Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛାଡପତ୍ର ପାଇଁ ଆବେଦନ କଲେ ଚର୍ଚ୍ଚିତ ଆଇଏଏସ୍ ଯୋଡି

ନୂଆଦିଲ୍ଲୀ : ଆଇଏଏସ୍ ଟ୍ରେନିଂ ବେଳେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ । ଜଣେ ଥିଲେ ୨୦୧୫ ମସିହାର ୟୁପିଏସି ଟପ୍ପର ଟିନା ଦାବି ଓ ଅନ୍ୟ ଜଣେ ଦ୍ୱିତୀୟ ଟପ୍ପର ଅଥର ଖାନ । ସକାଳେ ଦୁହିଁଙ୍କର ଟ୍ରେନିଂ ବେଳେ ଦେଖା ହୋଇଥିଲା ଆଉ ସନ୍ଧ୍ୟାରେ ଅଥର ଟିନାଙ୍କୁ ପ୍ରପୋଜ କରିଥିଲେ । ଏମିତି ଭାବରେ…

ଆଜି ବିଶ୍ୱ ଟେଲିଭିଜନ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଟେଲିଭିଜନ ଦିବସ।୧୯୯୬ ମସିହା ୨୧ ନଭେମ୍ବର ଏବଂ ୨୨ ନଭେମ୍ବରରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ଟେଲିଭିଜନ ମଞ୍ଚ ଆୟୋଜିତ କରିଥିଲା। ୨୧ ନଭେମ୍ବରକୁ ବିଶ୍ୱ ଟେଲିଭିଜନ ଦିବସ ରୂପେ ସ୍ଥାପିତ କରାଯାଇଥିଲା। ଟେଲିଭିଜନ୍‌ର ସୃଷ୍ଟି ସୂଚନା ଦେବା ପାଇଁ; ତେଣୁ,…

ଅପହରଣର ୫ ଦିନ ପରେ ନବଜାତ ଶିଶୁକୁ ଥାନା ସାମ୍ନାରେ ଛାଡ଼ିଗଲେ ଅପହରଣକାରୀ

ଅପହରଣର ୫ ଦିନ ପରେ ଶିଶୁ କନ୍ୟାକୁ ଥାନା ସାମ୍ନାରେ ଛାଡ଼ିଗଲେ ଅପହରଣକାରୀ ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଏକ ଡାକ୍ତରଖାନାରୁ ୫ ଦିନ ତଳେ ଏକ ନବଜାତ ଶିଶୁକୁ ଜଣେ ମହିଳା ଚୋରାଇ ନେଇଥିବା ବେଳେ ଶୁକ୍ରବାର ସକାଳେ ତାକୁ ଥାନା ଫାଟକ ସାମ୍ନାରେ ରଖି ପଳାଇଥିବା ସୂଚନା ମିଳିଛି।…

ବିବାହ କରିପାରିବେନି ସମ୍ପର୍କୀୟ ଭାଇ ଭଉଣୀ: ହାଇକୋର୍ଟ

ନୂଆଦିଲ୍ଲୀ: ନିଜ ସମ୍ପର୍କୀୟ ଭାଇ ଭଉଣୀ ଅର୍ଥାତ ନିଜ ଦାଦା ବଡ଼ ବାପା, ପିଉସୀ,ମାଉସୀ, ମାମୁଁଙ୍କ ପୁଅ-ଝିଅ ଙ୍କୁ ବିବାହ କରିବା ଏଣିକି ଆଇନଗତ ଅପରାଧ। ଏପରି ବିବାହକୁ ଅବୈଧ ଘୋଷଣା କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ସୂଚନାନୁସାରେ, ଲୁଧିଆନାର ଖାନ୍ନା ସିଟି-୨ ଥାନାର ଏକ ମାମଲରେ…

ଯୁକ୍ତରାଷ୍ଟ୍ର ଆମେରିକାର ଏକ ମଲ୍ ରେ ଗୁଳିକାଣ୍ଡ; ୮ ଆହାତ

ୱାୱଟୋସା: ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ମିଲ୍‌ଓ୍ଵାକି ଉପନଗରରେ ଥିବା ଏକ ମଲ୍‌ରେ ଶୁକ୍ରବାର ଦିନ ଘଟିଛି ଗୁଳିକାଣ୍ଡ। ଏଥିରେ ପାଖାପାଖି ଆଠଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଅନ୍ୟପଟେ ଗୁଳି ଚାଳନା କରିଥିବା ବନ୍ଧୁକଧାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା କଥା ସ୍ଥାନୀୟ…

