Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭିଣୋଇ ସହ ଚାଟିଂ କରୁଥିଲା ଭଉଣୀ, ଗୁଳିମାଡ କଲା ଭାଇ !

ନୂଆଦିଲ୍ଲୀ: ଦିଲ୍ଲୀରେ ଭଉଣୀକୁ ଗୁଳିମାଡ କଲା ଭାଇ । ଗୁରୁବାର ୱେଲକମ୍ ଅଂଚଳରେ ଘଟିଥିବା ଏହି ଘଟଣାରେ ଆହତ ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲାବେଳେ ଗୁଳିମାଡ କରିଥିବା ଭାଇକୁ ପୋଲିସ ଥାନାରେ ଅଟକ ରଖିଛି । ଗୁଳିମାଡ କରିଥିବା ଅଭିଯୁକ୍ତର ବୟାନ ଅନୁଯାୟୀ ବଡ ଭଉଣୀର ସ୍ୱାମୀ ସହ…

ନିଜସ୍ୱ ଶୈଳୀରେ ପ୍ରସ୍ତୁତ ହେଲା ରେଜିଓନାଲ ନେଭିଗେଶନ ସାଟେଲାଇଟ ସିଷ୍ଟମ, ୪ର୍ଥ ଦେଶ ଭାବେ ଏହି ଗୌରବ ଅଧିକାରୀ ହେଲା…

ନୂଆଦିଲ୍ଲୀ:ଭାରତ ଆତ୍ମନିର୍ଭର ହେଉଛି । ଧିରେ ଧିରେ ଭାରତ ଜଳ, ସ୍ଥଳ ଓ ବାୟୁରେ ସୈନ୍ୟ କ୍ଷମତା ବୃଦ୍ଧି କରୁଛି । ନଭେମ୍ବର ୧୧ରେ ଭାରତ ରିଜିଓନାଲ ନେଭିଗେଶନ ସାଟେଲାଇଟ ସିଷ୍ଟମର ଅଧିକାରୀ ହୋଇଛତି । ଇସ୍ରୋ ଦ୍ୱାରା ଏହାକୁ ବିକଶିତ କରାଯାଇଛି । ବିଶ୍ୱରେ ୪ର୍ଥ ଦେଶ ଭାବେ ଭାରତ ଏହି…

ଅମିତ ସାଧ୍‌ଙ୍କ ଜୀବନ ବଦଳାଇଥିଲା ଆତ୍ମହତ୍ୟା ଉଦ୍ୟମ !

ମୁମ୍ବାଇ: ଟେଲି କିମ୍ବା ବଲିଉଡ ଜଗତରେ ଅମିତା ସାଧଙ୍କ ଚେହେରା କିଛି ନୂଆ ନୁହେଁ । ହେଲେ ଖାସ୍ କରି ୱେବ୍ ସିରିଜ ବ୍ରେଥ୍ ଓ ଅବରୋଧ ଜରିଆରେ ସେ ଚର୍ଚ୍ଚାକୁ ଆସିଥିଲେ । ତାଜା ସ୍ଥିତିରେ ମୋହବତେଁ ଫେମ୍ ଅଭିନେତ୍ରୀ କିମ୍ ଶର୍ମାଙ୍କ ସହ ପ୍ରେମ ସଂପର୍କକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି ।…

ଦେଶରେ ୧୩ କୋଟି ପାର କଲା କୋଭିଡ୍ ଟେଷ୍ଟିଂ, ମାତ୍ର ୧୦ ଦିନରେ ୧ କୋଟି ନମୁନା ପରୀକ୍ଷା

ଦେଶରେ ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇ ସାରିଲାଣି । ଗତ ୧୦ ଦିନରେ ରେକର୍ଡ ୧ କୋଟି ନମୁନା ପରୀକ୍ଷା କରାଯାଇଛି । ଟେଷ୍ଟିଂ ବଢିଥିବା ବେଳେ ପୂର୍ବ ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । ପଜିଟିଭ୍ ରେଟ୍ କମ୍ରାଗତ ହ୍ରାସ ପାଉଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ…

