Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାଇରାଲ ହେଉଛି ‘ଡାକ୍ତରଙ୍କ ଅଷ୍ଟଭୂଜା’ ରୂପ

ଭୁବନେଶ୍ୱର: ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ନବଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ଏହି ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଜଣେ ଡାକ୍ତରଙ୍କର ‘ଅଷ୍ଟଭୂଜା ରୂପ’ । ସୂଚନାନୁଯାୟୀ କରୋନା ସଙ୍କଟ ସମୟରେ ଡାକ୍ତର ମାନେ ଦିନ ରାତି ଭୁଲି ରୋଗୀଙ୍କ ସେବାରେ ଲାଗି ପଡିଛନ୍ତି । ଉକ୍ତ…

ଚୀନ ଉପରେ ତାଇୱାନ ଆକ୍ରମଣ କରିବ !

ବେଜିଂ: ତାଇୱାନ ଆକ୍ରମଣ ପ୍ରତି ଚୀନର ଭୟ ରହିଛି । କାଳେ ତାଇୱାନ ଅତର୍କିତ ଆକ୍ରମଣ କରିଦେବ ସେ ନେଇ ଚୀନ ଦକ୍ଷିଣ ପୂର୍ବ ଊକପୂଳବର୍ତି ଅଂଚଳରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ମୁତୟନ କରିଛି । ଆମେରିକା ସମସ୍ତ ପ୍ରକାର ସହଯୋଗ ତାଇୱାନକୁ କରୁଥିବାରୁ ଚୀନ ଏଥିନେଇ ସତର୍କ ରହିଛି । ଚୀନ ସେନା…

‘ମାର୍ଚ୍ଚ ସୁଦ୍ଧା ଆସିପାରେ କରୋନା ଟିକା’

ନୂଆଦିଲ୍ଲୀ: ଚାରିଆଡେ ଜାରି ରହିଛି କରୋନାର କୋପ । ଏହାର ମୁକାବିଲା ଦିଗରେ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ଦେଶ ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏହାରି ଭିତରେ କରୋନା ଟିକାକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଡିସେମ୍ବର ସୁଦ୍ଧା କରୋନା ଟିକା ପ୍ରସ୍ତୁତ ହେବ। ମାର୍ଚ୍ଚ…

ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ଜୋ ବିଡେନ୍‌

ୱାଶିଂଟନ: ଭାରତୀୟଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ । ଏଥିସହ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ କମଲା ହାରିସ ମଧ୍ୟ ଭାରତୀୟ ଆମେରିକୀୟମାନଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଆମେରିକାରେ ଥିବା ହିନ୍ଦୁ ଭାରତୀୟମାନଙ୍କୁ ଟ୍ୱିଟ…

୧୫ବର୍ଷ ଧରି ଦୁଷ୍କର୍ମ, ୨୫ଥର ଦୁଷ୍କର୍ମକାରୀକୁ ଛୁରୀ ଭୁଷିଲେ ପୀଡିତା !

ମଧ୍ୟପ୍ରଦେଶ: ଜଣେ ବ୍ୟକ୍ତିଙ୍କୁ ୨୫ ଥର ଛୁରୀ ଭୁଷିବା ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କ ଅଭିଯୋଗ ଥିଲା ସେହି ବ୍ୟକ୍ତିଜଣକ ଅକ୍ଟୋବର ୧୨ରେ ତାଙ୍କ ପ୍ରତି କରିଥିଲେ ଦୁଷ୍କର୍ମ ଉଦ୍ୟମ । ଏହି ଘଟଣାଟି ଘଟିଥିଲା ଭୋପାଳଠୁ ୨୦୦କିମି ଦୂର ଗୁନା ଜିଲ୍ଲାରେ । ମୃତ…

କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ହେଲିକପ୍ଟର କ୍ଷତିଗ୍ରସ୍ତ

ପାଟନା: ବିହାର ନିର୍ବାଚନ ପ୍ରଚାର ଅବସରରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ହେଲିକପ୍ଟର ପାଟନା ବିମାନ ବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ହେଲିକପ୍ଟରର ସମସ୍ତ ପଙ୍ଖା କ୍ଷତିଗ୍ରସ୍ତ ହୋଇଛି । ଫଳରେ ଏକ ବଡ ଦୁର୍ଘଟଣାରୁ ରବିଶଙ୍କରଙ୍କ ସମେତ ଅନ୍ୟମାନ ବର୍ତିଯାଇଛନ୍ତି ।…

ଚେନ୍ନାଇରେ ୪.୧୪ କେଜି ସୁନା ଜବତ, ଚୋର ଏହାକୁ ମଳଦ୍ୱାରରେ ଲୁଚାଇ ରଖିଥିଲେ

ଚେନ୍ନାଇ: ଚେନ୍ନାଇ ବିମାନ ବନ୍ଦରରେ ୪.୧୪ କେଜି ମୂଲ୍ୟର ସୁନା ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୨.୧୬ କୋଟି ଟଙ୍କାର ହେବ । କଷ୍ଟମ ଏୟାର ଇଟେଂଲିଜେନ୍ସ ଅଧିକାରୀଙ୍କଠାରୁ ମିଳିଥିବା ଖବର ମୁତାବକ ଶୁକ୍ରବାର ରାତିରେ ୨ଟି ବିମାନ ଦୁବାଇରୁ ଆସିଥିଲା । ଏଥିରେ ୧୪ଜଣ ବ୍ୟକ୍ତି ସୁନା ଚୋରା…

୨୪ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଗୋଟିଏ ଦଳ ସଂଖ୍ୟା ଗରିଷ୍ଠତା ହାସଲ କଲା: ଜେସିଣ୍ଡା ଆଡର୍ଣ୍ଣ ପୁନର୍ବାର ପ୍ରଧାନମନ୍ତ୍ରୀ…

ୱେଲିଂଟନ: ୨୪ ବର୍ଷ ପରେ ନ୍ୟୁଜିଲାଣ୍ଡ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଗୋଟିଏ ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଲେବର ପାର୍ଟି ଏହି ସଫଳତା ହାସଲ କରିଛି । ଫଳରେ ଜେସିକା ଆଡର୍ଣ୍ଣ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି । ୧୨୦ ସଦସ୍ୟ…

ଭୋକରେ ରହିଛି ଭାରତ!!

ନୂଆଦିଲ୍ଲୀ: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୦ରେ ଭାରତ ୧୦୭ଟି ଦେଶ ମଧ୍ୟରୁ ୯୪ତମ ସ୍ଥାନରେ ରହିଛି । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ଖରାପ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା, ପ୍ରଭାବଶାଳୀ ମନିଟରିଂର ଅଭାବ, ପୁଷ୍ଟିହୀନତାର ମୁକାବିଲା ପାଇଁ ନିରବଚ୍ଛିନ୍ନ ଆଭିମୁଖ୍ୟ…

ଫେରାର ଦୁଷ୍କର୍ମକାରୀଙ୍କୁ ଫେସ୍‌ବୁକରୁ ଚିହ୍ନିଲା ପୀଡିତା !

ଉତ୍ତରପ୍ରଦେଶ: ଦୁନିଆରେ ମଣିଷ ବେଶରେ ଲୁଚି ରହିଥିବା ପଶୁଙ୍କୁ ଚିହ୍ନିପାରିନଥିଲା ଝିଅଟି । ହସ୍ପିଟାଲରେ ଭର୍ତ୍ତି ଥିବା ମାଆକୁ ଦେଖିବା ଲାଗି ଘରୁ ବାହାରିଥିଲା । ହେଲେ ଜଙ୍ଗଲି ରାସ୍ତାରେ ଭେଟିଥିଲା କିଛି ମାଂସଲୋଭି ସଇତାନଙ୍କୁ । ଆଉ ତା ପରେ ହରାଇଥିଲା ମଣିଷ ଉପରେ ବିଶ୍ୱାସ ଓ ନିଜ ମାନ…