ସଂକ୍ରମଣ ବଢିଲ‌େ ବି ‌ଲାଗୁ ‌ହେବନି ଜାତୀୟ ସଟଡାଉନ୍: ବାଇଡେନ୍

ୱାଶିଂଟନ୍: ଆମେରିକାରେ କରୋନା ସଂକ୍ରମଣ ବଢିଲ‌େ ମଧ୍ୟ ଏହାର ମୁକାବିଲା କରିବାକୁ ଯାଇ ଜାତୀୟ ସଟଡାଉନ୍ ଘୋଷଣା କରାଯିବ ନାହିଁ ବୋଲି କହିଛନ୍ତି ଆମେରିକାର ନବ-ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇ‌ଡେନ୍। କରୋନା ଯୋଗୁଁ ଆମେରିକା ଅଧିକ ଭାବରେ ପ୍ରଭାବିତ ହୋଇଥିଲେ ହେଁ ଜାତୀୟ ସଟଡାଉନର…

ଡିସେମ୍ବର ସୁଦ୍ଧା ଟିକା ଆଣିବାକୁ ପ୍ରସ୍ତୁତି, FDAକୁ ଅନୁମତି ମାଗିଲା ଫାଇଜର

କେବେ ଆସିବ କରୋନା ଟିକା ? ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଆଗକୁ ବଢିଛି ଫାଇଜର । କରୋନା ଭାଇରସ୍ ଭ୍ୟାକସିନ୍ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଆମେରିକା ନିୟାମକ ପ୍ରାଧିକାରଣକୁ ଆବେଦନ କରିଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ମାସ ସୀମିତ ସଂଖ୍ୟାରେ ଭ୍ୟାକସିନର…

ଆଫଗାନିସ୍ତାନରେ ଅଭ୍ୟାସ ନାମରେ ୩୯ ନିର୍ଦ୍ଦୋଷଙ୍କୁ ଗୁଳି କରି ମାରିଥିଲେ ଅଷ୍ଟ୍ରେଲିଆ ସେନା !

ସିଡନୀ: ଅଷ୍ଟ୍ରେଲିଆ ଡିଫେନ୍ସ ଫୋର୍ସ ଚିଫ ଜେନେରାଲ ଏଙ୍ଗସ କ୍ୟାମ୍ପବେଲ ଶୁକ୍ରବାର ଦେଇଥିବା ବୟାନ ସାରା ବିଶ୍ୱକୁ ଚକିତ କରି ଦେଇଛି । ଏହି ରିପୋର୍ଟ ଅନୁସାରେ ଆଫଗାନିସ୍ତାନରେ ନିଯୁକ୍ତ ଅଷ୍ଟ୍ରେଲିଆ ସେନା ୩୯ଜଣ ନିର୍ଦ୍ଦୋଷଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ସାଧାରଣ…

ରାଜସ୍ଥାନରେ କରୋନାର ସେକେଣ୍ଡ ୱେଭ, ସବୁ ଜିଲ୍ଲାରେ ଲାଗୁ ହେବ ୧୪୪ ଧାରା

ଦେଶର ବିଭିନ୍ନ ରାଜ୍ୟରେ କରୋନାର ସେକେଣ୍ଡ ୱେଭ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କଟକଣା ଲଗାଉଛନ୍ତି ସରକାର । ରାଜସ୍ଥାନରେ ବି ପଦକ୍ଷେପ ଗ୍ରହଣ କରାଯାଇଛି । ସବୁ ଜିଲ୍ଲାରେ ପୁଣି ଥରେ ୧୪୪ ଧାରା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୧ ନଭେମ୍ବରରୁ ୧୪୪ ଧାରା ଲାଗୁ କରିବା ପାଇଁ…

କରୋନା କାଳରେ ପ୍ରେମର ଉଚ୍ଚତାକୁ ଛୁଇଁଥିବା ନିଆରା ଯୋଡି

କୋପାଲା: କର୍ଣ୍ଣାଟକର କୋପାଲା ସହରରେ ଏକ ନିଆରା ପ୍ରେମୀଯୁଗଳଙ୍କ ବିବାହ ଚର୍ଚ୍ଚାର ବିଷୟ ସାଜିଛି । ସେମାନଙ୍କ ପ୍ରେମର ଉଚ୍ଚତା ତାଙ୍କ ଶାରୀରିକ ଉଚ୍ଚତାକୁ ପଛରେ ପକାଇ ଦେଇଛି । ଉଚ୍ଚତା ବହୁତ କମ୍ ହୋଇଥିବାରୁ ଭାଇରାପ୍ପା ସବୁବେଳେ ଅପମାନିତ ହେଉଥିଲେ । ତଥାପି ହାର ମାନି ନ ଥିଲେ । ଜୀବନ…