Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଲାଇକା-ଅର୍ଜୁନଙ୍କ ପ୍ରେମର ସାଇଡ଼ ଇଫେକ୍ଟ: ସଲମାନ ଓ ବୋନିଙ୍କ ସମ୍ପର୍କରେ ଆସିଲା ଫାଟ

ମୁମ୍ବାଇ: ବିଗତ କିଛିଦିନ ଧରି ବି-ଟାଉନରେ ଚର୍ଚ୍ଚାର ବିଷୟ ସାଜିଥିବା ହ୍ୟାଣ୍ଡସମ ହଙ୍କ ଅର୍ଜୁନ କପୁର ଓ ହଟ୍ ମମ ମଲାଇକା ଆରୋରାଙ୍କ ଲଭଷ୍ଟୋରୀକୁ ଖୁବଶୀଘ୍ର ମିଳିପାରେ ଏକ ପରିଚୟ । ଲାକମି ଫ୍ୟାଶନ ୱକ୍ ରେ ଦୁହେଁ ଏକାଠି ବସିଥିବାର ନଜର ଆସିଥିଲେ। ସେମାନଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ…

ଫେସ୍‌ବୁକ୍‌ରେ ବନ୍ଧୁତା କରି ଛୁରାମାଡ ଖାଇଲେ ଅଭିନେତ୍ରୀ !

ମୁମ୍ବାଇ: ମହଙ୍ଗା ପଡିଲା ଫେସ୍‌ବୁକରେ ବନ୍ଧୁତା । ପ୍ରେମ ନିବେଦନକୁ ନା ଓ ବିବାହକୁ ମନା କରିବାରୁ ଟେଲି ଅଭିନେତ୍ରୀଙ୍କୁ ଛୁରାମାଡ । ଛୁରାମାଡରେ ଅଚେତ ଅଭିନେତ୍ରୀ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ଫେରାର୍ ଅଛି । ସୋମବାର ଅଭିନେତ୍ରୀ ମାଲବୀ…

ଭାରତ ସହ ଠିଆ ହୋଇଛି ଆମେରିକା: ମାଇକ ପାମ୍ପିଓ

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ‘ଟୁ ପ୍ଲସ୍ ଟୁ’ ବାର୍ତ୍ତା ଲାଗି ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପାମ୍ପିଓ ଭାରତ ଗସ୍ତରେ ଆସି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ପରେ ସେ କହିଛନ୍ତି ଯେ ନିଜ…

ଏଣିକି ଜମ୍ମୁ-କାଶ୍ମୀରରେ ଯେକେହି ବି କିଣି ପାରିବେ ଜମି, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶର କୌଣସି ବି ଲୋକ ଜମ୍ମୁ କାଶ୍ମୀରରେ ଜମି କିଣି ପାରିବ । ସେଠାରେ ଘର ଦ୍ୱାର କରି ବି ରହି ପାରିବ । ଗୃହମନ୍ତ୍ରଣାଳୟ ଦ୍ୱାରା ଏନେଇ ମଙ୍ଗଳବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କିନ୍ତୁ କୃଷି ପାଇଁ ଜମି କିଣାଯାଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ…

ନିଜ ଜନ୍ମଦିନରେ କାହିଁକି ନିଜକୁ ଗୁଳି କରି ହତ୍ୟା କଲା ତିନି ବର୍ଷର ଶିଶୁ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରେ ନିଜ ଜନ୍ମଦିନ ପାର୍ଟିରେ ତିନି ବର୍ଷର ଶିଶୁ ନିଜକୁ ଗୁଳି କରି ହତ୍ୟା କରିଥିବା ଘଟଣା ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସର ସୂଚନାନୁସାରେ, ପାର୍ଟି ସମୟରେ ପିଲାଟି ନିଜ ଘରୁ ପିସ୍ତଲ ପାଇଥିଲା, ଯାହା ଫଳରେ ସେ ନିଜ ଉପରେ ଗୁଳି ଚଳାଇଥିଲା।…

ଅଭିନେତା ପ୍ରଭାସ୍‌ଙ୍କ ଚିନ୍ତା ବଢାଇଲା ଇଟାଲୀ !

