ସଂକ୍ରମଣ, ଲକ୍ଷେ ୩୪ ହଜାର ମୃତ

ନୂଆଦିଲ୍ଲୀ: ଦୀପାବଳି ପରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଅଚାନକ ଭାବରେ ବୃଦ୍ଧି ପାଉଛି । ପଜିଟିଭିଟି ରେଟ୍ ପୁଣି ଥରେ ବଢିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୪ ହଜାର ୩୭୬ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୨ଲକ୍ଷ ୨୨ହଜାର ୨୧୭କୁ ବୃଦ୍ଧି ପାଇଛି ।…

ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ‘ନିଭାର’, ଆଜି ରାତିରେ ଲ୍ୟାଣ୍ଡଫଲ୍

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ବାତ୍ୟା ନିଭାର । ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରିଛି । ଗତ ୬ ଘଣ୍ଟା ହେବ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଆଗକୁ ବଢୁଛି । ଆଗାମୀ ୧୨ ଘଣ୍ଟାରେ ନିଭାର ଅଧିକ ଘନୀଭୂତ ହୋଇ…

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଥିବା ତାଙ୍କ ପୁଅ ଫେଜଲ ପଟେଲ ସୂଚନା ପ୍ରଦାନ କରିଛନ୍ତି। ଏକ ଟ୍ୱିଟ ଯୋଗେ ସେ ଜଣାଇଛନ୍ତି ଯେ, "ଗୁଜରାଟର ରାଜ୍ୟସଭା ସାଂସଦ ଆଜି ସକାଳ ୩.୩୦ ସମୟରେ ମୃତ୍ୟୁ ବରଣ କରିଛନ୍ତି। ‘ମୁଁ ବହୁତ ଦୁଃଖର ସହିତ…

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାଁରେ ହେବ ଅଯୋଧ୍ୟା ଏୟାରପୋର୍ଟ

ଲକ୍ଷ୍ନୌ: ଅଯୋଧ୍ୟା ଏୟାରପୋର୍ଟର ନାଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ହେବ । ବିମାନବନ୍ଦରକୁ ଅନ୍ତର୍ଜାତୀୟସ୍ତରର କରାଯିବ । ଉତ୍ତରପ୍ରଦେଶରେ ଯୋଗୀ କ୍ୟାବିନେଟ୍ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏସମ୍ପର୍କିତ ପ୍ରସ୍ତାବ ଉପରେ ଆଜି ମୋହର ମାରିଛି ରାଜ୍ୟ…

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକା ବଣ୍ଟନ ଉପରେ ୩ଟି କଥା କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକାକୁ ନେଇ ଓଡ଼ିଶାର ରୋଡ ମ୍ୟାପ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ଟିକା ବଣ୍ଟନ ନେଇ ଓଡ଼ିଶାରେ ଏକ ସିଷ୍ଟମ ପ୍ରସ୍ତୁତ ରହିଛି। ଟିକା ଆସିଲେ କେଉଁ ମାନଙ୍କୁ ପ୍ରାଥମିକତା ଦିଆଯିବ ସେକଥା କହିଥିଲେ…

ପିମ୍ପୁଡି ବସାରେ ନିଆଁ ଲଗାଇବାକୁ ଯାଇ ଜଳିଗଲେ ଯୁବତୀ

ଚେନ୍ନାଇ: ପିମ୍ପୁଡିଙ୍କୁ ତଡିବାକୁ ଯାଇ ପ୍ରାଣ ହରାଇଲେ ଜଣେ ସଫ୍ଟୱେୟାର ଇଂଜିନିଅର । ମହଙ୍ଗା ପଡିଥିଲା ପିମ୍ପୁଡି ବସାରେ ନିଆଁ ଲଗାଇବା । ପିମ୍ପୁଡି ତ ଗଲେନି ବରଂ ଅବେଳାରେ ଉଡିଗଲା ଜଣେ ୨୭ ବର୍ଷୀୟ ଯୁବତୀଙ୍କ ପ୍ରାଣବାୟୁ । ଚେନ୍ନାଇର ସୋଲିଙ୍ଗାନାଲୁରର ଏକ ଆଇଟି ସଂସ୍ଥାରେ କାମ…