Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ନାଁରେ ଦୟାର ହେଲା ବଳାତ୍କାର ମାମଲା

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ପୋଲିସ ନିକଟରେ ଦେଇଥିବା ଅଭିଯୋଗ ଆଧାରରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରାଯାଇଛି। ରିପୋର୍ଟ ଅନୁଯାୟୀ ମୁମ୍ବାଇ ପୋଲିସ ପାୟଲଙ୍କ ବୟାନରେକର୍ଡ କରିସାରିଛି। ସେ ୨୦୧୩ ରେ ଭର୍ସୋଭା ୟାରି ରୋଡରେ…

କୋଭିଡ ମାମଲା ବୃଦ୍ଧି: ଭାରତ, ବ୍ରାଜିଲ, ଆର୍ଜେଣ୍ଟିନାକୁ ବିମାନସେବା ବାତିଲ କଲା ସାଉଦି ଆରବ

କୋଭିଡ ମାମଲାରେ ବୃଦ୍ଧି ହେତୁ ଭାରତ, ବ୍ରାଜିଲ, ଆର୍ଜେଣ୍ଟିନା ସହିତ ବିମାନ ଯାତ୍ରାକୁ ସ୍ଥଗିତ କଲା ସାଉଦି ଆରବ । ଇଣ୍ଡିଆ ଟୁଡେ ରିପୋର୍ଟରେ କୁହାଯାଇଛି ଯେ ଯେଉଁମାନେ ରାଜ୍ୟରେ ପହଞ୍ଚିବାର ୧୪ଦିନ ପୂର୍ବରୁ ଏହି ଦେଶଗୁଡିକ ମଧ୍ୟରୁ କୌଣସି ଦେଶକୁ ଯାତ୍ରା କରିଛନ୍ତି ସେମାନଙ୍କୁ ମଧ୍ୟ…

ଶ୍ରଦ୍ଧା କପୁରଙ୍କ ସମ୍ପର୍କରେ ଏହି ଖୁଲାସା କଲେ ମୃତ ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର

ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହା ବଲିଉଡ ଡ୍ରଗ୍ସ କାରବାରର ଆଉ ଏକ ପୃଷ୍ଠା ଖୋଲିଛନ୍ତି । ମଙ୍ଗଳବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା, ଯେଉଁଥିରେ ବାହାରକୁ…

ଦକ୍ଷିଣ-ପୂର୍ବ ଏସିଆ ସହ ଭାରତର ସୁସମ୍ପର୍କ ସ୍ଥାପନର ମାଧ୍ୟମ ହବ ଶିକ୍ଷା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଗୁଆହାଟିକୁ ଭାରତୀୟ ଜ୍ଞାନ ପ୍ରଣାଳୀ ଏବଂ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ରୂପେ ଗଢ଼ିତୋଳିବାକୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷା ଦକ୍ଷିଣ ପୂର୍ବ ଏସିଆ ସହିତ…

ବାହାଘରର ୧୨ ଦିନ ପରେ ବିଚ୍ଛେଦ, ପୁନମ ପାଣ୍ଡେଙ୍କ ସ୍ୱାମୀକୁ ବାନ୍ଧିଲା ପୋଲିସ

ମୁମ୍ବାଇ: ସବୁ ବେଳ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ ପାଣ୍ଡେକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି । ବାହାଘରର ୧୨ ଦିନ ପରେ ହୋଇଛି ତାଙ୍କ ବିଚ୍ଛେଦ । ନିଜ ସ୍ୱାମୀଙ୍କ ନାଁରେ ସେ ଆଣିଛନ୍ତି ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ଏହାପରେ ହନିମୁନ ଲୋକେସନରୁ ହିଁ ତାଙ୍କ…

କିନ୍ନରଙ୍କୁ ଖରାପ ବ୍ୟବହାର ଦେଖାଇ ବନ୍ଧା ହେଲେ ଟ୍ରାଫିକ ପୋଲିସ

କୋଲକାତା: ରକ୍ଷକ ଯଦି ଭକ୍ଷକ ସାଜେ ତେବେ ସୁରକ୍ଷା ଦେବ କିଏ? ଜଣେ କିନ୍ନର କର୍ମକର୍ତ୍ତା ଓ ଦୁଇ ମହିଳାଙ୍କୁ ହଇରାଣ କରିବା ଅଭିଯୋଗରେ ମଙ୍ଗଳବାର ଜଣେ କୋଲକାତା ଟ୍ରାଫିକ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ତିନିଜଣ ଅଭିଯୋଗ କରିବା ପରେ ଅଭିଯୁକ୍ତ ଟ୍ରାଫିକ ପୋଲିସ…

ଧୋନୀଙ୍କ ଶେଷ ଓଭରର ଛକା ଦଳ ପାଇଁ ଅଦରକାରୀ ଥିଲା: ଗମ୍ଭୀର

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗକୁ ଆଗରେ ରହି ବାଟ କଢେଇବାକୁ ଅନୁରୋଧ କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର । ମଙ୍ଗଳବାର ଦିନ ରାଜସ୍ଥାନ ରୟାଲ୍ସ (ଆରଆର) ବିପକ୍ଷରେ CSK ର ଦ୍ୱିତୀୟ ମ୍ୟାଚରେ ଧୋନି ସାତ ନମ୍ବରରେ ବ୍ୟାଟିଂ କରିବାକୁ…

“ଅନୁରାଗ ଦୋଷୀ ସାବ୍ୟସ୍ତ ହେଲେ ପ୍ରଥମେ ମୁଁ ତାଙ୍କ ସହ ସମ୍ପର୍କ ଭାଙ୍ଗିବି”: ତାପସୀ

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିପକ୍ଷରେ ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ । ତେବେ ଏଭଳି ସମୟରେ ଅନୁରାଗଙ୍କ ସପକ୍ଷରେ ଛିଡା ହୋଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ସେ କହିଛନ୍ତି ଯେ ଯଦି ଅନୁରାଗ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅନୁରାଗଙ୍କ ସହ ସମ୍ପର୍କ ଭାଙ୍ଗିଥିବା…

ରିୟାଙ୍କୁ ମିଳିଲାନି ବେଲ, ବାଧକ ସାଜିଲା ବର୍ଷା

ମୁମ୍ବାଇ: ବଢ଼ିଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚିନ୍ତା । ଆଜି ମିଳିବନି ରିୟାଙ୍କୁ ବେଲ୍ । ବାଧକ ସାଜିଲା ବର୍ଷା । ଲିଉଡ ଡ୍ରଗ୍ସ ଲିଙ୍କରେ ଗିରଫ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ଆଜି ଜାମିନ ଶୁଣାଣି ବମ୍ବେ ହାଇକୋର୍ଟରେ ଥିଲା । ତେବେ…

ଆଜି ଶେଷ ହୋଇପାରେ ଉଭୟ ଗୃହର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜି ଉଭୟ ସଦନର ମୌସୁମୀ ଅଧିବେଶନ ଶେଷ ହୋଇପାରେ । ୧ ଅକ୍ଟୋବର ଯାଏଁ ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜି ଶେଷ କରିବାକୁ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ମତ ଲୋଡାଯାଇଥିବା ବେଳେ ଏଥିରେ ଉଭୟ ସହମତ ଥିବା ଜଣାପଡିଛି । ୧୪ ସେପ୍ଟେମ୍ବରରେ…