Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇତିହାସ ରଚିବା ଅପେକ୍ଷାରେ ଇସ୍ରୋ, PSLV-C50 ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍

ଚେନ୍ନାଇ: କମ୍ୟୁନିକେସନ୍ ସାଟେଲାଇଟ୍ CMC-01 ଲଞ୍ଚ ପାଇଁ ୨୫ ଘଣ୍ଟିଆ କାଉଣ୍ଟଡାଉନ୍ ଆରମ୍ଭ କରିଦେଇଛି ଇସ୍ରୋ । ଲଞ୍ଚ ଭେହିକିଲ PSLV-C50 ସାହାଯ୍ୟରେ ଏହି ସେଟେଲାଇଟକୁ ଲଞ୍ଚ କରାଯିବ । ଏହି କମ୍ୟୁନିକେସନ୍ ସାଟେଲାଇଟ୍ ମାଧ୍ୟମରେ ଟେଲି କମ୍ୟୁନିକେସନ୍ ସର୍ଭିସ୍ ଯେପରି ଟିଭି, ଟେଲି…

୪ଜି ଡାଉନଲୋଡ ସ୍ପିଡରେ ଜିଓ ଦ୍ରୁତତମ ନେଟୱର୍କ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ଜିଓ ଦ୍ରୁତତମ ନେଟୱର୍କ ବୋଲି ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ସୂଚନା ମିଳିଛି। ଚଳିତ ବର୍ଷ ନଭେମ୍ବରରେ ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୮ ମେଗାବିଟ୍‍…

୪ଟି ପର୍ଯ୍ୟାୟରେ ହେବ ଜେଇଇ ମେନ୍ ପରୀକ୍ଷା, ଘୋଷଣା କଲେ ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଜେଇଇ ମେନ୍ସ ୨୦୨୧ ପରୀକ୍ଷା ତାରିଖ ଘୋଷଣା ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଆଜି ଏନେଇ ଘୋଷଣା କରିଛନ୍ତି । ଜେଇଇ ମେନ୍ସ ପରୀକ୍ଷା ୪ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୨୩ରୁ ୨୬ ମଧ୍ୟରେ କରାଯିବ । ଅନ୍ୟ ତିନିଟି ପର୍ଯ୍ୟାୟ ମାର୍ଚ୍ଚ,…

ଭାରତରେ ଆରମ୍ଭ ହେଲା ହ୍ବାଟ୍ସଆପ୍ ପେମେଣ୍ଟ ସର୍ଭିସ୍‌: କେମିତି ପଠାଇବେ ଟଙ୍କା ?

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର୍ସରେ ଆଉ ଏକ ନାମ ଯୋଡି ହୋଇଯାଇଛି । ଯାହାର ନାଁ ହେଉଛି ହ୍ବାଟ୍ସଆପ୍ ପେମେଣ୍ଟ ସର୍ଭିସ୍ । ଏହି ପପୁଲାର ଚାଟ୍ ଆପ୍ ହ୍ବାଟ୍ସଆପ୍ ଭାରତର ପ୍ରମୁଖ ବ୍ୟାଙ୍କ ଆଇସିଆଇସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଏସବିଆଇ ଓ ଏଚଡିଏଫସି ସହ…

ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା; ଇସ୍ତଫା ଦେଲେ ଟିଏମ୍‌ସି ବିଧାୟକ ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା ଲାଗିଛି। ଟିଏମ୍‌ସି ନେତା ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ବଙ୍ଗଳା ବିଧାନସଭାରେ ପହଂଚିଥିବା ଶୁଭେନ୍ଦୁ ଅଧିକାରୀ ବାଚସ୍ପତିଙ୍କ ଅନୁପସ୍ଥିତିରେ ଇସ୍ତଫା ପତ୍ର…

