Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ମୁକାବିଲା ପାଇଁ ଓଡ଼ିଶାକୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁବନେଶ୍ୱର: କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ପ୍ରଶଂସନୀୟ । କରୋନା ସଂଟକ ପୂର୍ବରୁ ପ୍ରତିକାତ୍ମକ ପଦକ୍ଷେପ ନେଉଥିଲେ ରାଜ୍ୟ ସରକାର । ଏଥିପାଇଁ ଓଡ଼ିଶା ସରକାରଙ୍କୁ ତାରିଫ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାପରେ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ…

ସଂଜୟ ରାଉତଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଶିବସେନା ମୁଖପାତ୍ର ସଂଜୟ ରାଉତଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲାରେ ବମ୍ବେ ହାଇକୋର୍ଟ ତାଙ୍କ ଉପରେ ବର୍ଷିଛନ୍ତି । ଯଦି ଜଣେ ସାଂସଦ ହୋଇ ଏଭଳି କହିବେ ତାହେଲେ ଅନ୍ୟ ମାନେ କେମିତି କହିବେ…

NCB ସ୍କାନରରେ ଦୀପିକାଙ୍କ ୩ କୋ-ଷ୍ଟାର, ନାଁର ପ୍ରଥମ ଅକ୍ଷର S-R-Aରୁ ଆରମ୍ଭ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କର ଯେତିକି ତଦନ୍ତ ଆଗଉଛି ସାମାନକୁ ଆସୁଛି ନୂଆ ନୂଆ ଏପିସୋଡ । ଦୀପିକା ପାଦୁକୋନଙ୍କୁ ପଚରାଉଚରା ପରେ ଏବେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ଅଛନ୍ତି ବଲିଉଡର ଆଉ କିଛି ସେଲିବ୍ରିଟି । ଚର୍ଚ୍ଚା ହେଉଛି ଦୀପିକାଙ୍କ ସହ…

ନିଜ ଅଭୁଲା ଦିନର କିଛି ଭିଡ଼ିଓ ଫ୍ୟାନ୍ସ ମାନଙ୍କ ସହ ସେୟାର କଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ତଥା ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ ‘ଅନଫିନିସଡ଼' ନାମକ ଏକ ପୁସ୍ତକର ଟିଜର ସେୟାର କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ବ୍ଲାଙ୍କ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ କ୍ୟାପସନ ରହିଛି "Something is coming...." ।…

ଆସୁଛି ‘ଅବତାର-୨’, ଶେଷ ହେଲା ସୁଟିଂ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଆସୁଛି ବଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ଅବତାର’ର ସିକ୍ୱେଲ ପାର୍ଟ । ନିକଟରେ ‘ଅବତାର-୨’ର ସୁଟିଂ ଶେଷ ହୋଇଛି । ଏନେଇ ନିର୍ଦ୍ଦେଶ ଜେମ୍ସ କ୍ୟାମରୁନ୍ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ‘ଅବତାର-୩’ର ମଧ୍ୟ ସୁଟିଂ ପ୍ରାୟ ୯୫ ପ୍ରତିଶତ ସରିଯାଇଥିବା ସେ…

‘ଜରୁରତ’ରେ ଏକାଠି ନଜର ଆସିବେ ବାପା-ଝିଅ

ମୁମ୍ବାଇ: ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ବଲିଉଡର ସଟ୍‌ଗନ୍ ଶତ୍ରୁଘ୍ନ ସିହ୍ନା ଓ ସୋନାକ୍ଷୀ । ମ୍ୟୁଜିକ ଭିଡିଓ ଆଲବମ ‘ଜରୁରତ’ରେ ବାପା-ଝିଅଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଗୀତରେ ଶତ୍ରୁଘ୍ନ ସିହ୍ନାଙ୍କ ଦମଦାର ଭଏସ୍ ମଧ୍ୟ ଶୁଣିବାକୁ ମିଳିବ । ଏହି ଗୀତରେ ଡଃ.କିରନ…

ପୁଣି ବଢ଼ିଲା: ୨୪ ଘଣ୍ଟାରେ ଦେଶରେ ୮୦ ହଜାର କରୋନା ଆକ୍ରାନ୍ତ, ୧୧୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୬୨ ଲକ୍ଷ ପାର କରିଛି କରୋନା କେସ୍ । ଦୁଇ ଦିନ କମିବା ପରେ ଆଜି ପୁଣି ଥରେ ଦେଶରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୮୦ ହଜାର ୪୭୨ ଜଣ । ଏହାକୁ ମିଶାଇ ଦେଶରେ କରୋନା କେସ୍ ୬୨ ଲକ୍ଷ ୨୫ ହଜାର ୭୬୪କୁ ବୃଦ୍ଧି…

[ଦେଖନ୍ତୁ ଭିଡ଼ିଓ] ବିଗ୍ ବସ୍-୧୪ ରେ ଚର୍ଚ୍ଚିତ ରାଧେ ମା’

ମୁମ୍ବାଇ: ‘ବିଗ୍ ବସ୍ ୧୪’ ରେ ଚର୍ଚ୍ଚିତ ରାଧେ ମା'। ନିର୍ମାତାମାନେ ଏହି ଶୋ ’ପାଇଁ ବିବାଦୀୟ ଗଡୱମ୍ୟାନ୍ ରାଧେ ମା ଆକା ସୁଖଭିନ୍ଦର କୌର। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ପ୍ରଥମ ସେଲିବ୍ରେଟି ଅନୁସାରେ ରାଧେ ମା' ବିଗ୍ ବସ୍ ଘରେ ପ୍ରବେଶ କରିବେ । ଆହୁରି ମଧ୍ୟ ସେ ସବୁ…

ଟ୍ରମ୍ପ କହିଲେ କରୋନା ମୃତ୍ୟୁର ସଠିକ ତଥ୍ୟ ଦେଉନି ଭାରତ

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆୟୋଜିତ ଡିବେଟରେ ଡୋନାଲ୍ଡ ଟ୍ରମ୍ପ କରୋନା ମୃତ୍ୟୁସଂଖ୍ୟା ନେଇ ଭାରତ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି । ପ୍ରତିଦ୍ୱନ୍ଦୀ ଜୋ ବିଡେନ୍ ଉଠାଇଥିବା ପ୍ରଶ୍ନର ଜବାବରେ ଏମିତି କିଛି ଗମ୍ଭୀର କଥା କହିଛନ୍ତି । ୟାହାକି ଭାରତ, ରୁଷିଆ ଓ ଚୀନ…

୨୨୫ ଟଙ୍କାରେ କରୋନା ଟିକା !

ନୂଆଦିଲ୍ଲୀ: ଭାରତୀୟଙ୍କୁ ୨୨୫ ଟଙ୍କାରେ କରୋନା ଟିକା ଯୋଗାଇବ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହାସହ ବିଶ୍ୱର ଅନ୍ୟ ପଛୁଆ ଦେଶରେ ସସ୍ତା ଦରରେ ଏହି ଟିକା ବିତରଣ କରାଯିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ୨୦ କୋଟି ଟିକା ଉତ୍ପାଦନ…