Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

ପାଟନା: ପୁଣି ମୁଖ୍ୟମନ୍ତ୍ରୀ ହେବ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନୀତିଶ । ବିହାରରେ ପୁଣି ରାଜ କରିବେ ନୀତିଶ-ସୁଶିଲ ଯୋଡି । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର । ସେହିଭଳି ଉପମୁଖ୍ୟମନ୍ତ୍ରୀ ନେଇ ରହିଥିବା ସସପେନ୍ସ ବି ଦୂର ହୋଇଛି । ବର୍ତମାନର…

ରୋମାନ୍ସରେ ବି କମେଡି କରିବେ ଆୟସ୍ମାନ୍ ଓ ସାରା ଅଲ୍ଲି ଖାନ୍ !

ମୁମ୍ବାଇ: ଫିଲ୍ମ ଚଣ୍ଡିଗଡ କରେ ଆଶିକିର ସୁଟିଂରେ ବ୍ୟସ୍ତ ଅଛନ୍ତି ଆୟୁସ୍ମାନ ଖୁରାନା । ଫିଲ୍ମର ନିର୍ଦ୍ଦେଶନା ଭାର ଅଭିଷେକ କାପୁର ସମ୍ଭାଳିଥିବାବେଳେ ଫିମେଲ୍ ଲିଡ୍ ରୋଲ୍‌ରେ ନଜର ଆସିବେ ବାଣୀ କାପୁର । ତେବେ ଖୁବଶୀଘ୍ର ଆୟୁସ୍ମାନଙ୍କୁ ଅଭିନେତ୍ରୀ ସାରା ଅଲ୍ଲି ଖାନଙ୍କ ସହ ବଡ ପରଦାରେ…

ବିରାଟ କୋହଲିଙ୍କ ପାଇଁ ଆପତ୍ତିଜନକ ଭାଷା ବ୍ୟବହାର କରି ସମାଲୋଚନାର ଶିକାର ହେଲେ କଂଗ୍ରେସ ନେତା ଉଦିତ ରାଜ୍‌

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଉଦିତ ରାଜ ଭାରତୀୟ କ୍ରିକେଟ୍ ଅଧିନାୟକଙ୍କ ବିଷୟରେ ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଉଦିତ ରାଜ ବିରାଟ କୋହଲିଙ୍କୁ ଅନୁଷ୍କା ଶର୍ମାଙ୍କ କୁକୁର ବୋଲି କହିଛନ୍ତି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ସେ ବହୁ ସମାଲୋଚନାର…

୩୧ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଏହି ଦିନ ଅର୍ଥାତ୍ ୧୫ ନଭେମ୍ବର ୧୯୮୯ରେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ। ସେ ନିଜ ବ୍ୟାଟିଂ ସହ ଅନେକ ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ। ୧୬ ବର୍ଷ ବୟସରେ, ସଚିନ୍ କରାଚିସ୍ଥିତ ଜାତୀୟ ଷ୍ଟାଡିୟମରେ…

ଭାଇରାଲ୍ ଭିଡିଓ ଆଗରେ ମୁଣ୍ଡ ନୁଆଁଇଲା ୟୁପି ପୋଲିସ

ଉତ୍ତରପ୍ରଦେଶ: କରୋନା ପାଇଁ ଦେଶର ବିଭିନ୍ନ ରାଜ୍ୟ ବାଣ ଫୁଟାଇବା ଓ ବିକ୍ରୟ ଉପରେ ରୋକ ଲଗାଇଥିଲେ । ଏହି ଧାରାରେ ସାମିଲ ହୋଇ ଉତ୍ତରପ୍ରଦେଶ ପୋଲିସ ବେଆଇନ ବାଣ ବିକ୍ରିକୁ ରୋକିବା ଲାଗି ଅଭିଯାନ ଆରମ୍ଭ କରିଥିଲା । ଏହି ଧାରାରେ ବୁଲନ୍ଦସହରରେ ଜଣେ ବେଆଇନ ବାଣ ବିକ୍ରେତାଙ୍କୁ ପୋଲିସ ଗିରଫ…

ଝାଡଖଣ୍ଡର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ହେଉଛି ଝାଡଖଣ୍ଡ ସ୍ଥାପନା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ରାଜ୍ୟବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ସୂଚନାଯୋଗ୍ୟ ଝାଡଖଣ୍ଡ ରାଜ୍ୟ ୨୦୦୦…

କରୋନା ସଂକ୍ରମିତ ହୋଇଥିବା ଯୋଗୁ ଗର୍ଭବତୀ ମହିଳାଙ୍କୁ ଖୋଲା ସ୍ଥାନରେ କରିବାକୁ ପଡ଼ିଲା ପ୍ରସବ

ନୂଆଦିଲ୍ଲୀ: ଦିନ ଗଡିବା ସହିତ ଦେଶରେ କରୋନା ମହାମାରୀ ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। କେବଳ ଏତିକି ନୁହେଁ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଅନେକ ଲୋକ ଏବେବି ଡାକ୍ତରଖାନାରେ ଭର୍ତ୍ତି…

ଡିସେମ୍ବର ସୁଦ୍ଧା ଭାରତକୁ ମିଳିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ ପାଇଁ ଚାରିଆଡେ ହା ହା କାର । କରୋନା ମୁକାବିଲା ପାଇଁ ପ୍ରାୟ ବିଭିନ୍ନ ଦେଶ ଟିକା ଉତ୍ପାଦନରେ ଲାଗି ପଡିଛନ୍ତି । ଭାରତ ମଧ୍ୟ ଏହି ପ୍ରୟାସ ଜାରି ରଖିଛି। ଏହାରି ଭିତରେ ଆସିଛି ଏକ ଖୁସି ଖବର । ଡସେମ୍ବର ସୁଦ୍ଧା ଭାରତକୁ ୧୦ କୋଟି…

କରୋନା କଟକଣା ଭିତରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ସାବରିମାଳା ମନ୍ଦିର

ନୂଆଦିଲ୍ଲୀ: ବାର୍ଷିକ ମହୋତ୍ସବ ମଣ୍ଡଳ-ମାକରଭିଲକ୍କୁ ପାଇଁ ନଭେମ୍ବର ୧୬ରେ କେରଳର ସାବରିମାଲା ମନ୍ଦିର ଖୋଲାଯିବ। ଏଥି ସହିତ କରୋନା ସଙ୍କଟ ସମୟରେ ଉତ୍ସବର ସମସ୍ତ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟ ସରକାର ବିସ୍ତୃତ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅନୁଯାୟୀ, କୌଣସି କରୋନା ସଂକ୍ରମିତ…

ଦିଲ୍ଲୀରେ ଫୁଟିଲା ବାଣ, ବଢ଼ିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଅମାନିଆ ଦିଲ୍ଲୀବାସୀ । କଟକଣାକୁ ଉଡାଇଦେଲେ ଫୁ’ କରି । ଫୁଟିଲା ବାଣ, ବଢ଼ିଲା ବାୟୁ ପ୍ରଦୂଷଣ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସରକାର ବାଣ ଫୁଟାଇବା ଓ ବିକ୍ରି ଉପରେ ବ୍ୟାନ କରାଯାଇଥିଲା । କିନ୍ତୁ ଦିପାବଳୀରେ କଟକଣାକୁ ମାନିଲେନି ଦିଲ୍ଲୀବାସୀ । କଟକଣାକୁ ଫୁ’…