Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୂଜା କରୁ କରୁ ଚାଲିଗଲା ପୂର୍ବତନ ବିଧାୟକଙ୍କ ପ୍ରାଣ

ବେତୁଲ:ମନ୍ଦିରରେ ପୂଜା କରିବା ସମୟରେ ଚାଲିଗଲା ପୂର୍ବତନ ବିଧାୟକଙ୍କ ପ୍ରାଣ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ। ସୂଚନାନୁସାରେ, ସ୍ଥାନୀୟ ଅଞ୍ଚଳର ପୂର୍ବତନ ବିଧାୟକ ବିନୋଦ ଡାଗା ଧନତେରାସ ଦିନ ଜୈନ ଦାଦୱାଡି ମନ୍ଦିରରେ ପୂଜା କରୁଥିଲେ। ପୂଜା ସମାପ୍ତ…

ଟୁଇଟ୍‌ କରି ଗୁଜୁରାଟୀ ନବବର୍ଷ ଏବଂ ଭାଇଦୁଜ୍‌ର ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଗୁଜରାଟୀ ନୂଆ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପିଏମ ମୋଦୀ ଟୁଇଟ୍ କରି ଗୁଜରାଟୀ ଭାଷାରେ ଲେଖିଛନ୍ତି ଯେ ସମସ୍ତ ଗୁଜରାଟୀ ଭାଇ ଓ ଭଉଣୀମାନଙ୍କୁ ନୂଆ ବର୍ଷର ଶୁଭେଚ୍ଛା। ନୂତନ ବର୍ଷରେ ସ୍ୱାସ୍ଥ୍ୟ, ଏବଂ ସମୃଦ୍ଧତା ପାଇଁ…

ଭଲ ଖବର: ୨୪ଘଣ୍ଟାରେ ଦେଶରୁ ୩୦ ହଜାର କରୋନା ପଜିଟିଭ୍, ଚାରି ମାସରେ ସବୁଠୁ କମ୍

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଦେଶରୁ ଆସିଲା ଭଲ ଖବର । ଚାରି ମାସରେ ଦୈନିକ ସବୁଠୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୦ ହଜାର ୫୪୯ ସଂକ୍ରମିତ । ଯାହାକି ଗତ ଚାରି ମାସରେ ସବୁଠୁ କମ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ…

ବିହାରରେ ବିଜେପିରୁ ହେବେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି !

ପାଟନା: ବିହାରରେ ସରକାର ଗଠନ ନେଇ ରୂପରେଖ ଚୁଡ଼ାନ୍ତ ହୋଇଛି । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀକୁ ନେଇ ସରୁନି ସସପେନ୍ସ । ଏଯାଏ ଘୋଷଣା ହୋଇନି ନାଁ । କୁହାଯାଉଛି ବିଜେପିରୁ ଦୁଇ ଜଣ ଏଥର ଉପମୁଖ୍ୟମନ୍ତ୍ରୀ ହେବେ । ରେସରେ ଅଛନ୍ତି ନବନିର୍ବାଚିତ…

ବିହାର ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ

ପାଟନା: ବିହାରରେ ପୁଣି ନୀତିଶ ରାଜ । ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର । ଅପରାହ୍ଣ ସାଢ଼େ 4ଟାରେ ରାଜଭବନ ପରିସରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ରାଜ୍ୟପାଳ ଫଗୁ ଚୋହ୍ୱାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଲଗାତାର ଚତୁର୍ଥ ଥର ସେ ଧରିବେ ବିହାର…

ନେହେରୁଙ୍କୁ ଗାନ୍ଧିଜୀଙ୍କ ଶେଷ ଚିଠି; ଫଟୋ ସେୟାର କଲେ ଜୟରାମ ରମେଶ

ନୂଆଦିଲ୍ଲୀ: ଦୁଇ ଦିନ ତଳେ ନଭେମ୍ବର ୧୪ ତାରିଖରେ ସାରାଦେଶ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ତାଙ୍କର ୧୩୧ ତମ ଜନ୍ମ ବାର୍ଷିକୀରେ ମନେ ପକାଉଥିଲା । ଏହି ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ସ୍ୱାଧୀନ ଭାରତର ଏହି ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ମହାତ୍ମା ଗାନ୍ଧୀ ପ୍ରଦାନ କରିଥିବା…

