Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁଶାନ୍ତଙ୍କ ହତ୍ୟା ପଛରେ ଉଦ୍ଧବ, ଆଦିତ୍ୟଙ୍କ ହାତ: ନାରାୟଣ ରାଣେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସ୍ ଥଣ୍ଡା ପଡି ଆସୁଥିବା ବେଳେ ବିଜେପି ନେତା ନାରାୟଣ ରାଣେଙ୍କ ବୟାନ ଏହାକୁ ପୁଣି ଚର୍ଚ୍ଚାର ବିଷୟ କରି ଦେଇଛି । ସୁଶାନ୍ତ କେସର ତଦନ୍ତରେ ଇଡି, ଏନସିବି ଓ ସିବିଆଇ ଜୋରସୋରରେ ଲାଗିଛନ୍ତି । ସୋମବାର ରାଣେ କହିଛନ୍ତି ସୁଶାନ୍ତଙ୍କ ହତ୍ୟା…

ଇଣ୍ଡିଆ ଏନର୍ଜି ଫୋରମ: ଭାରତରେ ନିବେଶ ପାଇଁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଭାରତର ଶକ୍ତି କ୍ଷେତ୍ରରେ ଭବିଷ୍ୟତ ଅତି ଉଜ୍ଜ୍ୱଳ ଓ ସୁରକ୍ଷିତ। ଏହା ଉପରେ ଦେଶ ଦ୍ରୁତ ଗତିରେ କାମ କରୁଛି । ଆଗାମୀ କିଛି ବର୍ଷରେ ଭାରତରେ ଶକ୍ତି ଚାହିଦା ଦ୍ୱିଗୁଣା ହୋଇଯିବ । ଭାରତୀୟ ବଜାରକୁ କେହି ନଜରଅନ୍ଦାଜ କରିପାରିବେ ନାହିଁ । ଆଜି ଇଣ୍ଡିଆ ଏନର୍ଜି ଫୋରମରେ ଅଭିଭାଷଣ…

ଦଶହରାରେ କୋଟିଏ ଟଙ୍କାର ନୋଟ୍ ହାରରେ ସଜ୍ଜିତ ମା’; ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ: ଦଶହରା ଅବସରରେ ତେଲେଙ୍ଗାନାର କନୟକା ପରମେଶ୍ୱରୀ ମନ୍ଦିରରେ ଠାକୁରାଣୀ ନୋଟରେ ତିଆରି ଫୁଲ ହାରରେ ସଜ୍ଜିତ ହୋଇଛନ୍ତି । ଯାହାର ମୂଲ୍ୟ ପ୍ରାୟ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଛି ।…

ମେହବୁବାଙ୍କୁ ବିରୋଧ, ପିଡିପିରୁ ଇସ୍ତଫା ଦେଲେ ୩ ନେତା

ଜମ୍ମୁ: ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ କାମ ଓ କଥାରେ ରହୁନି ତାଳମେଳ । ଏହାକୁ ବିରୋଧ କରି ଆଜି ଦଳରୁ ଇସ୍ତଫା ଦେଇଛନ୍ତି ୩ ଜଣ ବରିଷ୍ଠ ନେତା । ପିଡିପି ନେତା ଟିଏମ ବାଜୱା, ଭେଦ ମହାଜନ ଓ ହୁସେନ ଏ ୱାଫି ଆଜି ନିଜ ନିଜର ଇସ୍ତଫାପତ୍ର ପିଡିପି ମୁଖ୍ୟ ମେହବୁବାଙ୍କ ପାଖକୁ ପଠାଇ…

ଦଶହରାରେ ରାବଣ ଜାଗାରେ ଜଳିଲା ମୋଦିଙ୍କ ପୁତ୍ତଳିକା, ରାହୁଲଙ୍କୁ ଟାର୍ଗେଟ କଲେ ନଡ୍ଡା

ନୂଆଦିଲ୍ଲୀ: ରାବଣ ବଦଳରେ ଜଳିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁତ୍ତଳିକା । ଦଶହରା ଅବସରରେ ପଞ୍ଜାବରେ ରାବଣ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗଇ ରାବଣ ପୋଡି ଉତ୍ସବ ପାଳନ କରାଯାଇଛି । ଏହି ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ଘଟଣା ପଛରେ କଂଗ୍ରେସର ଷଡଯନ୍ତ୍ର ଥିବା ବିଜେପି…

ପ୍ରସ୍ତୁତ ରୁହ, ନଭେମ୍ବରରେ ଆସିବ କରୋନା ଟିକା

ଲଣ୍ଡନ: କରୋନା ଟିକାକୁ ନେଇ ଆସିଛି ଭଲ ଖବର । ନଭେମ୍ବରରେ ଆସିବ ଅକ୍ସଫୋର୍ଡର କରୋନା ଟିକା । ଏହା ଆସନ୍ତା ମାସରୁ ବ୍ରିଟେନରେ ଉପଲବ୍ଧ ହେବ । ଏଥିପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଟିକା ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲଣ୍ଡନର ଥିବା ଏକ ବଡ ହସ୍ପିଟାଲର ଅଧିକାରୀଙ୍କୁ ସରକାରଙ୍କ…

ମଙ୍ଗଳ ଗ୍ରହକୁ ଗୋଟିଏ ଦିନରେ ଉଡିବ ୩ଟି ଫ୍ଲାଇଟ୍‌!

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ସ୍ପେସ୍ଏକ୍ସ ମଙ୍ଗଳ ଗ୍ରହରେ ମନୁଷ୍ୟର ବସତିସ୍ଥାପନ ଯୋଜନା ବିଷୟରେ ନୂତନ ସୂଚନା ଜାରି କରିଛି। ସ୍ପେସ୍ଏକ୍ସ କମ୍ପାନୀର ସିଓଓ ଗେନି ଶଟୱେଲ୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ ମଙ୍ଗଳ ଗ୍ରହରେ ମନୁଷ୍ୟର ବସତିସ୍ଥାପନ ପାଇଁ ଷ୍ଟାରଲିଙ୍କ୍‌ ସାଟେଲାଇଟ୍ ଏକ…

ଅଠାୱଲେଙ୍କ ‘ଆର୍‌ପିଆଇ’ରେ ଅଭିନେତ୍ରୀ ପାୟଲ ଘୋଷ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ପାୟଲ ଘୋଷ ଆରମ୍ଭ କରିଛନ୍ତି ନିଜ ରାଜନୈତିକ ଇନିଂସ୍ । ସେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ(ଆର୍‌ପିଆଇ)ରେ ଯୋଗଦେଇଛନ୍ତି । ସେ…

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି ଓ ଦିଲ୍ଲୀପ ରାୟଙ୍କ ଭୂମିକା

ନୂଆଦିଲ୍ଲୀ: ୧୯୯୯ରେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା । ୧୯୯୮ରେ ଝାଡଖଣ୍ଡର ବ୍ରହ୍ମଡିହା କୋଲବ୍ଲକ ପାଇଁ ଆବେଦନ କରିଥିଲା କାଷ୍ଟ୍ରୋନ ମାଇନିଂ ଲିମିଟେଡ । କମ୍ପାନୀ…

‘ଟୁ ପ୍ଲସ୍ ଟୁ’ ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ଭାରତକୁ ଆମେରିକାର ସ୍ୱାଗତ ବାର୍ତ୍ତା

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସପର୍ 'ଟୁ ପ୍ଲସ୍ ଟୁ' ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଆସନ୍ତା ୨୦୨୧ ଜାନୁୟାରୀ ୧ ରୁୁ ଆରମ୍ଭ…