କାନପୁରରେ ନିର୍ମାଣ ହେବ ଦେଶର ପ୍ରଥମ ମେଗା ଲେଦର୍‌ ପାର୍କ; ୫୦,୦୦୦ ଲୋକଙ୍କୁ ମିଳିବ ପ୍ରତ୍ୟକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ୟମରେ କାନପୁର ପୁଣିଥରେ ଏକ ଶିଳ୍ପ ସହର ଭାବରେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ। ରାମାଇପୁର ଗ୍ରାମରେ ଏକ ବୃହତ୍‌ ଚମଡ଼ା କ୍ଲଷ୍ଟର ପ୍ରତିଷ୍ଠା କରାଯିବା ଯୋଜନା ଚାଲିଛି। ୨୩୫ ଏକର ଜମିରେ ମେଗା ଲେଦର୍‌ କ୍ଲଷ୍ଟର ପ୍ରକଳ୍ପ ଅଧୀନରେ…

ଚକିତକର ଚୋରି, ଚମତ୍କାର ନା ଅଳସୁଆମୀ ?

ସହଜପୁର(ମ.ପ୍ର): ସାମ୍ନାକୁ ଆସିଛି ଏକ ଚକିତକର ଚୋରି ମାମଲା । ସାଧାରଣତଃ ଚୋର ଚୋରି କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥାଏ । ହେଲେ ମଧ୍ୟପ୍ରଦେଶରେ ଏକ ଚୋର ନିଜ ପେଶା ପାଇଁ ନୁହେଁ ବରଂ ଅଳସୁଆପଣ ପାଇଁ ପୋଲିସ ହାତରେ ଧରାପଡିଛି । ଘଟଣାଟି ପୋଲିସକୁ ଯେତିକି ତାଜୁବ କରିଥିଲା ତାଠୁ ଅଧିକ ଏହି…

ପାଞ୍ଚ କୋଟି ଆଖୁ ଚାଷୀଙ୍କୁ ମୋଦୀ ସରକାରଙ୍କ ଉପହାର, ଏଣିକି ଚିନି ରପ୍ତାନି ଉପରେ ମିଳିବ ସବସିଡି

ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଚିନି ଶିଳ୍ପର ଅସୁବିଧାକୁ ହ୍ରାସ କରିବା ପାଇଁ ୬ ମିଲିୟନ ଟନ୍ ଚିନି ରପ୍ତାନି ଏବଂ ରପ୍ତାନିରେ ସବସିଡି ଦେବାକୁ ନିଷ୍ପତ୍ତି…

ମାସ୍କ ପାଇଁ ଜେଲ ଗଲେ, ଅଟକିଲା ବିବାହ

ମୁମ୍ବାଇ: ମାସ୍କ ନପିନ୍ଧିବା ଜଣେ ଯୁବକଙ୍କୁ ମାତ୍ରାଧିକ ମହଙ୍ଗା ପଡିଛି । ଏପରିକି ଜେଲ ଯିବା ସହ ତାଙ୍କ ବିବାହ ବି ଅଟକିଥିଲା । ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୁମ୍ବାଇ ସହର । ତେବେ ଘଟଣାଟା ପଢିବାକୁ ଯେତିକି ସାଧାରଣ ଲାଗୁଛି, ଏହା ପଛର କାରଣ ବି ସେତିକି ଚକିତକର ।…

କୃଷକ ସଂଗଠନକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍; ସରକାର ଏବଂ କୃଷକ କମିଟି ଗଠନ କରି ଆଲୋଚନା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗତ ୨୦ ଦିନ ଧରି ଦିଲ୍ଲୀରେ ଚାଲିଥିବା କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜନସାଧାରଣଙ୍କ ସ୍ୱାର୍ଥ ଆବେଦନକାରୀମାନେ ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟାଇବାକୁ ଅନୁରୋଧ କରିଥିଲେ ହେଁ ସମସ୍ତ ଯୁକ୍ତି ଶୁଣିବା ପରେ…