Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରସଙ୍ଗଠୁ ଅଧିକ ଅଭିବାଦନ ଶୈଳୀକୁ ନେଇ ଚର୍ଚ୍ଚା; ‘ଟୁ ପ୍ଲସ୍‌ ଟୁ’ ବୈଠକ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସପର୍ ମଙ୍ଗଳବାର ଦିନ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ସହ ଦୁଇ ଦେଶ ମଧ୍ୟରେ ରଣନୀତିକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି। ସୂତ୍ରରୁ ପ୍ରକାଶ…

ଅଢ଼େଇ ଲକ୍ଷ ଟଙ୍କାର ପିଆଜ ଚୋରି, ୪ ଗିରଫ

ପୁଣେ: କନ୍ଦାଉଛି ପିଆଜ । ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର । ଯାହା ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଛି । ବଜାରରେ ପିଆଜ ଦର କିଲୋପ୍ରତି ୮୦ ଟଙ୍କା ଉପରେ ରହିଛି । ଏଭଳି ସ୍ଥିିତିରେ ମହାରାଷ୍ଟ୍ରରୁ ପିଆଜ ଚୋରି ଅଭିଯୋଗ ଆସିଛି । ପୁଣେର ଗ୍ରାମାଂଚଳ ପୋଲିସ ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ…

ହାଥରସ ମାମଲା: ତଦନ୍ତର ତଦାରଖ କରିବେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ସିବିଆଇ ତଦନ୍ତର ତତ୍ତ୍ୱବଧାନ କରିବେ ଆହ୍ଲାବାଦ ହାଇକୋର୍ଟ । ଆଜି ଏହି ମାମଲାର ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ସୁପ୍ରିମକୋର୍ଟ ନିଜେ ଏହି ମାମଲାର ତଦନ୍ତ ଓ ମନିଟରିଂ କରିବା ପାଇଁ ହୋଇଥିବା…

KBCରେ ସ୍ଥାନ ପାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ନେଇ ପ୍ରଶ୍ନ

ମୁମ୍ବାଇ: ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ କୌନ ବନେଗା କରୋଡପତିରେ ଓଡିଶାକୁ ନେଇ ଏକ ପ୍ରଶ୍ନ ସ୍ଥାନ ପାଇଛି । ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ ବାଲୁକା କଳାକୁ ନେଇ ଏହି ପ୍ରଶ୍ନ ରହିଥିଲା । କେବିସି ହଟ ସିଟରେ ଥିଲେ ମାଇକ୍ରୋ ବାୟୋଲଜି ପ୍ରଫେସର…

ଭାରତୀୟ ମତ୍ସ୍ୟଜୀବୀମାନଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଆକ୍ରମଣ, ଜଣେ ଆହତ

ନୂଆଦିଲ୍ଲୀ:ଭାରତୀୟ ମତ୍ସ୍ୟଜିବୀଙ୍କ ଉପରେ ଶ୍ରୀଲଙ୍କା ନୌସେନାଙ୍କ ଆକ୍ରମଣ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରେ ଶ୍ରୀଲଙ୍କା ନୌସେନା ଭାରତୀୟ ମତ୍ସ୍ୟଜୀବୀମାନଙ୍କ ଉପରେ ଆକ୍ରମଣ କରିଛନ୍ତି । ଫଳରେ ଜଣେ ମତ୍ସ୍ୟଜୀବୀ ଆହତ ହୋଇଥିବା ସୂଚନା ମିଳିଛି । ଭାରତୀୟ…

ଇଟାଲୀରେ ଚିନ୍ତା ବଢାଇଲା ପୁନଃ ସଂକ୍ରମଣ; ଅନ୍ୟପଟେ ସରକାରୀ ପ୍ରତିବନ୍ଧକକୁ ବିରୋଧ କରି ବିକ୍ଷୋଭକାରୀଙ୍କ ହିଂସା…

ନୂଆଦିଲ୍ଲୀ: ଇଟାଲୀରେ କରୋନାର ପ୍ରକୋପ ପୁଣି ଥରେ ବଢିବାରେ ଲାଗିଛି ଅର୍ଥାତ୍‌ ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧି ପାଇଛି। କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଶାସନ ପୂର୍ବ ପରି ବିଭିନ୍ନ ସହରରେ ଲକ୍‌ଡାଉନ୍‌ ଜାରି କରିବା ସହିତ ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ ରଖିବା ପାଇଁ…

ମେସିନରେ ଟଙ୍କା ଗଣିବେ ଖିଲାଡି ଷ୍ଟାର, ଅକ୍ଷୟଙ୍କୁ ଉପହାର ଦେଲେ କପିଲ ଶର୍ମା

ମୁମ୍ବାଇ: ଏଣିକି ମେସିନରେ ଟଙ୍କା ଗଣିବେ ଖିଲାଡି ଷ୍ଟାର । ତାଙ୍କ ପାଖରେ ଏତେ ଟଙ୍କା ଅଛି ଯେ, ତାକୁ ସହଜରେ ଗଣି ହେବ ନାହିଁ । ତେଣୁ ଟଙ୍କା ଗଣିବାକୁ ଅକ୍ଷୟଙ୍କୁ ଏକ ମେସିନ ଦେଇଛନ୍ତି କମେଡି କିଙ୍ଗ କପିଲ ଶର୍ମା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଆଉ ଏହି ଘଟଣା ଘଟିଛି…

ନିର୍ବାଚନ ପୂର୍ବରୁ ଆମେରିକୀୟ ସୁପ୍ରିମ୍‌ କୋର୍ଟରେ ନୂତନ ନ୍ୟାୟଧୀଶ ଭାବେ ନିଯୁକ୍ତି ପାଇଲେ ଆମି ‌କନି ବାରେଟ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମି କନି ବାରେଟଙ୍କୁ ସୁପ୍ରିମକୋର୍ଟର ନୂତନ ବିଚାରପତି ଭାବରେ ନାମିତ କରିଥିଲେ। ସ୍ୱର୍ଗତ ଜଜ୍ ଜଷ୍ଟିସ୍ ରୁଥ ବାଡର୍ ଗିନ୍ସବର୍ଗଙ୍କ ସ୍ଥାନରେ ଟ୍ରମ୍ପ ଆମି କନି ବାରେଟ୍‌ଙ୍କୁ ମନୋନୀତ କରିଥିଲେ। ଏଥି ସହିତ ନଭେମ୍ବରରେ ରାଷ୍ଟ୍ରପତି…

ବିସ୍ଫୋରଣରେ ଥରିଲା ପାକିସ୍ତାନର ପେଶାଓ୍ୱାର

ପେଶଓ୍ୱାର: ପାକିସ୍ତାନର ପେଶାଓ୍ୱାରରେ ବଡ଼ ଧରଣର ବିସ୍ଫୋରଣ । ଏକ ମଦ୍ରାସାରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ଭିତରୁ କିଛି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଆଗକୁ…

୪୦ ହଜାର ତଳକୁ ଖସିଲା ଦେଶରେ ଦୈନିକ କରୋନା କେସ୍

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦୈନିକ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ତ ହେଉଛନ୍ତି ଅଧିକ । ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୬ ହଜାର ୩୬ ହଜାର ୪୬୯ ନୂଆ…