Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜୟା ଦଶମୀରେ ସୀମାରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ

ଦାର୍ଜିଲିଂ: ବିଜୟା ଦଶମୀରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦାର୍ଜିଲିଂରେ ସୁକଣା ଓ୍ୱାର ମେମୋରିଆଲରେ ସେ ଶସ୍ତ୍ର ପୂଜା କରିଛନ୍ତି । ଏତିକିବେଳେ ତାଙ୍କ ସହ ଉପସ୍ଥିତ ଥିଲେ ସେନାମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ ଓ ସେନାର ବରିଷ୍ଠ ଅଧିକାରୀ । ଏଲଏସିରେ…

ଦଶହରାରେ ମୋଦିଙ୍କ ମନ୍ କି ବାତ୍

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତର ଆଜି ୭୦ତମ ସଂସ୍କରଣରେ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ସକାଳ ୧୧ଟାରେ କାର୍ୟ୍ୟକ୍ରମ ପ୍ରସାରଣ ହେବ । କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି । ବିଶେଷ କରି…

ସୀମାରେ ଯବାନଙ୍କ ସହ ଦଶହରା ପାଳିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ଆଜି ସିକିମ୍ ଗସ୍ତରେ ଯାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସିକିମ ସେକ୍ଟରେର ସେ ଭାରତୀୟ ସେନାଙ୍କ ସହ ଦଶହରା ପାଳନ କରିବେ । ଏହି ଅବସରରେ ଶେରଥାଙ୍ଗରେ ଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ ।…

୨୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଲଘୁଚାପ

ଭୁବନେଶ୍ୱର: ଅକ୍ଟୋବରରେ ଲଘୁଚାପର ଲମ୍ବା ଲାଇନ୍ । ଗୋଟିଏ ଗଲା, ଆଉ ଗୋଟିଏ ଆସୁଛି । ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର । ଆସନ୍ତା ୨୯ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ନେଇ ପୂର୍ବାନୁମାନ…

ପାଟଣାରେ ପ୍ରଚାର ବେଳେ ଜେଡିଆରପି ନେତାଙ୍କୁ ଗୁଳି କରି ହତ୍ୟା

ପାଟଣା: ବିହାରରେ ନିର୍ବାଚନୀ ହିଂସା । ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତା ନାରାୟଣ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ସିଓହର ଜିଲ୍ଲାର ହାଥସରରେ ଘଟିଛି ଏହି ଘଟଣା । ମିିଳିଥିବା ସୂଚନା ଅନୁଯୟୀ, ନାରାୟଣ ନିର୍ବାଚନ ପ୍ରଚାର…

[ଭିଡିଓ] ହେଲମେଟ୍ ଚେକିଂବେଳେ ମହିଳାଙ୍କ ତୁମୁଳକାଣ୍ଡ !

ମୁମ୍ବାଇ: ରାସ୍ତାରେ ଖୁଲମ୍‌ଖୋଲା ଟ୍ରାଫିକ୍ ପୋଲିସଙ୍କୁ ମାଡ । ସରକାରୀ ବାବୁଙ୍କ ସାର୍ଟ ଚିରିବା ସହ ତାଙ୍କ ବିରୋଧରେ ଅଶ୍ରାବ୍ୟ ଭାଷାରେ ଗାଳିଦେବା ଅଭିଯୋଗ । ମୁମ୍ବାଇର ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଛି । ଭିଡିଓରେ ଜଣେ ମହିଳା ବିଚ୍ ରାସ୍ତାରେ ଜଣେ ଟ୍ରାଫିକ୍…

ବୟସର ବୋଲ ମାନୁନି ବଲିଉଡ, ଚାଲିଛି ନିଜଠୁ ସାନ ପୁଅଙ୍କୁ ବିବାହ ଟ୍ରେଣ୍ଡ

ବିବାହ ବନ୍ଧନରେ ଆବଦ୍ଧ ହେଲେ ନେହା କକ୍କର । ଆଜି ସେ ପଂଜାବୀ ସିଙ୍ଗର ରୋହନ ପ୍ରୀତଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ରୋହନ ନେହାଙ୍କଠାରୁ ସାତ ବର୍ଷ ସାନ । କେବଳ ନେହା ନୁହେଁ ଅନେକ ସେଲିବ୍ରିଟି ଏପରି ଅଛନ୍ତି ଯେ କି ନିଜ ବୟସଠାରୁ ସାନ ପୁଅ ବା ପୁଅମାନେ ନିଜ ବୟସଠାରୁ…

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ କରୋନା

ନୂଆଦିଲ୍ଲୀ: ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ଲକଡାଉନ୍ ପରଠାରୁ ନିରନ୍ତର କାର୍ଯ୍ୟ କରି ଆସୁଅଛି । ଯେମିତି ଲାଗୁଛି ଭଗବାନ…

ହାଥରସ ବଳାତ୍କାର କେସର ତଦନ୍ତ କରୁଥିବା ଡିଜିପି ପତ୍ନୀଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତରପ୍ରଦେଶ ବହୁଚର୍ଚ୍ଚିତ ହାଥରସ ଗଣବଳାତ୍କାର କେସର ତଦନ୍ତ କରୁଥିବା ଡିଜିପି ଚନ୍ଦ୍ର ପ୍ରକାଶଙ୍କୁ ଶନିବାର ଶକ୍ତ ଧକ୍କା ଲାଗିଛି । ଲକ୍ଷ୍ନୌରେ ତାଙ୍କ ପତ୍ନୀ ପୁଷ୍ପା ଆତ୍ମହତ୍ୟା କରିଛନ୍ତି । ସକାଳେ ଘଟଣା ଜଣାପଡିବା ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ…

[ଭିଡିଓ] ସତ ପ୍ରମାଣିତ ହେଲା #NehuDaVyah

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଲିଷ୍ଟରେ ଥିଲା #NehuDaVyah । ବିବାହ କରିବେ ସିଙ୍ଗର ନେହା କକ୍କର ! ସତରେ କ'ଣ ବିବାହ କରିବେ ନେହା ? ନେହାଙ୍କ ବିବାହ ଖବର ସତ ନା ମ୍ୟୁଜିକ ଭିଡିଓ ପ୍ରମୋଶନ ? କିଛି ଏପରି ହେଡ୍ ଲାଇନ୍‌କୁ ନେଇ ଅନେକ ଟିଭି ଚ୍ୟାନେଲ, ନ୍ୟୁଜ୍ ପେପର ଓ ଡିଜିଟାଲ୍…