Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋକମା ବିଧାସନଭା ସିଟରେ ରାମ-ରାବଣ ଲଢ଼େଇ ନେଇ ଚର୍ଚ୍ଚା

ମୋକମା: ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋକମା ସିଟ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ରାମ-ରାବଣ ଲଢ଼େଇ ହେବ ବୋଲି କୁହାଯାଉଛି । ରାଷ୍ଟ୍ରୀୟ ଜନତା ଦଳର ବାହୁବଳୀ ଅନନ୍ତ ସିଂଙ୍କ ବିପକ୍ଷରେ ଛିଡା ହୋଇଛନ୍ତି ଜନତା ଦଳ ୟୁନାଇଟେଡର ସନ୍ଥ ରାଜୀବ ଲୋଚନ ନାରାୟଣ ସିଂ । ଅନନ୍ତଙ୍କ…

ମୋଦିଙ୍କ ମନ୍ କି ବାତ୍: ଭୋକାଲ୍ ଫର୍ ଲୋକାଲ୍ ବାର୍ତ୍ତା, ଯବାନଙ୍କ ଉଦ୍ଦେଶ୍ୟରେ ଦୀପ ଜାଳନ୍ତୁ

ନୂଆଦିଲ୍ଲୀ: ମନ୍ କି ବାତରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଶହରା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦଶହରା କେବଳ ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ ନୁହେଁ । ସଙ୍କଟ ଉପରେ ବିଜୟର ଉତ୍ସବ । ମନ୍ କି ବାତରେ…

ଦେଶର ଇଞ୍ଚେ ଜମି କାହାକୁ ଦେବୁ ନାହିଁ: ରାଜନାଥ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଜୟା ଦଶମୀ ଅବସରରେ ରବିବାର ଦିନ ସିକ୍କିମର ନାଥୁ ଲାରେ ଚୀନ୍ ସୀମା ନିକଟରେ ପାରମ୍ପାରିକ ଭାବେ ଶସ୍ତ୍ର ପୂଜା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ସୀମାରେ ଉତ୍ତେଜନା ସମାପ୍ତ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଚାହୁଁଛି ।…

ସୁଶୀଲ ମୋଦିଙ୍କୁ ମାରିବା ପାଇଁ ଲାଲୁ ତନ୍ତ୍ର ପୂଜା କରୁଥିଲେ !

ପାଟନା: ବିହାର ନିର୍ବାଚନରେ ଧିରେ ଧିରେ ଆରୋପ ପ୍ରତ୍ୟାରୋପ ବ୍ୟକ୍ତିଗତ ସ୍ତରକୁ ଆସିଯାଇଛି । ବିଭିନ୍ନ ସର୍ଭେରେ ଏନଡିଏ ଆଗୁଆ ରହୁଥିବାରୁ ଏହାର ଫାଇଦା ଉଠାଇବା ପାଇଁ ବିଜେପି ଆକ୍ରମଣାତ୍ମକ ମୁଡକୁ ଆସି ଯାଇଛି । ରବିବାର ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଏକ ଚାଂଚଲ୍ୟକର ଅଭିଯୋଗ…

ପୋଲାଣ୍ଡ୍‌ ରାଷ୍ଟ୍ରପତି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା କରୋନା ପଜିଟିଭ୍  ହୋଇଥିବା ଜଣାପଡିଛି। ଶନିବାର ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଟ୍ୱିଟରରେ ସେୟାର କରାଯାଇଛି। ଟୁଇଟରେ ଉଲ୍ଲେଖ କରାଯାଇଛି ଯେ, ରାଷ୍ଟ୍ରପତି ଏବେ ଭଲ ଅଛନ୍ତି ଏବଂ ସଙ୍ଗରୋଧରେ ରହିଛନ୍ତି। ଏହାସହିତ…

କାବୁଲ୍‌ ଆତ୍ମଘାତୀ ହମ୍‌ଲା; ୧୦ ମୃତ ୨୦ ଆହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ଆତ୍ମଘାତୀ ଆକ୍ରମଣରେ ସ୍କୁଲ ପିଲାମାନଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ତେବେ ଏ ନେଇ ଗୃହ ମନ୍ତ୍ରଣାଳୟ କହିଛି ଯେ ପଶ୍ଚିମ କାବୁଲର ଶିଆ-ପ୍ରାଧାନ୍ୟ ଅଞ୍ଚଳରେ ଥିବା ଏକ ଶିକ୍ଷା କେନ୍ଦ୍ର ବାହାରେ ଏହି…

ଟ୍ରମ୍ପ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଭୋଟ୍‌ ଦେଇଛି; ଟ୍ରମ୍ପ୍‌

ଫ୍ଲୋରିଡା: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ମତଦାନ ପ୍ରକ୍ରିୟା ଶେଷ କରିଛନ୍ତି। ଏହା ପରେ ସେ କହିଛନ୍ତି ଯେ ଟ୍ରମ୍ପ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଭୋଟ୍ ଦେଇଛନ୍ତି। ସେ ପୂର୍ବରୁ ନ୍ୟୁୟର୍କରେ ମତଦାନ କରୁଥିଲେ କିନ୍ତୁ ଗତ ବର୍ଷ…

ବିଶ୍ୱ କରୋନା ମିଟର; ଗତ ୨୪ ଘଣ୍ଟାରେ ୪.୫୨ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଇଛି। ଏହାର ବିପଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁନିଆରେ କରୋନା ସଂକ୍ରମଣ ସଂଖ୍ୟା ସାଢେ ଚାରି କୋଟି ପାର୍‌ କରିସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୪କୋଟି ୫୨ ଲକ୍ଷ କରୋନା ମାମଲା ରିପୋର୍ଟ ହୋଇଛି। ଗତ ୨୪…

ମାସ୍କ ନ ପିନ୍ଧିଲେ ୨ ବର୍ଷ ଜେଲ୍‌; ଇଥିଓପିଆ

ନୂଆଦିଲ୍ଲୀ: ଯଦି ଲୋକମାନେ ମାସ୍କ ପିନ୍ଧିବାକୁ ମନା କରନ୍ତି, ତେବେ ସେମାନଙ୍କୁ ମାସେ ନୁହେଁ କି ଦୁଇ ମାସ ନୁହେଁ ଏକାବେଳେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଏଭଳି କଠୋର ନିୟମ ଲାଗୁ କରିଥିବା ଦେଶର ନାମ ହେଉଛି ଇଥିଓପିଆ। ଏହା ସହିତ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ମାସ୍କ ନ…

କମୁଛି କରୋନା ଟ୍ରେଣ୍ଡ: ଦିନକରେ ଦେଶରେ ୫୦ ହଜାର ପଜିଟିଭ୍, ୫୭୮ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା କାୟା । ୨୪ ଘଣ୍ଟାରେ ସୁସ୍ଥ ହେଲେ ଅଧିକ ଆକ୍ରାନ୍ତ । ସଂକ୍ରମିତ କମ୍ । ଦିନକରେ ସାରା ଦେଶରୁ ୫୦ ହଜାର ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏହି ସମୟରେ ଆରୋଗ୍ୟ ଲାଭ କରିଛନ୍ତି ୬୨ ହଜାର ୭୭ ସଂକ୍ରମିତ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…