ଆମେରିକା: ଭାରତୀୟ-ଆମେରିକୀୟ ମାଲା ଆଡିଗା ହେଲେ ଜିଲ୍‌ ବାଇଡେନ୍‌ଙ୍କ ବରିଷ୍ଠ ପରାମର୍ଶଦାତା

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଦିନ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍‌ଙ୍କ ପାଇଁ ନୀତି ନିର୍ଦ୍ଦେଶକ ଭାବରେ ଭାରତୀୟ-ଆମେରିକୀୟ ମାଲା ଆଡିଗାଙ୍କୁ ନିଯୁକ୍ତ କରିଛନ୍ତି। ଆଡିଗା ଜିଲ ବାଇଡେନ୍‌ଙ୍କ ବରିଷ୍ଠ ପରାମର୍ଶଦାତା ତଥା ବାଇଡେନ୍‌ଙ୍କ -କମଲା ହାରିସ କ୍ୟାମ୍ପରେ…

ମଥୁରାରେ ୨ ସାଧୁଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ

ମଥୁରା: ମଥୁରାରର ଗୋବର୍ଦ୍ଧନ ଆଶ୍ରମରେ ୨ ସାଧୁଙ୍କ ସିନ୍ଦିଗ୍ଧ ଅବସ୍ଥ‌ାରେ ମୃତ୍ୟୁ ଘଟିଛି । ଜିଲ୍ଲା ପ୍ରଶାସନ ଏଥିନେଇ ତତ୍ପରତା ପ୍ରକାଶ କରିବା ସହ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ସକାଳେ ଚା’ ପିଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଡାକ୍ତରଖାନାକୁ ତୁରନ୍ତ…

ଟୀକା ବିକାଶରେ ବିଶ୍ୱ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ; ଆଣ୍ଟୋନିଓ ଗୁଟେରସ୍

ନୂଆଦିଲ୍ଲୀ: ପ୍ରତିଦିନ କରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି। ଏଥି ସହିତ ସମଗ୍ର ବିଶ୍ୱ କରୋନା ଟିକାକୁ ଚାତକ ଭଳି ଅପେକ୍ଷା କରିଛି। ଏହି ସମୟରେ, ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କରୋନା ପାଇଁ ଏକ ଟିକା ବିକଶିତ କରିବାରେ ସଫଳତାକୁ 'ଆଶାର କିରଣ' ଭାବରେ…

ଡୋନାଲ୍ଡ ଟ୍ରମ୍ପ ଜୁନିୟର୍‌ କରୋନା ଆକ୍ରାନ୍ତ; ଆମେରିକା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ ୪୨ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପ ଜୁନିୟର୍‌ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଏହି ସମୟରେ, ସେ ସଙ୍ଗରୋଧରେ ରହିଛନ୍ତି। ମୁଖପାତ୍ର କହିଛନ୍ତି ଯେ ତାଙ୍କ କରୋନା ପରୀକ୍ଷା ଏହି ସପ୍ତାହରେ କରାଯାଇଥିଲା। ତଥାପି ତାଙ୍କର କୌଣସି ଲକ୍ଷଣ…

ବିଷାକ୍ତ ମଦ୍ୟପାନ କରି ୬ ଜଣଙ୍କର ମୃତ୍ୟୁ; ପ୍ରୟାଗରାଜ

ନୂଆଦିଲ୍ଲୀ: ସଙ୍ଗମ ସହର ପ୍ରୟାଗରାଜରେ ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ମଦ୍ୟପାନ କରୁଥିବା ଅନେକ ଲୋକ ମଧ୍ୟ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ସେଥିରୁ ତିନି ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଶାସନ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।…

ଏବେ ବିଜେପିର ଆଗାମୀ ମିଶନ ତାମିଲନାଡୁ; ଆଜି ତାମଲନାଡୁ ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ତାମିଲନାଡୁର ରାଜଧାନୀ ଚେନ୍ନାଇ ଗସ୍ତ କରିବେ। ଏହି ସମୟ ମଧ୍ୟରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ଅମିତ ଶାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.ଜି ରାମଚନ୍ଦ୍ରନ ଏବଂ ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଗସ୍ତର…