ତେଲେଙ୍ଗାନା: ବାହୁବଲି ଆକ୍ଟର ପ୍ରଭାସଙ୍କୁ ନିଜ ଫିଲ୍ମରେ ନେବା ପାଇଁ ସମସ୍ତ ଫିଲ୍ମ ମେକର ଆଗଭର । ବହୁ ଚେଷ୍ଟା କରି ଶେଷରେ ଫିଲ୍ମ ରାଧେ ଶ୍ୟାମ ପାଇଁ ତାଙ୍କୁ ସାଇନ୍ କରାଇଥିଲେ ନିର୍ଦ୍ଦେଶକ ରାଧା କ୍ରିଷ୍ଣ କୁମାର । ଇଟାଲୀରେ ଏହି ଫିଲ୍ମର ସୁଟିଂ ଚାଲୁଥିବାବେଳେ ପ୍ରେମ କାହାଣୀ ଉପରେ…

[ଭିଡିଓ] ବିଚ୍ ରାସ୍ତାରେ ବନ୍ଧୁକ କଲା ଫଇସଲା !

ହରିୟାଣା: ଦିନ ଦ୍ୱିପହରେ, ବିଚ୍ ରାସ୍ତାରେ ଗୁଳିମାଡ । ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଯୁବତୀ । ଚମ୍ପଟ୍ ମାରିଥିଲା ଅଭିଯୁକ୍ତ । ହେଲେ ସିସିଟିଭି ଫୁଟେଜ୍ ଜରିଆରେ ସାମ୍ନାକୁ ଆସିଛି ସେହି ଛାତିଥରା ଦୃଶ୍ୟ । କଏଦ ହୋଇଥିଲା ଲାଇଭ୍ ଗୁଳିମାଡ ଘଟଣା । ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ…

ମୁମ୍ବାଇରେ ହୋଇପାରେ ବଡ଼ ଧରଣର ଆତଙ୍କୀ ହମ୍‌ଲା; ଡ୍ରୋନ୍‌ ଉଡାଣ ଉପରେ ନିଷିଦ୍ଧାଦେଶ ଜାରି କଲା ପୋଲିସ୍‌

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଶଙ୍କା ପ୍ରକାଶ କରାଯାଇଛି। ଆତଙ୍କବାଦୀମାନେ ମୁମ୍ବାଇରେ ବଡ଼ ଧରଣର ଆକ୍ରମଣ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ଏ ସମ୍ପର୍କରେ ମୁମ୍ବାଇ ପୋଲିସ ମଧ୍ୟ ସତର୍କ ସୂଚନା ଜାରି କରିଛି। ଆକ୍ରମଣ…

କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ କୋଭିଡ ପଜିଟିଭ ଚିହ୍ନଟ

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, କିଛି ଦିନ ହେବ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି । ଯାହା ପରେ ଟେଷ୍ଟ ରିପୋର୍ଟ ମଙ୍ଗଳବାର ଦିନ ପଜିଟିଭ ଆସିଛି । ସୂଚନା…

ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ; ସରକାର ଆଣୁଛନ୍ତି ନୂଆ ନିୟମ

ଜୟପୁର: ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ନେଇ ରାଜସ୍ଥାନ ସରକାର ବିଚାର ବିମର୍ଶ କରୁଛନ୍ତି । ବିଧାନସଭାର ଆଗାମୀ ଅଧିବେଶନରେ ସରକାର ଏସମ୍ବନ୍ଧୀୟ ବିଧେୟକ ଆଣିପାରନ୍ତି ବୋଲି ସୂଚନା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସୋମବାର ଦିନ ସୂଚନା ପ୍ରଦାନ କରିଛନ୍ତି ।…