ହୋମ୍ ଆଇସୋଲେସନରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍

ହୋମ୍ ଆଇସୋଲେସନରେ ଅଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ପୃଥକବାସରେ ଅଛନ୍ତି । ସୁସ୍ଥ ଥିବା ଓ କୌଣସି ଲକ୍ଷଣ ନଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବୋରିସନ୍ । ବୋରିସନ୍ ନିକଟରେ କଞ୍ଜରଭେଟିଭ୍ ପାର୍ଟି ସଦସ୍ୟ ଲି…

ଜାତୀୟ ପ୍ରେସ ଦିବସ: ସଂକ୍ଷେପରେ ଜାଣନ୍ତୁ ଓଡିଶାରେ ଗଣମାଧ୍ୟମର ଯାତ୍ରା ସମ୍ପର୍କରେ

ଭୁବନେଶ୍ୱର: ସାରାଦେଶରେ ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ରୂପେ ପାଳନ କରାଯାଉଛି । ଆସନ୍ତୁ ଜାଣିବା ରାଜ୍ୟରେ ଗଣମାଧ୍ୟମର ଆରମ୍ଭ ଓ ପରବର୍ତ୍ତୀ ସମୟରେ ହୋଇଥିବା ଏହାର ବିକାଶ ସମ୍ପର୍କରେ କିଛି କଥା * ୧୮୬୬ ମସିହାରେ ଗୌରୀ ଶଙ୍କର ରାୟଙ୍କ ଦ୍ଵାରା ପ୍ରଥମ…

କଂଗ୍ରେସ ଉପରେ ବର୍ଷିଲେ ଆରଜେଡି ନେତା, କହିଲେ ନିର୍ବାଚନ ବେଳେ ସିମଲାରେ ପିକନିକ୍ କରୁଥିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଆରଜେଡି ଅଧିକ ଆସନ ଜିତିଲା । କିନ୍ତୁ ମହାମେଣ୍ଟରେ ସହଯୋଗୀ କଂଗ୍ରେସର ଅଧିକାଂଶ ପ୍ରାର୍ଥୀ ଚିତପଡାଙ୍ଗ ମାରିଲେ । ଫଳରେ ମହାମେଣ୍ଟ ମ୍ୟାଜିକ ନମ୍ୱର ଛୁଇଂ ପାରିଲା ନାହିଁ । ସରକାର ଗଠନ କରି ନପାରିବାରୁ କଂଗ୍ରେସ ଉପରେ ବର୍ଷିଛନ୍ତି ଆରଜେଡି ନେତା…

ଶେଷରେ ବାଇଡେନଙ୍କ ବିଜୟକୁ ସ୍ୱୀକାର କଲେ ଟ୍ରମ୍ପ, ଏମିତି କଥା କହିଲେ

ଓ୍ୱାଶିଂଟନ୍: ଶେଷରେ ସତ ମାନିଲ ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋ ବାଇଡେନ୍ ବିଜୟୀ ଓ ତାଙ୍କର ପରାଜୟ ହୋଇଥିବା ସ୍ୱୀକାର କରିଛନ୍ତି । କିନ୍ତୁ ଅଭିଯୋଗ ସହ ପରାଜୟକୁ ସ୍ୱୀକାର କରିଛନ୍ତି ଟ୍ରମ୍ପ । ଭୋଟିଂରେ ହେରଫେର ଅଭିଯୋଗ ଆଣିଛନ୍ତି । ଟ୍ୱିଟ୍ କରି ବାଇଡେନଙ୍କ…