Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁଇ ବୈଜ୍ଞାନିକଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ୍

ନୂଆଦିଲ୍ଲୀ: ଦୁଇ ବୈଜ୍ଞାନିକ ପଲ୍‌ ଆର୍‌  ମିଲ୍‌ଗ୍ରୋମ୍ ଏବଂ ରୋବର୍ଟ ବି ୱିଲ୍‌ସନ୍‌ ଅର୍ଥଶାସ୍ତ୍ରରେ ଚଳିତ ବର୍ଷ ସମ୍ମାନଜନକ ନୋବେଲ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସୋମବାର ସ୍ୱିଡେନ୍‌ ‘ଏକାଡେମୀ ଅଫ୍‌ ସାଇନ୍ସ’ ପକ୍ଷରୁ ଚଳିତ ବର୍ଷର ଷଷ୍ଠ ତଥା ଅନ୍ତିମ ପୁରସ୍କାର…

ହାଥ୍ରାସ୍ ବଳାତ୍କାର ମାମଲା: କୋର୍ଟରେ ହଜାର ହେଲେ ପୀଡ଼ିତାଙ୍କ ପରିବାର

ଆହ୍ଲାବାଦ: ହାଥ୍ରାସ୍ ଗଣବଳାତ୍କାର ମାମଲାରେ ପୀଡ଼ିତାଙ୍କ ପରିବାର ସେମାନଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହାଜର ହୋଇଛନ୍ତି । ମହିଳା ପିତାମାତା ଏବଂ ଭାଇଭଉଣୀମାନେ ସେମାନଙ୍କ ବିବୃତ୍ତି ରେକର୍ଡ କରିବେ । ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ…

୧୬ହଜାରରୁ ଅଧିକ ବିଦ୍ୟାଳୟକୁ ଡିଜିଟାଲାଇଜେସନ୍ କରିବାରେ କେରଳ ଭାରତରେ ପ୍ରଥମ ରାଜ୍ୟ

ଥିରୁବନନ୍ତପୁରମ୍: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସୋମବାର ଦିନ ଘୋଷଣା କରିଛନ୍ତି ଯେ ସମସ୍ତ ସରକାରୀ ବିଦ୍ୟାଳୟରେ ହାଇ ଟେକ୍ ଶ୍ରେଣୀଗୃହ ପାଇବାରେ ଦେଶରେ ପ୍ରଥମ ରାଜ୍ୟ  ହୋଇପାରିଛି କେରଳ । କେରଳର ୧୦୦ ଦିନିଆ ଯୋଜନା ଘୋଷଣାର ଏକ ଅଂଶ ଭାବରେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ସମ୍ମିଳନୀ…

ବିଜେପିରେ ଯୋଗ ଦେଲେ ଅଭିନେତ୍ରୀ ଖୁସବୁ ସୁନ୍ଦର

ଚେନ୍ନାଇ: କଂଗ୍ରେସର ଅନ୍ୟତମ ପ୍ରମୁଖ ଡିଫେଣ୍ଡର ଅଭିନେତ୍ରୀ ଖୁସବୁ ସୁନ୍ଦର ଆଜି ଦଳ ଛାଡି ତାମିଲନାଡୁ ନିର୍ବାଚନର କିଛି ମାସ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ବାସ୍ତବତା ସହିତ କୌଣସି ସମ୍ପର୍କ ନଥିବା…

ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହିମାଚଳ ପ୍ରଦେଶ: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । କରୋନା ପଜିଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ସେ ଘରୋଇ ସଙ୍ଗରୋଧରେ ରହିଥିବା ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ କୋଭିଡ ପଜିତିଭଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଗତ ୧ ସପ୍ତାହ ହେବ…

ଦୁର୍ଗା ପୂଜାରେ ଭାରତକୁ ୧୪୭୫ ଟନ୍ ଇଲିଶି ମାଛ ଭେଟି !

ନୂଆଦିଲ୍ଲୀ: ଇଲିଶି ମାଛପ୍ରେମୀଙ୍କ ପାଇଁ ଖୁସୀ ଖବର । ଦୁର୍ଗାପୂଜା ଉପଲକ୍ଷେ ଭାରତକୁ ଆସିବ ୧୪୭୫ ଟନ୍ ଇଲିଶି ମାଛ । ତେବେ ଅନ୍ୟ କେହି ନୁହେଁ ବରଂ ଭାରତର ଜଣେ ପଡୋଶୀ ରାଜ୍ୟ ଦେବ ଭେଟି । ଏ ନେଇ ସେହି ଦେଶର ସରକାର ମଂଜୁରୀ ଦେଇ ସାରିଥିଲାବେଳେ ଭାରତକୁ ମାଛ ରପ୍ତାନୀ ପ୍ରକ୍ରିୟା ମଧ୍ୟ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା

ଶ୍ରୀନଗଗ: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ଥିବା ରାମବାଗ ଅଂଚଳରେ ସୁରକ୍ଷାକର୍ମୀ ଓ ଆଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ କାଶ୍ମୀର ଆଜି ବିଜୟ କୁମାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । #Update 2…

ରିସର୍ଚ୍ଚରୁ ଖୁଲ୍ଲାସା: ବ୍ୟାଙ୍କ ନୋଟରୁ ବ୍ୟାପୁଛି କରୋନା !

ସିଡନୀ: କରୋନା ଉପରେ ରିସର୍ଚ୍ଚ ବେଳେ ସାମନାକୁ ଆସିଲା ନୂଆ ତଥ୍ୟ । କରୋନା ଭୂତାଣୁ (ସାର୍ସ-ସିଓଭି-୨) ବ୍ୟାଙ୍କ ନୋଟରେ ସପ୍ତାହ ସପ୍ତାହ ଧରି ସକ୍ରିୟ ରହୁଛି । ସେହିପରି ମୋବାଇଲ୍ ସ୍କ୍ରିନ୍, କାଚ, ଇସ୍ପାତ ଭଳି ପୃଷ୍ଠ ଉପରେ ପାଖାପାଖି ୨୮ ଦିନ ସକ୍ରୟ ରହୁଛି ଭୂତାଣୁ । ଅଷ୍ଟ୍ରେଲିଆର…

ଦିନକ ପାଇଁ ୧୮ ବର୍ଷୀୟା ଚେତନ୍ୟା ହେଲେ ଭାରତରେ ୟୁକେର ବରିଷ୍ଠ କୂଟନୀତିଜ୍ଞ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ୧୮ ବର୍ଷୀୟ ଚେତନ୍ୟା ଭେଙ୍କଟରମଣ ୟୁକେର ସବୁଠୁ ବରିଷ୍ଠ କୂଟନୀତିଜ୍ଞ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଚେତନ୍ୟା ଦିନକ ପାଇଁ ଏହି ପଦବୀର ଅଂଶୀଦାର ହୋଇଛନ୍ତି। ତେବେ ଏକ ବିରଳ ଅନୁଭୂତି ପାଇଁ ସେ ଏହି ଗୌରବ ହାସଲ କରିଛନ୍ତି। ବିଶ୍ୱରେ ମହିଳାମାନଙ୍କ ପ୍ରତି…

କଂଗ୍ରେସ ଛାଡିଲେ ଖୁସବୁ

ଚେନ୍ନାଇ: କଂଗ୍ରେସକୁ ପୁଣି ଝଟ୍‌କା । ଦଳ ଛାଡିଲେ ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ସୁନ୍ଦର । ସେ ଆଜି କଂଗ୍ରେସକୁ ବାଏ ବାଏ କହିଛନ୍ତି । ଦୀର୍ଘ ୬ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିବା ଖୁସବୁ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ…