Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୩ ମାସରେ ୩୫୦ ଅନଲାଇନ କୋର୍ସ କରି ବିଶ୍ୱରେକର୍ଡ କଲେ କେରଳର ଆରତୀ

ଥିରୁୱନ୍ତପୁରମ:କୋଭିଡ-୧୯ ଲକଡାଉନ ଅବସରରେ ଅନେକ ବ୍ୟକ୍ତି ସେମାନଙ୍କ ମୂଲ୍ୟବାନ ସମୟ ନଷ୍ଟ କରି ନାହାନ୍ତି । ବରଂ ଏହାକୁ ଉପଯୋଗ କରି ଲାଭବାନ ହୋଇଛନ୍ତି । ସେଭଳି ଜଣେ ମହିଳା ହେଲେ କେରଳର ଆରତୀ ରଘୁନାଥ । ସେ ୩ ମାସ ମଧ୍ୟରେ ୩୫୦ ଅନଲାଇନ କୋର୍ସ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି ।…

ଗାନ୍ଧୀ ଜୟନ୍ତୀ: ମହାତ୍ମା ଗାନ୍ଧୀଙ୍କ ପ୍ରତିଛବିରେ ଝଟକିବ ବୁର୍ଜ ଖଲିଫା

ଦୁବାଇ: ଆଜି ହେଉଛି ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀ। ଏହାକୁ ସ୍ମରଣୀୟ କରିବା ପାଇଁ ଶୁକ୍ରବାର ଦିନ ଦୁବାଇର ବୁର୍ଜ ଖଲିଫାରେ ଗାନ୍ଧୀଙ୍କ ଚିତ୍ର ପ୍ରଦର୍ଶିତ ହେବାକୁ ଯାଉଛି। 'ଏକବିଂଶ ଶତାବ୍ଦୀରେ ଗାନ୍ଧୀଙ୍କ ବାର୍ତ୍ତାର ପ୍ରାସଙ୍ଗିକତା' ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

୪ ହଜାର ଟଙ୍କାର ୫ଜି ଫୋନ ଲଞ୍ଚ କରିବ ଜିଓ !

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଚଳିତ ବର୍ଷର ଜେନେରାଲ ମିଟିଂ ସମୟରେ ମୁକେଶ ଅମ୍ବାନୀ ଗୁଗୁଲ ସହଭାଗିତାରେ ଜିଓ ଦ୍ୱାରା ଏକ ଶସ୍ତା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି। ଉଭୟ ଗୁଗୁଲ ଏବଂ ଜିଓ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ସ୍ୱଳ୍ପ ମୂଲ୍ୟର ୪ଜି-୫ଜି ଫୋନ୍ ଆଣୁଥିବା…

କାଷ୍ଟିଙ୍ଗ କାଉଚକୁ ଅସ୍ତ୍ର କରି ସଫଳତା ହାତେଇଛନ୍ତି ବଲିଉଡର ବହୁ ଅଭିନେତ୍ରୀ !

ମୁମ୍ବାଇ: ଅଭିନେତ୍ରୀ ଇଶା କପିକର, ଯିଏକି ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ଭର୍ମାଙ୍କ ଆଗାମୀ ୱେବ୍ ସିରିଜରେ ନଜର ଆସିବେ। ବଲିଉଡର ହିରୋଇନ ମାନଙ୍କ ଉପରେ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି ଇଶା। ଅଭିନେତ୍ରୀ ଇଶା ଦେଇଥିବା ସୁଚନା ଅନୁସାରେ,, କାଷ୍ଟିଂ କାଉଚ୍ କୁ ଅସ୍ତ୍ର କରି ଅନେକ…

‘ଏୟାରଟେଲ୍ ସି‌କ୍ୟୋର’ କଣ? ଏହାଦ୍ବାରା ଗ୍ରାହକ କଣ ସବୁ ସୁବିଧା ପାଇପାରିବେ

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ୍ ଭାରତରେ ଏୟାରଟେଲ୍ ଗ୍ରାହକଙ୍କ ନିମନ୍ତେ ସାଇବର୍ ସୁରକ୍ଷା ସମାଧାନ ପାଇଁ ଏକ ସୁରକ୍ଷା କବଚ ପ୍ରସ୍ତୁତ କରିଛି। ଏହାର ନାଁ ରହିଛି ‘ଏୟାରଟେଲ୍ ସିକ୍ୟୁରିଟି’। ଏହା ମାଧ୍ୟମରେ ଗ୍ରାହକଙ୍କୁ ସମ୍ଭାବ୍ୟ ବିପଦ ବିରୁଦ୍ଧରେ ଉନ୍ନତ ମାନର କୌଶଳ ଏବଂ ସୁବିଧା ପ୍ରଦାନ…

ଟ୍ରମ୍ପ ଦମ୍ପତ୍ତିଙ୍କ ଆରୋଗ୍ୟ କାମନା କଲେ ମୋଦୀ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ। ଟ୍ରମ୍ପ ଦମ୍ପତ୍ତିଙ୍କ ଆଶ୍ୟୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । Wishing my friend @POTUS @realDonaldTrump and @FLOTUS a quick recovery…

ପ୍ରକୃତରେ ବଳଦ କାହାର? ଜାଣିବା ପାଇଁ କରାଯିବ ଡିଏନ୍ଏ ପରୀକ୍ଷା

ବର୍ତ୍ତମାନ ସୁଦ୍ଧା ମଣିଷର ଡିଏନ୍‌ଏ ଟେଷ୍ଟ ବିଷୟରେ ଆପଣ ଶୁଣିଥିବେ। କିନ୍ତୁ ମହାରାଷ୍ଟ୍ରର ଗୋଟିଏ ବଳଦର ଡିଏନ୍‌ଏ ପରୀକ୍ଷାକୁ ନେଇ ଏକ ଖବର ସାମ୍‌ନାକୁ ଆସିଛି। ମହାରାଷ୍ଟ୍ରରେ ଏକ ବଳଦର ମାଲିକାନାକୁ ନେଇ ବିବାଦ ସୃଷ୍ଟି ହେବା ପରେ ବଳଦର ଡିଏନ୍‌ଏ ପରୀକ୍ଷା କରାଇବା ମାମଲା ସାମ୍‌ନାକୁ…

ଜୋମାଟୋ ଓ ସ୍ବିଗିକୁ ଗୁଗୁଲର ନୋଟିସ; ନିୟମ ଉଲ୍ଲଂଘନ ଅଭିଯୋଗ

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋରର ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ ଏବଂ ସ୍ବିଗି ମଧ୍ୟ ଗୁଗୁଲର ରାଡାରରେ ଆସିଛନ୍ତି। ସୂଚନା ଅନୁସାରେ, ଜୋମାଟୋ ଏବଂ ସ୍ବିଗି ଗୁଗୁଲ ପ୍ଲେ ଷ୍ଟୋର ନିୟମ ଉଲ୍ଲଂଘନ କରିଥିବା ଦର୍ଶାଇ ଗୁଗୁଲ ସେମାନଙ୍କୁ ଏକ ନୋଟିସ…

ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ, ପୂରା ଅଞ୍ଚଳ ଧୂଆଁମୟ

ମୁମ୍ବାଇ: ଥାଣେର ଏକ ସପିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ହଠାତ ଲାଗିଲା ନିଆଁ । ଚାହିଁ ଚାହୁଁ ଚାରିଆଡେ ମାଡ଼ିଗଲା । ଅଗ୍ନିକାଣ୍ଡରେ ଜଳିଯାଇଛି ବହୁ ଧନ ସମ୍ପତ୍ତି । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ସକାଳ ପାଖାପାଖି ୮ଟା ୧୦ । ଥାଣେର ହୀରାନନ୍ଦନୀ ଇଷ୍ଟେଟରେ ଥିବା…

ହ୍ୱାଇଟ ହାଉସରେ କରୋନା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ପଜିଟିଭ୍

ଓ୍ୱାଶିଂଟନ୍: କରୋନା କବଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ତାଙ୍କ ସହ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ବି ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ନିଜେ ଟ୍ୱିଟ୍ କରି ସୂଚନା…