Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସ ଛାଡିଲେ ଖୁସବୁ

ଚେନ୍ନାଇ: କଂଗ୍ରେସକୁ ପୁଣି ଝଟ୍‌କା । ଦଳ ଛାଡିଲେ ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ସୁନ୍ଦର । ସେ ଆଜି କଂଗ୍ରେସକୁ ବାଏ ବାଏ କହିଛନ୍ତି । ଦୀର୍ଘ ୬ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିବା ଖୁସବୁ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ…

କିଏ ଦେଇଥଲା ଧୋନୀଙ୍କ ଝିଅକୁ ଦୁଷ୍କର୍ମ ଧମକ ?

ଗୁଜରାଟ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ହାରିଥିଲା ବୋଲି ଧୋନୀଙ୍କ ଝିଅ ଜିଭାକୁ ମିଳିଥିଲା ଦୁଷ୍କର୍ମ ଧମକ । ଏ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । କ୍ରିକେଟ୍ ଖେଳକୁ ନେଇ ଏଭଳି ଧମକ ଘଟଣାକୁ ସମସ୍ତେ ନିନ୍ଦା କରିଥିଲେ । ତେବେ ଶେଷରେ ରାଂଚି ଓ ଗୁଜରାଟ ପୋଲିସର ତତ୍ପରତା ଯୋଗୁଁ…

ଗ୍ରୀଡ୍ ଫେଲ: ଅନ୍ଧାରରେ ମାୟାନଗରୀ, ଲୋକାଲ୍ ଟ୍ରେନ୍ ସେବା ଠପ୍

ମୁମ୍ବାଇ: ମୁମ୍ବାଇରେ ଗ୍ରୀଡ଼ ଫେଲ୍ । ବଡ଼ ଧରଣର ବିଜୁଳି ବିଭ୍ରାଟ । ମାୟାନଗରରୀ ବ୍ୟାପକ ଅଞ୍ଚଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । କୋଲାବ, ବାନ୍ଦ୍ରା, ଥାନେ ଆଦି ଅଞ୍ଚଳରେ ବିଜୁଳି ସେବା ସକାଳୁ ସକାଳୁ ବନ୍ଦ ହୋଇଛି । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକ । ବିଦ୍ୟୁତ…

ଆଜି ପ୍ରକାଶ ପାଇବ NEET ପରୀକ୍ଷାଫଳ, ଏମିତି ଜାଣିବେ ରେଜଲ୍ଟ

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ବାହାରିବା ପ୍ରବେଶିକା ପରୀକ୍ଷାଫଳ । ଛାତ୍ରଛାତ୍ରୀ ntaneet.nic.in କିମ୍ୱା mcc.nic.in ଓ୍ୱେବସାଇଟରୁ ନିଜ ରେଜଲ୍ଟ ଜାଣିପାରିବେ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା ଏନଟିଏ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯିବ ।…

କଲମ୍ବସ୍ ଡେ; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ?

ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ସୋମବାର ଦିନ କଲମ୍ବସ୍‌ ଡେ ପାଳନ କରାଯାଏ। ୧୭୯୨ରେ ଏହା ପ୍ରଥମ ଥର ପାଇଁ ନ୍ୟୁୟର୍କରେ ପାଳିତ ହୋଇଥିଲା। ୧୯୩୭ରେ ଏହାକୁ ସରକାରୀ ମାନ୍ୟତା ମିଳିଥିଲା। କାନାଡା, ଇଟାଲି, ସ୍ପେନ୍‌, ଆର୍ଜେଣ୍ଟିନା, କଲମ୍ବିଆ, ଭେନିଜୁଏଲା, କୋଷ୍ଟାରିକା ଏବଂ…

ସୀମା ଟେନସନ: ଆଜି ଭାରତ-ଚୀନ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଲଦାଖ ସୀମାରେ ଭରାତ-ଚୀନ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଦୁଇ ଦେଶ ସୈନ୍ୟ ସୀମାରେ ମୁତୟନ ଅଛନ୍ତି । ବଢ଼ାଇ ଦିଆଯାଇଛି ସୁରକ୍ଷା । ଯୁଦ୍ଧ ଭଳି ପରିସ୍ଥିତି ଭିତରେ ବହୁ ଦିନ ପରେ ଆଜି ଭାରତ-ଚୀନ୍ ମଧ୍ୟରେ ବସୁଛି କମାଣ୍ଡରସ୍ତରୀୟ ବୈଠକ । ଇଣ୍ଟର୍ଣ୍ଣ ଲଦାଖର ଚୁସୁଲ…

ଆଜି ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ

ବିଶୃଙ୍ଖଳିତ ଜୀବନଶୈଳୀ ଯୋଗୁ ବିଶ୍ୱର ଅଧିକାଂଶ ଲୋକ ଏବେ ଏହି ରୋଗ ଶିକାର ହୋଇଛନ୍ତି। ଏହି ରୋଗର ଚିକିତ୍ସା ପ୍ରାଥମିକ ସ୍ତରରେ କରା ନଗଲେ ଏଥିରୁ ମୁକୁଳିବା କଷ୍ଟକର ହୋଇପଡ଼େ। ଏ ବାବଦରେ ସଚେତନତା ଅବଲମ୍ବନ ନିହାତି ଜରୁରୀ। ଆର୍‌ଥ୍ରାଇଟସ୍‌ ଏକ ଗ୍ରିକ୍‌ ଶବ୍ଦ ‘ଆର୍‌ଥ୍ରୋ’ ଏବଂ…

କମୁଛି କରୋନା ଟ୍ରେଣ୍ଡ: ଦିନକରେ ଦେଶରୁ ୬୬ ହଜାର ଆକ୍ରାନ୍ତ, ୮୧୬ ମୃତ

ନୂଆଦିଲ୍ଲୀ: ଦେଶରେ ୭୧ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ପଜିଟିଭ୍ କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ପାଇଛି ।…

ହାଇକୋର୍ଟରେ ହାଥରସ ମାମଲା ଶୁଣାଣି, ଲକ୍ଷ୍ନୌ ଯାଉଛନ୍ତି ପୀଡ଼ିତାଙ୍କ ପରିବାର

ଲକ୍ଷ୍ନୌ: ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚରେ ହେବ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ଶୁଣାଣି । ଜଷ୍ଟିସ ପଙ୍କଜ ମିତ୍ତଲ ଓ ଜଷ୍ଟିସ ରାଜନ ରାୟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆଜିର ଶୁଣାଣି ବେଳେ କୋର୍ଟରେ ହାଜର ହେବ ପୀଡ଼ିତାଙ୍କ ପରିବାର ଲୋକ । ସେମାନଙ୍କୁ…

ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୨ ରେ ଆୟୋଜିତ ଏକ ଭର୍ଚୁଆଲ ସମାରୋହରେ ଶ୍ରୀମତୀ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । ବିଜୟାରାଜେ ସିନ୍ଧିଆ ଗ୍ୱାଲିଅର ରାଜମାତା ଭାବରେ ଜଣାଶୁଣା ।ବିଜୟାରାଜ ସିନ୍ଧିଆଙ୍କ ଜନ୍ମ…